"ସଲମାନ ବିନ ଇବ୍ରାହିମ ଅଲ-ଖଲିଫା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୪୪ କ ଧାଡ଼ି:
 
ରୀଫା କ୍ଲବ ନିଜ ଏକାଡେମିକ ଅଧ୍ୟୟନରେ ଧ୍ୟାନ କେନ୍ଦ୍ରିତ କରିବା ପରଠାରୁ, ଶେଖ ସଲମାନ ବି ଏ ଏଫ ରେ କାର୍ଯ୍ୟକାରୀ ପଦର ଆୟୋଜନ କରିଥିଲେ । ୧୯୯୬ ମସିହାରେ ସେ ରାଷ୍ଟ୍ରୀୟ ଟିମର ଅଧ୍ୟକ୍ଷ ହୋଇଥିଲେ । ୧୯୯୮ ମସିହାରେ ତାଙ୍କୁ ବି ଏ ଏଫ ର ଉପାଧ୍ୟକ୍ଷ ହୋଇଥିଲେ ଓ ୨୦୦୨ ମସିହାରେ ତାଙ୍କୁ ରାଷ୍ଟ୍ରପତି ଭାବେ ବଛାଗଲା । ତାଙ୍କ କାର୍ଯ୍ୟକାଳରେ ଫିଫା ୱାର୍ଲଡ଼କପ, ଫିଫା ମଧ୍ୟରେ ଟୁର୍ନାମେଣ୍ଟ, ଫିଫା କ୍ଲବ ଚମ୍ପିୟାନସିପ ଆଦିର ଅନୁଶାସନ ସମିତୀର ସହ-ଅଧ୍ୟକ୍ଷ ହୋଇଥିଲେ । ସେ ମଧ୍ୟ ୨୦୦୮ ମସିହାରେ ବୀଜିଙ୍ଗରେ ଫୀଫା ଅନୁଶାସନ ସମିତୀର ଉପାଧ୍ୟକ୍ଷ ଥିଲେ ।<ref name="allafrica 201602200372"/>
 
ମଇ ୨୦୧୩ ମସିହାରେ ମାନବାଧିକାର ସଂଗଠନର ଆଲୋଚନା ମଧ୍ୟରେ ସଲମାନ ବିନଙ୍କୁ "ଏସିଆଇ ଫୁଟବଲ ପରିସଂଘ"ର ଅଧ୍ୟକ୍ଷ ଭାବେ ବଛାଗଲା ।<ref>{{Cite web
| url = http://www.ibtimes.co.uk/bahrain-s-sheikh-salman-elected-president-afc-463700
| title = Bahrain's Sheikh Salman Wins Key Fifa Role Despite Human Rights Abuse Claims
| website = International Business Times UK
| access-date = 2016-02-28
}}</ref>
 
==ଆଧାର==