"ସମଥିଙ୍ଗ୍ ସମଥିଙ୍ଗ୍ ୨" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨୬ କ ଧାଡ଼ି:
}}
 
'''ସମଥିଙ୍ଗ୍ ସମଥିଙ୍ଗ୍ ୨''', ୨୦୧୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅନୁପ୍ରାସ ମହାନ୍ତି । ଚଳଚ୍ଚିତ୍ରଟିର ସଂଳାପ ଲେଖିଥିଲେ [[ନିର୍ମଳ ନାୟକ]] । ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସୁଧାକର ବସନ୍ତ । ସଙ୍ଗୀତ ନିର୍ଦ୍ଦେଶକ [[ପ୍ରେମ ଆନନ୍ଦ]] ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।<ref name="Something Something2">{{cite web|title=Something Something 2 Odia Film Cast & Crew, Walpapers, Songs|url=http://www.bestodisha.in/2014/10/something-something-2-odia-film-cast.html|publisher=Best Odisha|accessdate=12 September 2017}}</ref>
 
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ [[ଅନୁଭବ ମହାନ୍ତି]] ଏବଂ [[ବର୍ଷା ପ୍ରିୟଦର୍ଶିନୀ]] । ଅଞ୍ଜନା, ଅଶ୍ୱିନୀ ତ୍ରିପାଠୀ, ଗୁଡ୍ଡୁ, ସଲିଲ ମିତ୍ର, ପ୍ରଶାନ୍ତ ମହାପାତ୍ର, ଧିରେନ୍ଦ୍ର ବସ ପ୍ରମୁଖ କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।<ref name="Something Something2"/>
 
==ଅଭିନୟ==
୪୩ କ ଧାଡ଼ି:
 
==ଗୀତ ଏବଂ ସଙ୍ଗୀତ==
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ [[ପ୍ରେମ ଆନନ୍ଦ]] । ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।<ref name="Something Something2"/>
 
===ଗୀତ===