"ମୁଁ ଦିୱାନା ତୋ' ପାଇଁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧୮ କ ଧାଡ଼ି:
| studio =
| distributor =
| released = ୨ ଅଗଷ୍ଟ ୨୦୧୩<ref name="MDTP Released">{{cite news|title=Oriya Films 2013|url=http://incredibleorissa.com/oriyafilms/oriya-films-2013-oriya-movies-2013-odia-films-2013-odia-movies/|accessdate=27 October 2017|newspaper=Incredible Orissa|date=28 January 2013}}</ref>
| released = ୨ ଅଗଷ୍ଟ ୨୦୧୩
| runtime =
| country = {{flag|ଭାରତ}}
୨୬ କ ଧାଡ଼ି:
}}
 
'''ମୁଁ ଦିୱାନା ତୋ' ପାଇଁ''', ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।<ref name="MDTP Released"/> ଦେବେନ୍ଦ୍ରନାଥ ସାହୁ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ଲେଖିଥିଲେ ।<ref name="MDTPain"/> ମନୋରଞ୍ଜନ ସାହାଣୀ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ମନୋରଞ୍ଜନ ପାଲ୍ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଅଗ୍ନୀରାଜ୍ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
 
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲ ଆଦିତ୍ୟ ସିଂହ (ବୁଲୁ) । ମୀନ‌କେତନ, ମନିଷା ମିଶ୍ର, ଜ୍ୟୋତି ପାଣି, ଜ୍ୟୋତି ତ୍ରିପାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।