"ପଞ୍ଚତନ୍ତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୬୫ କ ଧାଡ଼ି:
===ଦ୍ୱିତୀୟ ତନ୍ତ୍ର :''ମିତ୍ରଲାଭ''===
ଏହି ତନ୍ତ୍ରରେ ମିତ୍ରଲାଭର ପ୍ରାପ୍ତିରୁ କେତେ ସୁଖ ଏବଂ ଆନନ୍ଦ ମିଳିଥାଏ ତାହା କପୋତରାଜ ଚିତ୍ରଗ୍ରୀବଙ୍କ କଥା ମାଧ୍ୟମରେ ବର୍ଣନା କରାଯାଇଛି । ଏଥିରେ କୁହାଯାଇଛି ଯେ ମିତ୍ର ହିଁ ସ‌ହାୟତା କରେ ।ଏଥିରେ କୁହାଯାଇଛି ଯେ ମିତ୍ର ଘରକୁ ଆସିଲେ ଏହା ସ୍ୱର୍ଗର ସୁଖ ଦେଇଥାଏ ।ଏହି ତନ୍ତ୍ରରେ ଉପଦେଶ ଦିଆ ଯାଇଛି ଯେ ଉପଯୋଗୀ ମିତ୍ରଙ୍କ ସ‌ହିତ ସାଙ୍ଗ ହେବା ଦରକାର ଯେପରି ଏହି ତନ୍ତ୍ରରେ କାଉ, କଇଁଛ,ହରିଣ ଏବଂ ମୂଷା ମିତ୍ରତାର ବଳରେ ହିଁ ସୁଖରେ ଥିଲେ ।<ref name=olivellexix>{{cite book|author=Patrick Olivelle|title= Pañcatantra: The Book of India's Folk Wisdom|url= https://books.google.com/books?id=TMcUDAAAQBAJ |year=2009| publisher= Oxford University Press|isbn= 978-0-19-955575-8|page= xix, 71-104}}</ref>
ଦ୍ୱିତୀୟ ତନ୍ତ୍ରଟି ସମ୍ପୁର୍ଣ ପୁସ୍ତକର ୨୨ ପ୍ରତିଶତ ଅଂଶ ଅଟେ ।<ref name=Olivelle23>{{Harvnb|Olivelle|2006|p=23}}</ref>
 
===ତୃତୀୟ ତନ୍ତ୍ର :''କାକୋଲୁକୀୟମ''===