"ପଞ୍ଚତନ୍ତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୨ କ ଧାଡ଼ି:
[[File:18th century Panchatantra manuscript page, the talkative turtle.jpg|thumb|An 18th century Pancatantra manuscript page (The Talkative Turtle).]]
[[File:Mendhut-Tantri02.jpg|thumb|A 'Panchatantra' [[relief]] at the [[Mendut]] temple, [[Central Java]], Indonesia.]]
ପୃଥିବୀରେ ଅନେକ କାହାଣୀ ଗ୍ରନ୍ଥ ରହିଅଛି ତନ୍ମଧ୍ୟରୁ ପଞ୍ଚତନ୍ତ୍ର ଗ୍ରନ୍ଥଟି ଅନ୍ୟତମ । ସଂସ୍କୃତ ନୀତିକଥା ଗୁଡିକରେ ଏବେ ମଧ୍ୟ ପଞ୍ଚତନ୍ତ୍ରର ସ୍ଥାନ ପ୍ରଥମ ଅଟେ । ଏହି ଗ୍ରନ୍ଥଟି ଅନେକ ଗୁଡ଼ିଏ ଶିକ୍ଷଣୀୟ ତଥା ଉଦାହରଣ ବିଶିଷ୍ଟ କାହାଣୀ ରହିଅଛି। ଏହି ଗଳ୍ପ ବହୁ ଉଦାହରଣକୁ ନ୍ୟାୟ ବିଚାରକୁ ନେଇ ଲିଖିତ । <ref name=pancatantrabrit>[https://www.britannica.com/topic/Panchatantra-Indian-literature Panchatantra: Indian Literature], Encyclopaedia Britannica</ref> ଯଦ୍ୟପି ଏହି ପୁସ୍ତକ ଏବେ ନିଜ ମୂଳ ରୂପରେ ନାହିଁ ତ‌ଥାପି ବି ଉପଲବ୍ଧ ଅନୁବାଦ ଗୁଡିକ ଅନୁସାରେ ଏହା ତୃତୀୟ ଶତାବ୍ଦୀରେ ଲେଖାଯାଇଥିଲା । <ref>{{Harvnb|Jacobs|1888}}, Introduction, page xv; {{Harvnb|Ryder|1925}}, अनुवादक अपनी प्रस्तावना में, हर्टेल को उद्धृत करते हुए: "that the original work was composed in Kashmir, about 200 B.C. At this date, however, many of the individual stories were already ancient."</ref><ref>{{Harvnb|Jacobs|1888}}, Introduction, page xv; {{Harvnb|Ryder|1925}}, Translator's introduction, quoting Hertel: "the original work was composed in Kashmir, about 200 B.C. At this date, however, many of the individual stories were already ancient."</ref>ଏହି ଗ୍ରନ୍ଥକୁ ପଣ୍ଡିତ ବିଷ୍ଣୁ ଶର୍ମା ରଚନା କରିଛନ୍ତି । ପଣ୍ଡିତ ବିଷ୍ଣୁ ଶର୍ମା ଏହି ପଞ୍ଚତନ୍ତ୍ର ପୁସ୍ତକଟିରେ ପଶୁପକ୍ଷୀମାନଙ୍କର ଚରିତ୍ରକୁ ଏଭଳି ଭାବରେ ବର୍ଣ୍ଣନା କରିଅଛନ୍ତି ଯେ ଯେଉଁଥିରେ କି ସେଥି ମଧ୍ୟରୁ ଜୀବନ ଗଠନ କରିବାର ପ୍ରଣାଳୀର ସଠିକ୍ ପଥଟିକୁ ଆହରଣ କରାଯାଇ ପାରିବ। ପଞ୍ଚତନ୍ତ୍ର କେବଳ ମାତ୍ର ପଶୁପକ୍ଷୀମାନଙ୍କର ଚରିତ୍ର ଉପରେ ଲେଖାଯାଇଥିଲେ ମଧ୍ୟ ସେଥିରେ ବେଦ ଉପନିଷଦ ପରି ମହାପୂଣ୍ୟ ପୁସ୍ତକମାନଙ୍କରେ ମିଳୁଥିବା ଜ୍ଞାନମଧ୍ୟ ଏହି ପୁସ୍ତକରେ ସ୍ଥାନପାଇଛି ।<ref>[http://www.i-c-r.org.uk/publications/monographarchive/Monograph36.pdf Doris Lessing, ''Problems, Myths and Stories],'' London: Institute for Cultural Research Monograph Series No. 36, 1999, p 13</ref> ଯେତେବେଳେ ଏହି ଗ୍ରନ୍ଥଟି ସମାପ୍ତ ହେଲା ସେତେବେଳେ ପଣ୍ଡିତ ବିଷ୍ଣୁ ଶର୍ମାଙ୍କ ବୟସ ୮୦ ବର୍ଷ ଥିଲା ।ଏହି ପଞ୍ଚତନ୍ତ୍ର ପଲ୍ଲବୀ ଭାଷାରେ ସିରିଆ,ପାର୍ସୀ,<ref>{{Harvnb|Knatchbull|1819}}</ref>'<ref>{{Harvnb|Eastwick|1854}}, {{Harvnb|Wollaston|1877}}, {{Harvnb|Wilkinson|1930}},</ref>, ତୁର୍କୀ<ref name="Jacobs">{{Harvnb|Jacobs|1888}}</ref><ref>''The Fables of Pilpay'', facsimile reprint of the 1775 edition, Darf Publishers, London 1987</ref>,ଜାଭାନିସ୍ <ref>{{cite book|author=Anthony Kennedy Warder|title=Indian Kāvya Literature: The art of storytelling|url=https://books.google.com/books?id=Fl0l5ZTkNxIC |year=1992|publisher=Motilal Banarsidass |isbn=978-81-208-0615-3|pages=77–84}}</ref><ref>{{cite book|author=Francisca Cho|title=Seeing Like the Buddha: Enlightenment through Film|url=https://books.google.com/books?id=jEkSDgAAQBAJ&pg=PA53|year=2017|publisher=State University of New York Press|isbn=978-1-4384-6440-4|pages=53–54}}, Quote: "(...) the Thai collection of stories called the Nang Tantrai features, which are based on the third century BCE Indian collection of animal fables known as the Pancatantra (...)"</ref>ଆରବୀ ଭାଷାରେ ପୈଶାଚୀ ଭାଷାରେ ନେପାଳୀ ପ୍ରଭୃତି ବହୁ ଭାଷାରେ ଅନୁବାଦିତ ବୋଲି ଶାସ୍ତ୍ରମତରେ କୁହାଯାଇଅଛି ।
ପଞ୍ଚତନ୍ତ୍ରକୁ ପାଞ୍ଚ ଭାଗରେ ବିଭକ୍ତ କରାଯାଇଛି ।
# '''ମିତ୍ରଭେଦ'''(ବନ୍ଧୁ ମାନଙ୍କ ମଧ୍ୟରେ ଭୁଲ ବୁଝାମଣା)