"ସମଥିଙ୍ଗ୍ ସମଥିଙ୍ଗ୍ ୨" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨୮ କ ଧାଡ଼ି:
'''ସମଥିଙ୍ଗ୍ ସମଥିଙ୍ଗ୍ ୨''', ୨୦୧୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅନୁପ୍ରାସ ମହାନ୍ତି । ଚଳଚ୍ଚିତ୍ରଟିର ସଂଳାପ ଲେଖିଥିଲେ [[ନିର୍ମଳ ନାୟକ]] । ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସୁଧାକର ବସନ୍ତ । ସଙ୍ଗୀତ ନିର୍ଦ୍ଦେଶକ [[ପ୍ରେମ ଆନନ୍ଦ]] ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
 
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ [[ଅନୁଭବ ମହାନ୍ତି]] ଏବଂ [[ବର୍ଷା ପ୍ରିୟଦର୍ଶିନୀ]] । ଅଞ୍ଜନା, ଅଶ୍ୱିନୀ ତ୍ରିପାଠୀ, ଗୁଡ୍ଡୁ, ସଲିଲ ମିତ୍ର, ପ୍ରଶାନ୍ତ ମହାପାତ୍ର, ଧିରେନ୍ଦ୍ର ବସ ପ୍ରମୁଖ କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।
 
 
==ଅଭିନୟ==
୪୩ କ ଧାଡ଼ି:
 
==ଗୀତ ଏବଂ ସଙ୍ଗୀତ==
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ [[ପ୍ରେମ ଆନନ୍ଦ]] ।
 
===ଗୀତ===