"ସୌଭାଗ୍ୟ କୁମାର ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ →‎ଯୋଗସୂତ୍ର ପେଡ଼ି: ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (କାବ୍ୟ କବିତା)
୧୯ କ ଧାଡ଼ି:
| nationality = ଭାରତୀୟ
| other_names =
| ethnicity = [[ଓଡ଼ିଆ ଲୋକ|ଓଡ଼ିଆ]]
| citizenship =
| education = ସ୍ନାତକୋତ୍ତର(ଇଂରାଜୀ), ପିଏଚଡି
Line ୩୧ ⟶ ୩୦:
| notable_works =
| style =
| influences =
| influenced =
| home_town =
| spouse = ମଞ୍ଜୁଳା ମିଶ୍ର
Line ୩୯ ⟶ ୩୬:
| relatives =
| callsign =
| awards = କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
| signature =
| signature_alt =
Line ୪୫ ⟶ ୪୨:
| website =
| footnotes =
| box_width =
}}
 
'''ସୌଭାଗ୍ୟ କୁମାର ମିଶ୍ର''' (ଜନ୍ମ: ୫ ସେପ୍ଟେମ୍ବର ୧୯୪୧) ବ୍ରହ୍ମପୁର, ଓଡ଼ିଶାରେ ଜନ୍ମିତ ଜଣେ କବି ।<ref name="DharwadkerRamanujan1994">{{cite book|author1=Vinay Dharwadker|author2=A. K. Ramanujan|title=The Oxford Anthology of Modern Indian Poetry|url=http://books.google.com/books?id=3fBjAAAAMAAJ|year=1994|publisher=OUP (India?)|isbn=978-0-19-562865-4}}</ref>
୧୯୫୫ ମସିହାରୁ ଲେଖି ଆସୁଥିବା, ସୌଭାଗ୍ୟ ମିଶ୍ର ୨୫ରୁ ଊର୍ଦ୍ଧ୍ଵ ପୁସ୍ତକ ରଚନା କରିସାରିଛନ୍ତି ।<ref>ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ, ପୃଷ୍ଠା:୩୨୬</ref>
ଇଂରାଜୀ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଓ ଡକ୍ଟରେଟ ଉପାଧି ହାସଲ କରିବା ପରେ କଲେଜରେ ଅଧ୍ୟାପନା ଅାରମ୍ଭ କରିଥିଲେ । [[ବିଜେବି କଲେଜ]] ଓ [[ରେଭେନ୍ସା ମହାବିଦ୍ୟାଳୟ]] ଆଦିରେ ଶିକ୍ଷାଦାନ କରିବା ପରେ, ୧୯୭୮ରୁ ୨୦୦୧ ଯାଏଁ ବହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଇଂରାଜୀ ବିଭାଗରେ ପ୍ରଫେସର ଭାବେ କାର୍ଯ୍ୟରତ ଥିଲେ ।<ref>{{cite web|title=ପ୍ରଫେସର ସୌଭାଗ୍ୟ ମିଶ୍ରଙ୍କୁ ଗଙ୍ଗାଧର ଜାତୀୟ ସମ୍ମାନ|url=http://sambadepaper.com/epaperpdf%5C12122014%5C12-md-km-4.pdf|publisher=ସମ୍ବାଦ|accessdate=12 December 2014}}</ref>
୧୯୮୬ ମସିହାରେ ତାଙ୍କ କବିତା ସଂକଳନ "ଦ୍ୱା ସୁପର୍ଣ୍ଣା' ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।
== ରଚନାବଳୀ ==
===କବିତା ସଙ୍କଳନ<ref>{{cite web |url= http://www.odiasahitya.com/odia-literature-news/soubhagya-mishranka-saha-sakhyatakara/ |title=ବିଶିଷ୍ଟ କବି ସୌଭାଗ୍ୟ ମିଶ୍ରଙ୍କ ସହ ସାକ୍ଷାତ୍‌କାର - ଓଡ଼ିଆସାହିତ୍ୟ ପ୍ରେସ୍‌ |first= ଅଧ୍ୟାପକ ଡକ୍ଟର ବିଜୟାନନ୍ଦ |last=ସିଂହ |work=odiasahitya.com |year=୨୦୧୧2011|quote=ସୌଭାଗ୍ୟ ମିଶ୍ରଙ୍କ ସାରସ୍ଵତ ସୃଷ୍ଟି |accessdate= 4 JanuaryJan 2013}}</ref>===
* ଆତ୍ମନେପଦୀ (୧୯୬୫)
* ମଧ୍ୟପଦଲୋପୀ (୧୯୭୦)
Line ୭୧ ⟶ ୬୭:
== ସମ୍ମାନ ଓ ପୁରସ୍କାର ==
* ଗଙ୍ଗାଧର ଜାତୀୟ ସମ୍ମାନ, ୨୦୧୩
* ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର, ୧୯୭୮୧୯୭୯ (ଅନ୍ଧ ମହୁମାଛି ପାଇଁ)<ref>http://orissa.gov.in/e-magazine/orissaannualreference/ORA-2005/pdf/orissa_sahitya_academy.pdf</ref>
* [[କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ|କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର]], ୧୯୮୬(ଦ୍ଵା ସୂପର୍ଣ୍ଣା ପାଇଁ)<ref>http://orissa.gov.in/e-magazine/orissaannualreference/ORA-2011/pdf/90-91.pdf</ref>
* ରାଜ୍ୟପାଳଙ୍କ ସମ୍ମାନ ଫଳକ, ୧୯୯୩<ref>http://www.oocities.org/indian_poets/oriya.html</ref>
Line ୮୨ ⟶ ୭୮:
== ଟୀକା ==
{{Reflist|30em}}
{{ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (କାବ୍ୟ କବିତା)}}
{{ଗଙ୍ଗାଧର ଜାତୀୟ ସମ୍ମାନ}}
{{Authority control}}
{{ଓଡ଼ିଆ ସାହିତ୍ୟ}}
 
[[ଶ୍ରେଣୀ:୧୯୪୧ ଜନ୍ମ]]