"ପକୋଡ଼ା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ନୂତନ ପୃଷ୍ଠା ତିଆରି କରାଗଲା
 
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧ କ ଧାଡ଼ି:
{{ଛୋଟ|Pakora}}
{{Infobox prepared food
| name = Pakora ପକୋଡ଼ା
| image = [[File:Chilli_Bites_(Bhaji).jpg|250px]]
| caption =
| alternate_name = Pakodaପକୋଡ଼ା, pakodiପକଡ଼ି, ponakoପୋନାକୋ
| country = [[Indiaଭାରତ]]<ref>https://www.britannica.com/topic/pakora</ref><ref>http://www.seattletimes.com/pacific-nw-magazine/pakoras-are-tasty-versatile-treats-from-india-that-work-well-as-appetizers-snacks-or-meals/</ref> <ref>http://m.hindustantimes.com/brunch/take-pride-in-the-bonda-or-pakora-it-is-our-gift-to-the-world/story-khxwM10l0NT8HLZ8ik9G7I.html</ref>
| region = [[Indianଭାରତୀୟ subcontinentଉପ-ମହାଦ୍ବୀପ]]
| creator =
| course = [[Appetizer]]କ୍ଷୁଧା orବର୍ଧକ ଏବଂ ଜଳଖିଆ [[snack]]
| type = [[Fritter]]
| served =
| main_ingredient = ବେସନ, ଲୁଣ, ପାଣି ଏବଂ ଛାଣିବା ପାଇଁ ତେଲ
| main_ingredient = [[Chickpea]] batter, [[buckwheat]] batter other ingredients (including vegetables, paneer, fruit, meat, or [[Fish as food|fish]])
| variations = ଆଳୁ, ପିଆଜ, ଲଙ୍କା, ଫୁଲ କୋବି, ମିଶା ପରିବା, ପନିର, ଚିକେନ, ଅଣ୍ଡା ଇତ୍ୟାଦି
| variations = Potato, onion, cauliflower, spinach, mixed vegetables, paneer, bread, chicken
| calories =
| other =
}}
 
'''ପକୋଡ଼ା''' ({{IPA-hns|pəˈkoːɽaː|pron}}), ଯେମିତି କି, ପକଡ଼ି, ପୋନାକୋ ମଧ୍ୟ କୁହାଯାଇଥାଏ । ଏହା ଏକ ତେଲରେ ଛଣା ହୋଇଥିବା ଜଳଖିଆ ଅଟେ । ମୂଳ ରୂପେ ଭାରତରजिसे<ref>https://www.britannica.com/topic/pakora</ref><ref>http://www.seattletimes.com/pacific-nw-magazine/pakoras-are-tasty-versatile-treats-from-india-that-work-well-as-appetizers-snacks-or-meals/</ref> ଉପ-ମହାଦ୍ବୀପରେ ଏହା ଦେଖା ଦେଇଥାଏ , ଖାସ କରି [[ଭାରତ]], [[ବଙ୍ଗଳାଦେଶ]], [[ନେପାଳ]] ଏବଂ [[ପାକିସ୍ତାନ]]ରେ ଏହା ପ୍ରସିଦ୍ଧ ଅଟେ । <ref>{{cite book|title=Lord Krishna's Cuisine: The Art of Indian Vegetarian cooking|last=Devi|first=Yamuna|year=1999|publisher=E. P. Dutton |location=New York|isbn=0-525-24564-2|pages=447–466, Pakoras: Vegetable Fritters}}</ref>
 
== ତିଆରି ==
 
ପକୋଡ଼ା ଏକ ଖାଦ୍ୟ ପଦାର୍ଥ ଯାହା, ପିଆଜ, ବାଇଗଣ, ଆଳୁ, ପନିର, ଫୁଲ କୋବି, ଲଙ୍କା, ଟମାଟୋ କିମ୍ବା କେବେ କେବେ ବ୍ରେଡ଼ ସହିତ ତିଆରି ହୋଇଥାଏ ।<ref>{{cite book|title=Healthy Kitchen: More Than 350 Oil Free Recipes|last=Arora|first=Ritu|year=2002|publisher=B. Jain publishers (P) Ltd.|location=New Delhi, India|isbn=81-8056-208-5|pages=186, Bread Pakora}}</ref> ଏହା ମୁଖ୍ୟତଃ ବେସନ ରୁ ପ୍ରସ୍ତୁତ ହୋଇଥାଏ । ବେସନ ରେ ଲୁଣ, ବେକିଂ ପାଉଡର, ପାଣି ସହିତ ପ୍ରସ୍ତୁତ କରାଯାଉଥିବା ଆବଶ୍ୟକୀୟ ପରିବା ମିଶାଇ ତିଆରି କରାଯାଇଥାଏ । ପରେ ଏହାକୁ ତେଲରେ ଛୋଟ ଛୋଟ ଆକାରରେ ଗଢ଼ି ଛଣା ଯାଇଥାଏ । ସବୁଠାରୁ ଲୋକପ୍ରିୟ ପକୋଡ଼ା ଭିତରେ ପିଆଜ ପକୋଡ଼ା, ଆଳୁ ପକୋଡ଼ା, ପନିର ପକୋଡ଼ା, ଚିକେନ ପକୋଡ଼ା, ବାଇଗଣ ପକୋଡ଼ା ଇତ୍ୟାଦି ରହିଥାଏ ।
 
== ପ୍ରସ୍ତୁତି ==
 
ପକୋଡ଼ା ସାଧାରଣତଃ ଜଳଖିଆ କିମ୍ବା କ୍ଷୁଧାବର୍ଧକ ରୂପେ ପ୍ରସ୍ତୁତ କରାଯାଇଥାଏ । ଗ୍ରେଟ ବ୍ରିଟେନରେ ଏହା ଏକ ଫାଷ୍ଟ ଫୁଡ଼ ରୂପେ ଲୋକପ୍ରିୟ ଅଟେ, ଯାହା ମୁଖ୍ୟତଃ ଭାରତ ଏବଂ ପାକିସ୍ତାନ ରେଷ୍ଟୁରାଣ୍ଟରେ ଉପଲବ୍ଧ ହୋଇଥାଏ । ମୁଖ୍ୟତଃ ଭାରତୀୟ ମାନେ ଏହାକୁ ବିଭିନ୍ନ ସମାରୋହରେ କୁଣିଆ ମାନଙ୍କ ପାଇଁ ଚାହା ସହିତ ପକୋଡ଼ା ର ମଧ୍ୟ ବ୍ୟବସ୍ଥା କରିଥାନ୍ତି । ତା ସହିତ ପକୋଡ଼ା ପାଇଁ ବିଭିନ୍ନ ଚଟଣି ମଧ୍ୟ ଦେଇଥାନ୍ତି ।
 
==ଗ୍ୟାଲେରୀ==
<gallery>
File:Banana-pakora.jpg
File:Aesthetic Pakoda.jpg
File:Groundnut fries.jpg
Kuttu Pakoras from India.jpg
File:Bread Pakoda 1.jpg
</gallery>
 
==ଆଧାର==
"https://or.wikipedia.org/wiki/ପକୋଡ଼ା"ରୁ ଅଣାଯାଇଅଛି