"ଇଣ୍ଟସସେପସନ (ମେଡିକାଲ ବେମାରି)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Subas Chandra Rout ପୃଷ୍ଠାଟିକୁ ଇନ୍ଟସସେପସନରୁ ଇନ୍ଟସସେପସନ (ମେଡିକାଲ ବେମାରି)କୁ ଘୁଞ୍ଚାଇଲେ: ଏହି ବିଷୟର ସଠିକ ନାମ
ଅଧିକ ତ‌ଥ୍ୟ ଦିଆଗଲା
୨୫ କ ଧାଡ଼ି:
<!-- କାରଣ ଓ ରୋଗ ନିର୍ଣ୍ଣୟ -->
ପିଲାଙ୍କର ଏହି ରୋଗର କାରଣ ଏ ପର୍ଯ୍ୟନ୍ତ ଅଜ୍ଞାତ ଅଛି କିନ୍ତୁ ବୟସ୍କ ଲୋକଙ୍କ ମଧ୍ୟରୁ ୧୦% ରୋଗୀଙ୍କର ଏକ [[ଲିଡ ପଏଣ୍ଟ]] ([[:en:lead point|lead point]]) ଥାଏ ।<!-- <ref name=Mar2017/> --> ସଙ୍କଟ କାରକ ମଧ୍ୟରେ ସଂକ୍ରମଣ, [[ସିସ୍ଟିକ ଫାଇବ୍ରୋସିସ]] ([[:en:cystic fibrosis|cystic fibrosis]]) ଓ [[ଇଣ୍ଟେସ୍ଟାଇନାଲ ପଲିପ]] ([[:en:intestinal polyp|intestinal polyp]]) ହୋଇପାରେ ।<!-- <ref name=Mar2017/> --> ବୟସ୍କ ଲୋକଙ୍କର ସଙ୍କଟ କାରକ ମଧ୍ୟରେ [[ଏଣ୍ଡୋମେଟ୍ରିଓସିସ]], [[ବାୱେଲ ଆଡ‌ହେସନ]] ([[:en:bowel adhesions|bowel adhesions]]) ଓ [[ଇଣ୍ଟେସ୍ଟାଇନାଲ ଅର୍ବୁଦ]] ([[:en:intestinal tumors|intestinal tumors]]) ହୋଇପାରେ ।<!-- <ref name=Mar2017/> --> Diagnosis is often supported by [[ମେଡିକାଲ ଇମେଜିଙ୍ଗ]] ([[:en:medical imaging|medical imaging]]) ସାହାଯ୍ୟରେ ରୋଗ ନିଧାର୍ଯ୍ୟ କରାଯାଏ ।<!-- <ref name=Mar2017/> --> ପିଲାଙ୍କ କ୍ଷେତ୍ରରେ [[ଅଲଟ୍ରାସାଉଣ୍ଡ]] ([[:en:ultrasound|ultrasound]]) ଓ ବଡ଼ ମଣିଷଙ୍କ କ୍ଷେତ୍ରରେ [[ସିଟି ସ୍କାନ]] ([[:en:CT scan|CT scan]]) ଅଧିକ ପସନ୍ଦ ଯୋଗ୍ୟ ହୁଏ । <ref name=Mar2017/>
{{^|
<!-- ଚିକିତ୍ସା ଓ ରୋଗାନୁଶୀଳନ -->
<!-- Treatment and epidemiology -->
ଇନ୍ଟସସେପସନ ଏକ ଆଶୁ ଅବସ୍ଥା ଯେଉଁଥିରେ ଯଥା ଶୀଘ୍ର ଚିକିତ୍ସା ଆବଶ୍ୟକ ହୁଏ ।<!-- <ref name=Mar2017/> --> ପିଲାଙ୍କୁ [[ଏନିମା]] ([[:en:enema|enema]]) ଦେଇ ଫଳପ୍ରଦ ନ ହେଲେ ଅପରେଶନ କରାଯାଏ ।<!-- <ref name=Mar2017/> --> ବଡ଼ ମଣିଷଙ୍କ କ୍ଷେତ୍ରରେ ଖାଦ୍ୟ ନଳୀର ପ୍ରଭାବିତ ଅଂଶକୁ [[ବାୱେଲ ରିସେକସନ|ଅପରେଶନ କରି କାଢ଼ିଦିଆଯାଏ]] ।<!-- <ref name=Mar2017/> --> ବଡ଼ ମଣିଷଙ୍କ ଅପେକ୍ଷା ପିଲାଙ୍କର ଏହି ରୋଗ ଅଧିକ ହୁଏ ।<!-- <ref name=Mar2017/> --> ପିଲାଙ୍କ ମଧ୍ୟରୁ ଝିଅଙ୍କ ଅପେକ୍ଷା ପୁଅଙ୍କୁ ଏ ରୋଗ ଅଧିକ ହୁଏ ।<!-- <ref name=Mar2017/> --> ଛଅ ମାସରୁ ଅଠର ମାସ ବୟସ ମଧ୍ୟରେ ଏହି ରୋଗ ଅଧିକ ହୁଏ । <ref name=Mar2017/>
Intussusception is an emergency requiring rapid treatment.<!-- <ref name=Mar2017/> --> Treatment in children is typically by an [[enema]] with surgery used if this is not successful.<!-- <ref name=Mar2017/> --> In adults, [[bowel resection|surgical removal of part of the bowel]] is more often required.<!-- <ref name=Mar2017/> --> Intussusception occurs more commonly in children than adults.<!-- <ref name=Mar2017/> --> In children, males are more often affected than females.<!-- <ref name=Mar2017/> --> The usual age of occurrence is six to eighteen months old.<ref name=Mar2017/>
[[File:Intussusception.webm|thumb|upright=1.4|Video explanation]]
}}
== ଆଧାର ==
{{ଆଧାର}}