"ଇଣ୍ଟସସେପସନ (ମେଡିକାଲ ବେମାରି)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ବନାନ ସଂଶୋଧନ କରାଗଲା
(ବନାନ ସଂଶୋଧନ କରାଗଲା)
{{ଛୋଟ|Intussusception (medical disorder)}}
{{Infobox medical condition (new)
| name = ଇନ୍ଟସସେପସନଇଣ୍ଟସସେପସନ
| image = VolvulusCT.PNG
| caption = ସିଟି ସ୍କାନରେ ଇନ୍ଟସସେପସନ ଚିତ୍ର ଦେଖାଯାଉଛି ।
}}
<!-- Definition and symptoms -->
'''ଇନ୍ଟସସେପସନଇଣ୍ଟସସେପସନ''' (ଇଂରାଜୀ ଭାଷାରେ '''Intussusception''') ଏକ ବେମାରୀ ଯେଉଁଥିରେ [[ଅନ୍ତନଳୀ]]ର ([[:en:intestine|intestine]]) କିଛି ଅଂଶ ତା' ପରବର୍ତ୍ତି ଅଂଶ ଭିତରକୁ ପଶିଯାଏ ([[:en:invaginate|folds into]]) ।<!-- <ref name=Mar2017/> --> ଏହା ସାଧାରଣତଃ କ୍ଷୁଦ୍ରାନ୍ତ୍ରରେ ([[:en:small bowel|small bowel]]) ହୁଏ, କ୍ୱଚିତ ବୃହଦନ୍ତ୍ରରେ ([[:en:large bowel|large bowel]]) ହୁଏ ।<!-- <ref name=Mar2017/> --> ଏହି ରୋଗରେ ପେଟରେ ବାରମ୍ବାର ଯନ୍ତ୍ରଣା ହୁଏ ଓ ବନ୍ଦ ହୋଇଯାଏ, ବାନ୍ତି, ପେଟ ଫୁଲା, ଓ ରକ୍ତମିଶା ଝାଡ଼ା ହୁଏ ।<!-- <ref name=Mar2017/> --> ଏହା ଫଳରେ [[କ୍ଷୁଦ୍ରାନ୍ତ୍ର ଅବରୋଧ]] ([[:en:small bowel obstruction|small bowel obstruction]]) ହୋଇଯାଏ ।<!-- <ref name=Mar2017/> --> ଅନ୍ୟ ଜଟିଳତା ମଧ୍ୟରେ [[ପେରିଟୋନାଇଟିସ]] ([[:en:peritonitis|peritonitis]]) ବା [[ଅନ୍ତନଳୀ ଛିଦ୍ର]] ([[:en:bowel perforation|bowel perforation]]) ହୋଇଯାଏ ।<ref name=Mar2017>{{cite journal|last1=Marsicovetere|first1=P|last2=Ivatury|first2=SJ|last3=White|first3=B|last4=Holubar|first4=SD|title=Intestinal Intussusception: Etiology, Diagnosis, and Treatment.|journal=Clinics in colon and rectal surgery|date=February 2017|volume=30|issue=1|pages=30-39|pmid=28144210}}</ref>
 
<!-- କାରଣ ଓ ରୋଗ ନିର୍ଣ୍ଣୟ -->
<!-- ଚିକିତ୍ସା ଓ ରୋଗାନୁଶୀଳନ -->
ଇନ୍ଟସସେପସନଇଣ୍ଟସସେପସନ ଏକ ଆଶୁ ଅବସ୍ଥା ଯେଉଁଥିରେ ଯଥା ଶୀଘ୍ର ଚିକିତ୍ସା ଆବଶ୍ୟକ ହୁଏ ।<!-- <ref name=Mar2017/> --> ପିଲାଙ୍କୁ [[ଏନିମା]] ([[:en:enema|enema]]) ଦେଇ ଫଳପ୍ରଦ ନ ହେଲେ ଅପରେଶନ କରାଯାଏ ।<!-- <ref name=Mar2017/> --> ବଡ଼ ମଣିଷଙ୍କ କ୍ଷେତ୍ରରେ ଖାଦ୍ୟ ନଳୀର ପ୍ରଭାବିତ ଅଂଶକୁ [[ବାୱେଲ ରିସେକସନ|ଅପରେଶନ କରି କାଢ଼ିଦିଆଯାଏ]] ।<!-- <ref name=Mar2017/> --> ବଡ଼ ମଣିଷଙ୍କ ଅପେକ୍ଷା ପିଲାଙ୍କର ଏହି ରୋଗ ଅଧିକ ହୁଏ ।<!-- <ref name=Mar2017/> --> ପିଲାଙ୍କ ମଧ୍ୟରୁ ଝିଅଙ୍କ ଅପେକ୍ଷା ପୁଅଙ୍କୁ ଏ ରୋଗ ଅଧିକ ହୁଏ ।<!-- <ref name=Mar2017/> --> ଛଅ ମାସରୁ ଅଠର ମାସ ବୟସ ମଧ୍ୟରେ ଏହି ରୋଗ ଅଧିକ ହୁଏ । <ref name=Mar2017/>
[[File:Intussusception.webm|thumb|upright=1.4|Video explanation]]
୧୨,୨୨୬

ଗୋଟି ସମ୍ପାଦନା