"ପକୋଡ଼ା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେ Regular Character Changes
୨୧ କ ଧାଡ଼ି:
== ତିଆରି ==
 
ପକୋଡ଼ା ଏକ ଖାଦ୍ୟ ପଦାର୍ଥ ଯାହା, ପିଆଜ, ବାଇଗଣ, ଆଳୁ, ପନିର, ଫୁଲ କୋବି, ଲଙ୍କା, ଟମାଟୋ କିମ୍ବା କେବେ କେବେ ବ୍ରେଡ଼ ସହିତ ତିଆରି ହୋଇଥାଏ ।<ref>{{cite book|title=Healthy Kitchen: More Than 350 Oil Free Recipes|last=Arora|first=Ritu|year=2002|publisher=B. Jain publishers (P) Ltd.|location=New Delhi, India|isbn=81-8056-208-5|pages=186, Bread Pakora}}</ref> ଏହା ମୁଖ୍ୟତଃ ବେସନ ରୁବେସନରୁ ପ୍ରସ୍ତୁତ ହୋଇଥାଏ । ବେସନ ରେବେସନରେ ଲୁଣ, ବେକିଂ ପାଉଡର, ପାଣି ସହିତ ପ୍ରସ୍ତୁତ କରାଯାଉଥିବା ଆବଶ୍ୟକୀୟ ପରିବା ମିଶାଇ ତିଆରି କରାଯାଇଥାଏ । ପରେ ଏହାକୁ ତେଲରେ ଛୋଟ ଛୋଟ ଆକାରରେ ଗଢ଼ି ଛଣା ଯାଇଥାଏ । ସବୁଠାରୁ ଲୋକପ୍ରିୟ ପକୋଡ଼ା ଭିତରେ ପିଆଜ ପକୋଡ଼ା, ଆଳୁ ପକୋଡ଼ା, ପନିର ପକୋଡ଼ା, ଚିକେନ ପକୋଡ଼ା, ବାଇଗଣ ପକୋଡ଼ା ଇତ୍ୟାଦି ରହିଥାଏ ।
 
== ପ୍ରସ୍ତୁତି ==
 
ପକୋଡ଼ା ସାଧାରଣତଃ ଜଳଖିଆ କିମ୍ବା କ୍ଷୁଧାବର୍ଧକ ରୂପେ ପ୍ରସ୍ତୁତ କରାଯାଇଥାଏ । ଗ୍ରେଟ ବ୍ରିଟେନରେ ଏହା ଏକ ଫାଷ୍ଟ ଫୁଡ଼ ରୂପେ ଲୋକପ୍ରିୟ ଅଟେ, ଯାହା ମୁଖ୍ୟତଃ ଭାରତ ଏବଂ ପାକିସ୍ତାନ ରେଷ୍ଟୁରାଣ୍ଟରେ ଉପଲବ୍ଧ ହୋଇଥାଏ । ମୁଖ୍ୟତଃ ଭାରତୀୟ ମାନେ ଏହାକୁ ବିଭିନ୍ନ ସମାରୋହରେ କୁଣିଆ ମାନଙ୍କ ପାଇଁ ଚାହା ସହିତ ପକୋଡ଼ା ରପକୋଡ଼ାର ମଧ୍ୟ ବ୍ୟବସ୍ଥା କରିଥାନ୍ତି । ତା ସହିତ ପକୋଡ଼ା ପାଇଁ ବିଭିନ୍ନ ଚଟଣି ମଧ୍ୟ ଦେଇଥାନ୍ତି ।
 
==ଗ୍ୟାଲେରୀ==
"https://or.wikipedia.org/wiki/ପକୋଡ଼ା"ରୁ ଅଣାଯାଇଅଛି