"ସଲମାନ ବିନ ଇବ୍ରାହିମ ଅଲ-ଖଲିଫା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨୬ କ ଧାଡ଼ି:
|}}
 
'''ଶେଖ ସଲମାନ ବିନ ଇବ୍ରାହିମ ଅଲ-ଖଲିଫା''' ({{lang-ar|سلمان بن ابراهيم آل خليفة}}; ୨ ନଭେମ୍ବର ୧୯୬୫ ମସିହାରେ ଜନ୍ମ) ୨ ମଇ ୨୦୧୩ ମସିହାରୁ "ଏସିଆନ ଫୁଟବଲ ସଙ୍ଗଠନ" ର ଅଧ୍ୟକ୍ଷ ଅଟନ୍ତି । ଏ ଏଫ ସିର ଅଧ୍ୟକ୍ଷ ଋପେ ତାଙ୍କର ଶୁଣାଣି ପୂର୍ବରୁ , ସେ "ବହରିନ ଫୁଟବଲ ଆସୋସିଏସନ" ପରିଚାଳକ ଥିଲେ, <ref>{{cite web|author=&nbsp;&nbsp;Posted on » Monday, May 04, 2009 |url=http://archives.gdnonline.com/NewsDetails.aspx?date=04/07/2015&storyid=249589 |title=Sports News » 'I don't want to be AFC head' |publisher=Gulf Daily News |date=2009-05-04 |accessdate=2017-07-08}}</ref> ଏବଂ ପରେ "ଏସିଆଇ ଫୁଟବଲ ପରିସଂଘ" ଅନୁଶାସନ ସମିତିର ଅଧ୍ୟକ୍ଷ ଏବଂ "ଫୀଫା" ଅନୁଶାସନ ସମିତିର ଉପାଧ୍ୟକ୍ଷ ଅଟନ୍ତି । <ref>[https://www.fifa.com/aboutfifa/federation/bodies/committee=1882042.html Disciplinary Committee], [[FIFA]].{{dead link|date=July 2017}}</ref> ସେ "ଫୀଫା ପରିଷଦ" ର ସଦସ୍ୟ ଏବଂ "ଫୀଫା ବିକାସ ସମିତୀ"ର ଅଧ୍ୟକ୍ଷ ଅଟନକ୍ଷତି ।