"ପଞ୍ଚତନ୍ତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୪ କ ଧାଡ଼ି:
 
==ପଞ୍ଚତନ୍ତ୍ରର ସ୍ୱରୂପ==
ପଞ୍ଚତନ୍ତ୍ରରେ ପାଞ୍ଚଟି ତନ୍ତ୍ର ବା ବିଭାଗ ଅଛି ।(ପାଞ୍ଚଟି ତନ୍ତ୍ରର ସମାହାର :- ଦ୍ୱିଗସମାସ)ଏହି ବିଭାଗ ମାନଙ୍କରେ ନୈତ୍ତିକତାପୂର୍ଣ ଶାସନ ର ବିଧି <ref>For this reason, Ramsay Wood considers it an early precursor of the [[mirrors for princes]] genre.</ref> ଲେଖାଯାଇଥିବାରୁ ଏହାକୁ ତନ୍ତ୍ର ବୋଲି କୁହା ଯାଏ ।<ref>{{Harvnb|Ryder|1925}}, Translator's introduction: "Thus, the lion is strong but dull of wit, the jackal crafty, the heron stupid, the cat a hypocrite. The animal actors present, far more vividly and more urbanely than men could do, the view of life here recommended—a view shrewd, undeceived, and free of all sentimentality; a view that, piercing the humbug of every false ideal, reveals with incomparable wit the sources of lasting joy." See also {{Harvnb|Olivelle|2006|pages=26–31}}</ref> ଏହି ତନ୍ତ୍ରରେ ମିତ୍ରଭେଦ(ବନ୍ଧୁ ମାନଙ୍କ ମଧ୍ୟରେ ଭୁଲ ବୁଝାମଣା),ମିତ୍ରଲାଭ(ମିତ୍ର ପ୍ରାପ୍ତି ଓ ତାହାର ଲାଭ),କାକୋଲୁକୀୟମ(କାଉ ଏବଂ ପେଚାର କଥା),ଲବ୍ଧପ୍ରଣାସ(ପାଇଥିବା ଜିନିଷକୁ ହରାଇବା),ଅପରିକ୍ଷିତକାରକ(ପରଖା ଯାଇନଥିବା କାମ କରିବା ଆଗରୁ ସାବଧାନ) ରହିଅଛି ।ସଂକ୍ଷେପରେ।<ref>{{Harvnb|Ryder|1925}}, Translator's introduction: "These verses are for the most part quoted from sacred writings or other sources of dignity and authority. It is as if the animals in some English beast-fable were to justify their actions by quotations from Shakespeare and the Bible. These wise verses it is which make the real character of the ''Panchatantra''. The stories, indeed, are charming when regarded as pure narrative; but it is the beauty, wisdom, and wit of the verses which lift the ''Panchatantra'' far above the level of the best story-books."</ref>ସଂକ୍ଷେପରେ ଏହି ତନ୍ତ୍ରର ବିଷୟବସ୍ତୁ ନିମ୍ନ ପ୍ରକାରର:-
===ମିତ୍ରଭେଦ===