"ପଞ୍ଚତନ୍ତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୬୧ କ ଧାଡ଼ି:
|align = left
}}
ନୀତିକଥାଗୁଡିକରେ କିଛି ମୁଖ୍ୟ କଥା ଥାଏ ଏବଂ କିଛି ଗୌଣ କଥା ଥାଏ । ସେହିଭଳି ଭାବରେ "ମିତ୍ରଭେଦ" ନାମକ ଏହି ପ୍ରଥମ ତନ୍ତ୍ରରେ ରେ ରାଜା ଅମରଶକ୍ତିଙ୍କ ବିଷୟରେ କୁହା ଯାଇଅଛି। ଯେଉଁଥିରେ ଏହା କୁହା ଯାଇଅଛି ଯେ ସେ ନିଜ ମୂର୍ଖ ପୂତ୍ର ମାନଙ୍କ ପାଇଁ ଚିନ୍ତିତ ରହୁଥିଲେ ଏବଂ ଏଥିପାଇଁ ସେ ବିଷ୍ଣୁଶର୍ମା ନାମକ ବିଦ୍ୱାନଙ୍କୁ ନିଜ ପୂତ୍ର ମାନଙ୍କୁ ଶିଖିତ କରାଇବା ପାଇଁ କାର୍ଯ୍ୟ ପ୍ରଦାନ କରିଛନ୍ତିକରନ୍ତି । ବିଷ୍ଣୁଶର୍ମା ସେମାନଙ୍କୁ ୬ ମାସରେ ହିଁ ନୀତିକଥା(ଗଳ୍ପ) ମାଧ୍ୟମରେ ଶିଖିତ କରାଇବାରେ ସଫଳ ହେଲେ
 
===ଦ୍ୱିତୀୟ ତନ୍ତ୍ର :''ମିତ୍ରଲାଭ''===