"ଟଙ୍କା ତତେ ସଲାମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨୯ କ ଧାଡ଼ି:
'''ଟଙ୍କା ତତେ ସଲାମ''', ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଭି. ରାଜକୁମାର ରାଜୁ । ନିର୍ମଳ ନାୟକ ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ । କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶୁ ଶେଖର ମଲ୍ଲିକ । ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
 
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଚନ୍ଦନ କର ଏବଂ ରାଲି ନନ୍ଦ । ପ୍ରକାଶ, ରୁପ୍ସା, ମୀନକେତନ<ref>{{cite news|title=ମୀନକେତନ : ଏକ ସଫଳ ଅଭିନୟ ଜୀବନର ଅବସାନ|url=http://archive.sambad.in/news/entertainment/a-tribute-to-minketan/62532.html|accessdate=8 November 2017|newspaper=sambad.in|date=1 July 2017}}</ref>, ଅଜିତ ଦାସ, ବିରେନ ମିଶ୍ର, ଇଲୁ ବାନାର୍ଜୀ, ଅସୀତ ପତି ଆଦି କଳାକାରମାନେ କଥାଚିତ୍ରଟିରେ ଅଭିନୟ କରିଥିଲେ ।
 
==ଅଭିନୟ==