"ସାଗର ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଆଧାର
ଟିକେNo edit summary
୫ କ ଧାଡ଼ି:
| imagesize = 250px
| caption =
| birth_date = {{Birth date|1940|05|31|df=yes}}
| birth_place =
|death_date = {{Deathdeath date and age|2017|11|7|1940|05|31|df=yes}}
|death_place = ସହିଦନଗର,[[ଭୁବନେଶ୍ଵର]]
|death_cause =
୧୬ କ ଧାଡ଼ି:
| years_active =
| known_for = ଅଭିନେତା
| spouse = ଜ୍ଞାନାଦାଦ୍ ଦାସ
| children = ତିନି ପୁତ୍ର (ସବୁଜ,ବେଞ୍ଜାମିନ,ବୁକି) ,ସାଗରିକା
| awards =
}}
 
'''ସାଗର ଦାସ''', ଜଣେ [[ଓଡ଼ିଆ କଥାଚିତ୍ର ଜଗତ|ଓଡ଼ିଆ କଥାଚିତ୍ର ଜଗତର]] ଅଭିନେତା ଥିଲେ । ସେ ମୁଖ୍ୟତଃ ହାସ୍ୟ ଓ ଚରିତ୍ର ଭୂମିକାରେ ଦେଖାଦେଉଥିଲେ । ସେ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା "ସଙ୍ଗ ଆଣ୍ଡ ଡ୍ୟାନ୍ସ"ରେ ଜଣେ ଅଭିନେତା ଭାବରେ ଚାକିରି କରି ୨୦୦୦ମସିହାରେ ଅବସର ନେଇଥିଲେ
 
'ଉଡ଼ି ଉଡ଼ି ଉଡ଼ି ଯାଏରେ ମୋର ଗୁଡ଼ି', 'ଅଳପ ହସରେ ଅନେକ ଆଶାର', 'ପରଦେଶୀ ବନ୍ଧୁ ତୁମେ', 'ସାବି ସାବି ତୁ ତ ମୋର ନାଲିପାନ ବିବି' ଇତ୍ୟାଦି ଚଳଚ୍ଚିତ୍ର ସଙ୍ଗୀତରେ ତାଙ୍କର ଅଭିନୟ କୌଶଳ ଦେଖିବାକୁ ମିଳିଥିଲା ।
 
== ଅଭିନୀତ କଥାଚିତ୍ର ==
Line ୨୭ ⟶ ୨୯:
* [[କିଏ କାହାର]]<ref>https://www.telegraphindia.com/1110906/jsp/orissa/story_14468342.jsp</ref>
* [[ଅଦିନ ମେଘ]]
* [[ଭାଇ ଭାଉଜ]]
* [[ବନ୍ଧନ (୧୯୬୯ର ସିନେମା)|ବନ୍ଧନ]]
* [[ପଞ୍ଚୁ ପାଣ୍ଡବ (ଓଡ଼ିଆ କଥାଚିତ୍ର)|ପଞ୍ଚୁ ପାଣ୍ଡବ]]<ref>{{cite news|url=http://www.dharitri.com/e-Paper/Bhubaneswar/071117/p20.htm|accessdate=7 November 2017|newspaper=ଧରିତ୍ରୀ ୦୭/୧୧/୨୦୧୭ ପୃଷ୍ଠା ୨୦}}</ref>
 
== ସମ୍ମାନ ଓ ପୁରସ୍କାର ==
* ସିନେ କ୍ରିଟିକ ସମ୍ମାନ
* କଟକ ପୌରପରିଷଦ କଳାକାର ସମ୍ମାନ<ref>{{cite news|url=http://epaper.prameyanews.com/imageview_2390_523249_4_71_07-11-2017_i_1_sf.html|accessdate=7 November 2017|newspaper=ପ୍ରମେୟ ୦୭/୧୧/୨୦୧୭ ପୃଷ୍ଠା ୧୬}}</ref>
 
== ଆଧାର ==
"https://or.wikipedia.org/wiki/ସାଗର_ଦାସ"ରୁ ଅଣାଯାଇଅଛି