"ଭଦ୍ରକ ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ମା କୁଣ୍ଡିକାଳୀ ପୀଠ ର ବର୍ଣ୍ଣନା।
୧୦୫ କ ଧାଡ଼ି:
* ଭଦ୍ରକର [[ଭଦ୍ରକାଳୀ ମନ୍ଦିର]], ଭଦ୍ରକର ମୁଖ୍ୟ ଶକ୍ତିପୀଠ।
* [[ଆରଡ଼ି]]ସ୍ଥିତ [[ଆଖଣ୍ଡଳମଣୀ ମନ୍ଦିର]], ଭଦ୍ରକର ମୁଖ୍ୟ ଶୈବପୀଠ।
* ମାଳିଅରୁଆ ଗାଁ, ବ୍ରହ୍ମପୁର ଗ୍ରାମ ପଞ୍ଚାୟତ, ପ୍ରସିଦ୍ଧ କୁଣ୍ଡିକାଳୀ ପୀଠ । ଭଦ୍ରକ ସହରରୁ ପୂର୍ବକୁ ମାତ୍ର ସାତ କିମି ଦୂର । ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରତ୍ୟେକ ଅମାବାସ୍ୟାରେ ନିଜର ମାନସିକ ପୂରଣ ପାଇଁ ଧାଇଁ ଆସନ୍ତି। ଉପେନ୍ଦ୍ର ନାଥ ବହଳି ମାଆଙ୍କ ପୁଜକ ଓ ମାଳିଅରୁଆ ଗାଁର ଅଶୋକ କୁମାର ବେହେରା ମାଆଙ୍କର ଜଣେ ନିଆରା ଭକ୍ତ।
* [[ପାଳିଆ]] ବିନ୍ଧାସ୍ଥିତ [[ବିରଞ୍ଚି ନାରାୟଣ]] ସୂର୍ଯ୍ୟ ମନ୍ଦିର ଭଦ୍ରକର ସୂର୍ଯ୍ୟୋପାସନାର ଏକ ପ୍ରସିଦ୍ଧ କ୍ଷେତ୍ର। କୁହାଯାଏ ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ କୁଷ୍ଠ ରୋଗରୁ ମୁକ୍ତି ପାଇବାପାଇଁ ଏଠାରେ ସୂର୍ଯ୍ୟଙ୍କୁ ଉପାସନା କରିଥିଲେ। ସେଇ ବିଶ୍ୱାସର ନିଦର୍ଶନ ସ୍ୱରୂପ ଅଗିରା ପୁନେଇଁ ପରଦିନ ଏଠାରେ ଗୁଣ୍ଡୁଣିଯାତ୍ରା ଅନୁଷ୍ଠିତ ହୁଏ। ଚର୍ମରୋଗରୁ ରକ୍ଷାକରିବାକୁ ଲୋକେ ଠାକୁରଙ୍କୁ ଫୁଲଛତା ଓ ଫୁଲବିଞ୍ଚଣା ଦେଇ ପ୍ରାର୍ଥନା କରିଥାନ୍ତି। ଏଠି ସୂର୍ଯ୍ୟନାରାୟଣଙ୍କ ବିଗ୍ରହ ଚତୁର୍ମୂଖ ହୋଇଥିବାରୁ କେହି କେହି ଏହାଙ୍କୁ [[ବ୍ରହ୍ମା]] ବୋଲି କହିଥାନ୍ତି। ସମଗ୍ର ଭାରତରେ ଏମିତି ମନ୍ଦିର ବିରଳ।
* [[ଧାମରା]]ର [[ଧାମରେଈ ମନ୍ଦିର]] ବ୍ରାହ୍ମଣ, ବୌଦ୍ଧ ଓ ଶାବରୀ ସଂସ୍କୃତିର ସ୍ମୃତି ବହନ କରେ।