"ସଲମାନ ବିନ ଇବ୍ରାହିମ ଅଲ-ଖଲିଫା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨୭ କ ଧାଡ଼ି:
 
'''ଶେଖ ସଲମାନ ବିନ ଇବ୍ରାହିମ ଅଲ-ଖଲିଫା''' ({{lang-ar|سلمان بن ابراهيم آل خليفة}}; ୨ ନଭେମ୍ବର ୧୯୬୫ ମସିହାରେ ଜନ୍ମ) ୨ ମଇ ୨୦୧୩ ମସିହାରୁ "ଏସିଆନ ଫୁଟବଲ ସଙ୍ଗଠନ" ର ଅଧ୍ୟକ୍ଷ ଅଟନ୍ତି । ଏ ଏଫ ସିର ଅଧ୍ୟକ୍ଷ ଋପେ ତାଙ୍କର ଶୁଣାଣି ପୂର୍ବରୁ, ସେ "ବହରିନ ଫୁଟବଲ ଆସୋସିଏସନ" ପରିଚାଳକ ଥିଲେ, <ref>{{cite web|author=&nbsp;&nbsp;Posted on » Monday, May 04, 2009 |url=http://archives.gdnonline.com/NewsDetails.aspx?date=04/07/2015&storyid=249589 |title=Sports News » 'I don't want to be AFC head' |publisher=Gulf Daily News |date=2009-05-04 |accessdate=2017-07-08}}</ref> ଏବଂ ପରେ "ଏସିଆଇ ଫୁଟବଲ ପରିସଂଘ" ଅନୁଶାସନ ସମିତିର ଅଧ୍ୟକ୍ଷ ଏବଂ "ଫୀଫା" ଅନୁଶାସନ ସମିତିର ଉପାଧ୍ୟକ୍ଷ ଅଟନ୍ତି ।<ref>[https://www.fifa.com/aboutfifa/federation/bodies/committee=1882042.html Disciplinary Committee], [[FIFA]].{{dead link|date=July 2017}}</ref> ସେ "ଫୀଫା ପରିଷଦ" ର ସଦସ୍ୟ ଏବଂ "ଫୀଫା ବିକାସ ସମିତୀ"ର ଅଧ୍ୟକ୍ଷ ଅଟନକ୍ଷତି ।
 
== ଜିବନୀ ==
ଶେଖ ସଲମାନ ହାଉସ ଅଫ ଖଲିଫାର, ବହରୀନର ଶାହୀ ପରିବାର ସଦସ୍ୟ ଅଟନ୍ତି । ସେ ଶେଖ ଇବ୍ରାହିମ ବିନ ହମଦ ଅଲ-ଖଲିଫା ଏବଂ ଶେଖଶା ଅଇଶା ବିଣ୍ଟ ସଲମାନ ଅଲ-ଖଲିଫା ର ଦ୍ୱିତୀୟ ପୁତ୍ର ଅଟନ୍ତି ।
ସେ ଇଂଗ୍ରାଜୀ ସାହିତ୍ୟରେ ସ୍ନାତକର ଡିଗ୍ରୀ ସହିତ ୧୯୯୨ ମସିହାରେ ବହରିନ ବିଶ୍ୱବିଦ୍ୟାଳୟ ଏବଂ ଇତିହାଶ [+] ଶେଖ ସଲମାନ ବହୁ ବର୍ଷ ପୂର୍ବରୁ ଫୁଟବଲରେ ସାମିଲ ହୋଇଯାଇଛନ୍ତି । ୧୯୮୦ ଦଶକର ଆରମ୍ଭରେ ଯେବେ ସେ ବହରୀନ ଡିଭିଜନ I ଟିମ, ରୀଫା କ୍ଲବର ୟୁବା ଟୀମରେ କିଛି ବର୍ଷ ଖେଳି ସାରିଥିଲେ ।<ref>{{Cite web
| url = http://www.thenational.ae/sport/fifa/meet-the-fifa-presidential-candidates-sheikh-salman-bin-ibrahim-al-khalifa
| title = Meet the Fifa presidential candidates: Sheikh Salman bin Ibrahim Al Khalifa {{!}} The National
| website = www.thenational.ae
| access-date = 2016-02-28
}}</ref><ref name="allafrica 201602200372">{{Cite web
| url = http://allafrica.com/stories/201602200372.html
| title = Africa: FIFA Presidency - No Love for Sexwale
| website = allAfrica.com
| access-date = 2016-02-29
}}</ref>