"ପଞ୍ଚତନ୍ତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୬୧ କ ଧାଡ଼ି:
|align = left
}}
ନୀତିକଥାଗୁଡିକରେ କିଛି ମୁଖ୍ୟ କଥା ଥାଏ ଏବଂ କିଛି ଗୌଣ କଥା ଥାଏ । ସେହିଭଳି ଭାବରେ "ମିତ୍ରଭେଦ" ନାମକ ଏହି ପ୍ରଥମ ତନ୍ତ୍ରରେ ରେ ରାଜା ଅମରଶକ୍ତିଙ୍କ ବିଷୟରେ କୁହା ଯାଇଅଛି। ଯେଉଁଥିରେ ଏହା କୁହା ଯାଇଅଛି ଯେ ସେ ନିଜ ମୂର୍ଖ ପୂତ୍ର ମାନଙ୍କ ପାଇଁ ଚିନ୍ତିତ ରହୁଥିଲେ ଏବଂ ଏଥିପାଇଁ ସେ ବିଷ୍ଣୁଶର୍ମା ନାମକ ବିଦ୍ୱାନଙ୍କୁ ନିଜ ପୂତ୍ର ମାନଙ୍କୁ ଶିଖିତ କରାଇବା ପାଇଁ କାର୍ଯ୍ୟ ପ୍ରଦାନ କରନ୍ତି । ବିଷ୍ଣୁଶର୍ମା ସେମାନଙ୍କୁ ୬ ମାସରେ ହିଁ ନୀତିକଥା(ଗଳ୍ପ) ମାଧ୍ୟମରେ ଶିଖିତ କରାଇବାରେ ସଫଳ ହେଲେ । ମିତ୍ରଭେଦ ନାମକ ଭାଗର ଅଙ୍ଗୀକଥାରେ ଏକ ଦୁଷ୍ଟ ବିଲୁଆ ଦ୍ୱାରା ପିଙ୍ଗଳକ ନାମକ ଏକ ସିଂହ ସ‌ହିତ ସଂଜୀବକ ନାମକ ଏକ ଷଣ୍ଢର ଶତୃତା ଉତ୍ପତିର ବର୍ଣନା ରହିଅଛି । ଯାହାକୁ ସିଂହ ଆପତ୍ତିରୁ ବଞ୍ଚାଇଥିଲା ଏବଂ ନିଜର ଦୁଇ ମନ୍ତ୍ରୀ କରକଟ ଏବଂ ଦମନ‌କଙ୍କ ବିରୋଧ କରିବା ସତ୍ତ୍ୱେବି ନିଜର ମିତ୍ରା ବନାଇଥିଲା
 
===ଦ୍ୱିତୀୟ ତନ୍ତ୍ର :''ମିତ୍ରଲାଭ''===