"ମୁଁ ଦିୱାନା ତୋ' ପାଇଁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨୬ କ ଧାଡ଼ି:
}}
 
'''ମୁଁ ଦିୱାନା ତୋ' ପାଇଁ''', ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।<ref name="MDTP Released"/> ଦେବେନ୍ଦ୍ରନାଥ ସାହୁ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ଲେଖିଥିଲେ ।<ref name="MDTPain"/> ମନୋରଞ୍ଜନ ସାହାଣୀ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।<ref name="MDTP">{{cite news|title=MU DIWANA TO PAIN|url=http://oriya.incredibleorissa.com/movie/mu-diwana-to-pain/|accessdate=27 October 2017|newspaper=Incredible Orissa|date=2 August 2013}}</ref> ମନୋରଞ୍ଜନ ପାଲ୍ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।<ref name="Mu Diwana To Pain">{{cite news|last=Mohapatra|first=Mrudu M.|title=Mu Diwana To Pain Released|url=https://odialive.com/mu-diwana-to-pain-released/|accessdate=27 October 2017|newspaper=Odia Live|date=3 August 2013}}</ref> ସଙ୍ଗୀତ ନିର୍ଦ୍ଦେଶକ ଅଗ୍ନୀରାଜ୍ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
 
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲ ଆଦିତ୍ୟ ସିଂହ (ବୁଲୁ) । ମୀନ‌କେତନ, ମନିଷା ମିଶ୍ର, ଜ୍ୟୋତି ପାଣି, ଜ୍ୟୋତି ତ୍ରିପାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।<ref name="MDTP"/><ref name="Mu Diwana To Pain"/>
 
==ଅଭିନୟ==
୪୦ କ ଧାଡ଼ି:
 
==ଗୀତ ଏବଂ ସଙ୍ଗୀତ==
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଗ୍ନୀରାଜ୍ ।<ref name="Mu Diwana To Pain"/><ref name="MDTPain">{{cite web|title=Mu Diwana To Pain|url=http://www.nuaodisha.com/movieDetails.aspx?id=66|publisher=www.nuaodisha.com|accessdate=27 October 2017}}</ref> ଅରୁଣ ମନ୍ତ୍ରୀ, ବିଭୁପ୍ରସାଦ ମିଶ୍ର, ଗୌତମ ରାଉତ, ମନୋରଞ୍ଜନ ସାହାଣୀ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।<ref name="MDTP"/> କୁମାର ବାପି, ଅନ୍ତରା ଚକ୍ରବର୍ତ୍ତୀ, ପଙ୍କଜ ଜାଲ୍, ଉଦିତ ନାରାୟଣ, ସଂଗ୍ରାମ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।
 
===ଗୀତ===