"ସୁନାପିଲା- ଟିକେ ସ୍କୃ ଢିଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨୬ କ ଧାଡ଼ି:
}}
 
'''ସୁନାପିଲା- ଟିକେ ସ୍କୃ ଢିଲା''', ୨୦୧୭ରେ ମୁକ୍ତିଲାଭ କରିଥିବା [[ଓଡ଼ିଆ ଭାଷା|ଓଡ଼ିଆ]] କଥଚିତ୍ର ।<ref>{{cite news|title=୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା ?|url=http://sambad.in/entertainment/odia-movies-in-9-months-3501/|accessdate=1 October 2017|newspaper=sambad.in|date=30 September 2017}}</ref><ref>{{cite news|title=୮ ମାସରେ କେତୋଟି ଓଡ଼ିଆ ସିନେମା ?|url=http://sambad.in/news/entertainment/odia-movies-in-8-months/74589.html|accessdate=8 September 2017|newspaper=Sambad.in|date=3 September 2017}}</ref> ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା କରିଥିଲେ ଅଭିନେତା [[ବାବୁଶାନ୍|ବାବୁଶାନ୍ ମହାନ୍ତି]] । ବାବୁଶାନଙ୍କ ପ୍ରଯୋଜନାରେ ଏହା ଥିଲା ପ୍ରଥମ ଚଳଚ୍ଚିତ୍ର । ବାବୁଶାନ୍‌ଙ୍କ ପ୍ରଯୋଜନା ସଂସ୍ଥା ସ‌ହ ପ୍ରକାଶ ଧୀରଜ ଏଣ୍ଟରଟେନମେଣ୍ଟ ମଧ୍ୟ ଏହି ଚଳଚ୍ଚିତ୍ର ପ୍ରଯୋଜନା କରିଥିଲେ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ନିର୍ଦ୍ଦେଶକ ସୁଧାକର ବସନ୍ତ ।<ref>{{cite news|title=କିଛି ଜଣା, କିଛି ଶୁଣା|url=http://www.samajalive.in/post.php?ref=194&post=%E0%AC%95%E0%AC%9B-%E0%AC%9C%E0%AC%A3-%E0%AC%95%E0%AC%9B-%E0%AC%B6%E0%AC%A3|accessdate=28 July 2017|newspaper=ସମାଜ ଲାଇଭ୍|date=26 March 2017}}</ref> ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ [[ଅଭିଜିତ ମଜୁମଦାର]] ଏବଂ ଗୀତ ରଚନା କରିଥିଲେ ନିର୍ମଳ ନାୟକ ଓ ବାପୁ ଗୋସ୍ୱାମୀ । ଚଳଚ୍ଚିତ୍ରଗୁଡ଼ିକର ସଂଳାପ ଲେଖିଥିଲେ [[କେନ୍ଦ୍ରାପଡ଼ା ଜିଲ୍ଲା|କେନ୍ଦ୍ରାପଡ଼ା]] [[ପଟ୍ଟାମୁଣ୍ଡାଇ]]ର ସାରିକା । ସେ ଏହି ଚଳଚ୍ଚିତ୍ରରେ ପ୍ରଥମ କରି ସଂଳାପ ଲେଖିବା ଆରମ୍ଭ କରିଥିଲେ ।<ref name="SPTSD"/>
 
ବାବୁଶାନ୍ ନିଜେ ନାୟକ ଭୂମିକାରେ ଅଭିନୟ କରିଥିବା ବେଳେ ପ‌ପୁ ପମ ପମ, ପିଣ୍ଟୁ ନନ୍ଦ ଏବଂ ପ୍ରଜ୍ଞା ତାଙ୍କର ସାଙ୍ଗ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ଚାରି ବନ୍ଧୁଙ୍କ କାହାଣୀକୁ ନେଇ ନିର୍ମିତ ହୋଇଥିଲା ।<ref>{{cite news|title=ସୁନାପିଲା ଗ୍ୟାଙ୍ଗ୍|url=http://samajaepaper.in/epaperimages/26022017/26022017-md-sn-8/2522017211813391.jpg|accessdate=28 February 2017|newspaper=[[ସମାଜ]]|date=26 February 2017}}</ref> ଏହି ଚଳଚ୍ଚିତ୍ରରେ ନାୟକ ସବୁକିଛି ଭୁଲିଯାଇ କେବଳ ତା' ସାଙ୍ଗମାନଙ୍କ ସ‌ହ ସମୟ ବିତାଇବାକୁ ଭଲ ପାଉଥାଏ ।<ref name="SPTSD-E"/> [[ଶୀତଲ ପାତ୍ର]], [[ଉତ୍ତମ ମହାନ୍ତି]], [[ଅପରାଜିତା ମହାନ୍ତି]], [[ମିହିର ଦାସ]] ପ୍ରମୁଖ ଏହି ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।