"ମୀନକେତନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୫ କ ଧାଡ଼ି:
 
==କଥାଚିତ୍ର ଜୀବନ==
ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଅଭିନୟ କରିଥିଲେ । ଏହି ଲମ୍ବା ସମୟର ଯାତ୍ରା ମଧ୍ୟରେ ସେ ପାଖାପାଖି ୧୦୦ରୁ ଉର୍ଦ୍ଧ୍ୱ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୧୯୯୮ରେ ମୁକ୍ତିଲାଭ କରିଥିବା [[ଗଙ୍ଗଶିଉଳୀ(ଓଡ଼ିଆ ଚଳଚ୍ଚିତ୍ର)]] ଚଳଚ୍ଚିତ୍ର ତାଙ୍କର ଅଭିନୟର ଯାତ୍ରାରେ ଏକ ପରିବର୍ତ୍ତନ ଆଣିଦେଇଥିଲା ।<ref>{{cite news|first=Prachitara|title=Being ‘evil’ in films brings out the ‘good’ in an actor: Minaketan|url=http://www.odishanews360.com/Odisha/details?mallId=3&jobId=10345&type=ENTERTAINMENT|accessdate=22 August 2016|newspaper=Odisha News 360|date=12 August 2016}}</ref> ସେ ମଧ୍ୟ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ର ଥିଲେ । ମୀନ‌କେତନ ଓଡ଼ିଆ ଚଳଚ୍ଚିତ୍ର ସ‌ହ ଓଡ଼ିଆ ଯାତ୍ର ଜଗତରେ ମଧ୍ୟ କିଛି ନାଟକର ନିର୍ଦ୍ଦେଶନା ଦେଇଥିଲେ ଏବଂ ଅଭିନୟ କରିଥିଲେ ।<ref>{{cite news|title=ଆରପାରିରେ ଅଭିନେତା ମୀନକେତନ|url=http://onakhabar.com/%E0%AC%86%E0%AC%B0%E0%AC%AA%E0%AC%BE%E0%AC%B0%E0%AC%BF%E0%AC%B0%E0%AD%87-%E0%AC%85%E0%AC%AD%E0%AC%BF%E0%AC%A8%E0%AD%87%E0%AC%A4%E0%AC%BE-%E0%AC%AE%E0%AD%80%E0%AC%A8%E0%AC%95%E0%AD%87%E0%AC%A4%E0%AC%A8/|accessdate=26 October 2017|newspaper=Odisha News Agency|date=1 July 2017}}</ref>
 
==ମୃତ୍ୟୁ==
"https://or.wikipedia.org/wiki/ମୀନକେତନ"ରୁ ଅଣାଯାଇଅଛି