"୧୫ ଜୁନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-ବଟ୍ ଦ୍ଵାରା +ବଟଦ୍ଵାରା)
ଟିକେ Regular Character Changes
୭ କ ଧାଡ଼ି:
*.1762-ଆସ୍ଟ୍ରିଆରେ କାଗଜ ମୁଦ୍ରାର ପ୍ରଚଳନ ଆରମ୍ଭ ହୁଆ।
*.1775-ଅମେରିକୀୟ ସ୍ଵାଧୀନତା ସଂଗ୍ରାମରେ ଜ୉ର୍ଜ ଵାଶିଂଗଟନଙ୍କୁ ମହାଦ୍ଵୀପୀୟ ସେନାର ସେନାପ୍ରମୁଖ ଘୋଷିତ କରାଗଲା ।
*. 1776-ଡ୉. ଯ୉ ବୈପ୍ତିସ ଡେନିସଙ୍କ ଦ୍ଵାରାଡେନିସଙ୍କଦ୍ଵାରା ପୃଥିଵୀର ସର୍ବ ପ୍ରଥମ ମାନଵ ରକ୍ତ ଟ୍ରାଂସଫ୍ୟୁଜନ କରା ଯାଇଥିଲା ।
*. 1785-ଵିଶ୍ଵର ପ୍ରଥମ ଆକାଶୀୟ ମାନବ ଦୁର୍ଘଟଣା ଘଟିଥିଲା । ବେଲୁନ ଦ୍ଵାରାବେଲୁନଦ୍ଵାରା ଉଡିବାକୁ ଚେଷ୍ଟା କରୁଥିବା ଦୁଇଜଣ ଫ୍ରାଂସିସି ନାଗରିକ ଙ୍କର ଏଥିଯୋଗୁଁ ମୃତ୍ୟୁ ହୋଇଯାଇତିଲା ।
*. 1844-ଚାର୍ଲ୍ସ ଗୁଟିଅରଙ୍କୁ ରବର ସଂବଧୀୟ ବଲ୍କନାଇଜେଶନ ପ୍ରକ୍ରିଯାର ପେଟେଂଟ ମିଳିଥିଲା ।
*.1896-ଜାପାନର ସମୁଦ୍ର ତଟରେ ସେଂଟୋ ଉତ୍ସଵ ପାଳନ ସମୟେ ସୁନାମୀ ଆସିବା ଯୋଗୁଁ 27 ହଜାର ଲୋକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଏହି ଆତର୍କିତ ଦୈବ ଦୂର୍ବିପାକରେ 9 ହଜାର ଲୋକ ଆଘାତ ମଧ୍ୟ ହୋଇଯାଇଥିଲେ ତଥା 13 ହଜାର ଲୋକଙ୍କ ଘର ଧ୍ବସ୍ତ ହୋଇଯାଇଥିଲା ।
"https://or.wikipedia.org/wiki/୧୫_ଜୁନ"ରୁ ଅଣାଯାଇଅଛି