"ଆଖି ପଲକରେ ତୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
No edit summary
୧ କ ଧାଡ଼ି:
{{ଛୋଟ|Akhi Palakare Tu}}
ମୀନକେତନରବିନ୍ଦ୍ର ପାଧାନଙ୍କ ନିର୍ଦେଶନାରେ ନିର୍ମିତ [[ଓଡ଼ିଆ ଭାଷା|ଓଡ଼ିଆ]]ଚଳଚ୍ଚିତ୍ର ଆଖି ପଲକରେ ତୁ ୨୦୧୦ ମସିହାରେ ମୁକ୍ତିଲାଭ କରିଥିଲା । ବିଗତ ଦିନରେ ଓଡ଼ିଆ ଆଲବମ୍‌ ଜଗତର ନାୟିକା [[ବବ୍‌ଲି]]ଙ୍କୁ ଏହି ଚଳଚ୍ଚିତ୍ରରେ ନାୟିକା ଭୂମିକାରେ ଦେଖିବାକୁ ମିଳିଥିଲା । [[ବବ୍‌ଲି]]ଙ୍କ ବିପକ୍ଷରେ ନାୟକ ସାଜିଥିଲେ ଅଭିନେତା [[ସବ୍ୟସାଚୀ ମିଶ୍ର|ସବ୍ୟସାଚୀ]] । ଅନ୍ୟ ଭାଷା ଚଳଚ୍ଚିତ୍ରରେ ଅଭିନୟ କରିଥିବା ମୁକେଶ ରିଷିଙ୍କୁ ଏହି ଚଳଚ୍ଚିତ୍ରରେ ମଧ୍ୟ ଦେଖିବାକୁ ମିଳିଥିଲା । ଅନ୍ୟାନ୍ୟ ଭୂମିକାରେ [[ମିହିର ଦାସ]], [[ଅଶ୍ରୁମୋଚନ ମହାନ୍ତି]], [[ବିଜୟ ମହାନ୍ତି]], [[ହରିହର ମହାପାତ୍ର (ଅଭିନେତା)|ହରିହର ମହାପାତ୍ର]], [[ଗ୍ଲୋରିଆ ମହାନ୍ତି]], [[ମୀନକେତନ]], [[ପପୁ ପମ ପମ]] ଆଦି ପ୍ରମୁଖ ଅଭିନେତାଗଣ ଅଭିନୟ କରିଥିଲେ । ଶାନ୍ତିରାଜ ଖୋସଲାଙ୍କୁ ସଙ୍ଗୀତ ନିର୍ଦ୍ଦେଶନାର ଦାୟିତ୍ୱ ଦିଆଯାଇଥିଲା ।
 
{{Infobox film
| name = ଆଖି ପଲକରେ ତୁ
Line ୨୭ ⟶ ୨୬:
| gross =
}}
 
ମୀନକେତନରବିନ୍ଦ୍ରରବିନ୍ଦ୍ର ପାଧାନଙ୍କ ନିର୍ଦେଶନାରେ ନିର୍ମିତ [[ଓଡ଼ିଆ ଭାଷା|ଓଡ଼ିଆ]]ଚଳଚ୍ଚିତ୍ର ଆଖି ପଲକରେ ତୁ ୨୦୧୦ ମସିହାରେ ମୁକ୍ତିଲାଭ କରିଥିଲା । ବିଗତ ଦିନରେ ଓଡ଼ିଆ ଆଲବମ୍‌ ଜଗତର ନାୟିକା [[ବବ୍‌ଲି]]ଙ୍କୁ ଏହି ଚଳଚ୍ଚିତ୍ରରେ ନାୟିକା ଭୂମିକାରେ ଦେଖିବାକୁ ମିଳିଥିଲା । [[ବବ୍‌ଲି]]ଙ୍କ ବିପକ୍ଷରେ ନାୟକ ସାଜିଥିଲେ ଅଭିନେତା [[ସବ୍ୟସାଚୀ ମିଶ୍ର|ସବ୍ୟସାଚୀ]] । ଅନ୍ୟ ଭାଷା ଚଳଚ୍ଚିତ୍ରରେ ଅଭିନୟ କରିଥିବା ମୁକେଶ ରିଷିଙ୍କୁ ଏହି ଚଳଚ୍ଚିତ୍ରରେ ମଧ୍ୟ ଦେଖିବାକୁ ମିଳିଥିଲା । ଅନ୍ୟାନ୍ୟ ଭୂମିକାରେ [[ମିହିର ଦାସ]], [[ଅଶ୍ରୁମୋଚନ ମହାନ୍ତି]], [[ବିଜୟ ମହାନ୍ତି]], [[ହରିହର ମହାପାତ୍ର (ଅଭିନେତା)|ହରିହର ମହାପାତ୍ର]], [[ଗ୍ଲୋରିଆ ମହାନ୍ତି]], [[ମୀନକେତନ]], [[ପପୁ ପମ ପମ]] ଆଦି ପ୍ରମୁଖ ଅଭିନେତାଗଣ ଅଭିନୟ କରିଥିଲେ । ଶାନ୍ତିରାଜ ଖୋସଲାଙ୍କୁ ସଙ୍ଗୀତ ନିର୍ଦ୍ଦେଶନାର ଦାୟିତ୍ୱ ଦିଆଯାଇଥିଲା ।
 
==ଅଭିନୟ==