"ଡାଡି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨୯ କ ଧାଡ଼ି:
'''ଡାଡି: ଦ ଲଭିଙ୍ଗ ଗଡ୍''', ୨୦୧୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଚିତ୍ତରଞ୍ଜନ ମିଶ୍ର ଏବଂ ଜୋତ୍ସା ମିଶ୍ର । ଆପୁ କାନୁନ୍‌ଗୋ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ବିକାଶ ଦାସ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
 
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅରିନ୍ଦମ ରାୟ ଏବଂ ଲିପି ପରିଡ଼ା । ମିହିର ଦାସ, ଅପରାଜିତା ମହାନ୍ତି, ହରିହର ମହାପାତ୍ର ଆଦି କଳାକାରମାନେ କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
 
==ଅଭିନୟରେ==
"https://or.wikipedia.org/wiki/ଡାଡି"ରୁ ଅଣାଯାଇଅଛି