"ୟୁନିଫର୍ମ ରିସୋର୍ସ ଲୋକେଟର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Regular Character Changes |
|||
୧ କ ଧାଡ଼ି:
{{ଛୋଟ|Uniform Resource Locator}}
[[File:Uniform Resource Locator (URL).jpg|thumb|800px|450px|ଗୋଲ୍ ବୁଲାଯାଇଥିବା ଅଂଶରେ ଥିବା ଧାଡ଼ିଟି ଏହି ପୃଷ୍ଠାର URL ଅଟେ ।]]
'''ୟୁନିଫର୍ମ୍ ରିସୋର୍ସ୍ ଲୋକେଟର୍''' (URL) ହେଉଛି [[ଇଣ୍ଟରନେଟ]]ରେ ଉପଲବ୍ଧ ଯେ କୌଣସି ପୃଷ୍ଠାର ଠିକଣା । ଏହାକୁ ମଧ୍ୟ ସାଧାରଣ ଭାବେ ''ଇଣ୍ଟରନେଟ ଆଡ୍ରେସ'' ବା ''ୱେବ ଆଡ୍ରେସ'' କୁହାଯାଏ ।<ref>{{cite book|last=Management|first=Network|title=Understanding Internet|date=6 June 2016|publisher=Central Tool Room and Training Center|location=Bhubaneswar|page=84}}</ref> ଏହି
:<code><nowiki>http:</nowiki>//www.example.com/index.html</code><br>
ଏଠାରେ <code>http</code> ହେଉଛି ଏକ [[ପ୍ରୋଟୋକଲ୍]], <code>www.example.com</code> ହେଉଛି [[ହୋଷ୍ଟ୍ ନେମ୍]] ବା ସଂଲଗ୍ନ ପୃଷ୍ଠା (ଏଠାରେ ଫାଇଲ୍)ଟି ଥିବା [[ସର୍ଭର୍]]ର ନାମ ଏବଂ <code>index.html</code> ହେଉଛି ଫାଇଲ୍ର ନାମ (ଏଠାରେ ପୃଷ୍ଠାଟି ନିଜେ ହିଁ ଏକ ଫାଇଲ୍) । ସାଧାରଣତଃ <code>http</code> ଏବଂ <code>https</code> ପ୍ରୋଟୋକଲ୍କୁ ବ୍ୟବହାର କରୁଥିବା URLକୁ ହିଁ ୱେବ୍ ଆଡ୍ରେସ୍ କୁହାଯାଏ ।<ref>{{cite web|first=URL|title=What is web address|url=http://www.webopedia.com/TERM/U/URL.html}}</ref> ଫାଇଲ୍ ଆଦାନପ୍ରଦାନ ପାଇଁ ବ୍ୟବହୃତ URLରେ <code>ftp</code> ପ୍ରୋଟୋକଲ୍ ([[File Transfer Protocol]]) ବ୍ୟବହୃତ ହୋଇଥାଏ ।<ref>{{cite web|first=URL|title=URL for file transfer|url=http://searchnetworking.techtarget.com/definition/URL|accessdate=7 June 2016}}</ref> ଉଦାହରଣ ସ୍ୱରୂପ :<br>
୧୯ କ ଧାଡ଼ି:
* '''scheme :''' ଏହା ଇଂରାଜୀ ଅକ୍ଷର, ଇଂରାଜୀ ସଂଖ୍ୟା ତଥା କିଛି ବିଶେଷ ସଙ୍କେତକୁ ନେଇ ଗଠିତ ଏକ ଧାଡ଼ି । ଏହା ଏକ ଇଂରାଜୀ ଅକ୍ଷରରୁ ଆରମ୍ଭ ହୋଇଥାଏ ଏବଂ ଏଥିରେ ଯେ କୌଣସି ସଂଖ୍ୟକ ଇଂରାଜୀ ସଂଖ୍ୟା, ଯୁକ୍ତ ଚିହ୍ନ (<code>'''+'''</code>), ପିରିୟଡ଼୍ (<code>'''.'''</code>) ଓ ହାଇଫେନ୍ (<code>'''-'''</code>) ରହିପାରେ । ଏହା କେସ୍ ସେନ୍ସିଟିଭ୍ ଅଟେ । ତେବେ ସାଧାରଣତଃ ଏଥିରେ ଲୋଅର୍ କେସ୍ ଅକ୍ଷର ହିଁ ବ୍ୟବହୃତ ହୋଇଥାଏ । ଏହାର ଶେଷରେ ଏକ କଲୋନ୍ ଚିହ୍ନ (<code>''':'''</code>) ଥାଏ । ମୁଖ୍ୟତଃ <code>http</code>, <code>https</code> (<code>http</code>ର ସୁରକ୍ଷିତ ଭର୍ସନ୍), <code>ftp</code>, <code>mailto</code>, <code>data</code> ଇତ୍ୟାଦି ପ୍ରୋଟୋକଲ୍ଗୁଡ଼ିକ scheme ଭାବରେ ବ୍ୟବହୃତ ହୋଇଥାଏ ।
[[File:URL Slash.png|thumb|600px|300px|ଏଠାରେ ଗୋଲାକାର ଅଂଶଟି URLରେ ବ୍ୟବହୃତ ୨ଟି ସ୍ଲାଶ୍ ଚିହ୍ନ ଅଟେ ।]]
* '''୨ଟି ସ୍ଲାଶ୍ (<code>//<code>) :''' ଏହା କେତେକ କ୍ଷେତ୍ରରେ ବାଧ୍ୟତାମୂଳକ ହୋଇଥିବା ବେଳେ ଏନ୍ୟ କେତେକ କ୍ଷେତ୍ରରେ ଏହାକୁ ଲେଖିବାର ଆବଶ୍ୟକତା ନ ଥାଏ । authority ଭାଗଟି (ନିମ୍ନରେ ବର୍ଣ୍ଣନା କରାଯାଇଥିବା) ଉହ୍ୟ ଥିଲେ path ଭାଗଟି <code>//</code>
* '''authority :''' ଏହା ତିନିଟି ଅଂଶକୁ ନେଇ ଗଠିତ, ଯଥା—
:* '''authentication :''' ଏହି ଭାଗଟି ବାଧ୍ୟତାମୂଳକ ନୁହେଁ । ଏଥିରେ ଗୋଟିଏ [[ୟୁଜର୍ ନେମ୍]] ('''user''') ଓ ତତ୍ସଂଲଗ୍ନ [[ପାସ୍ୱାର୍ଡ଼୍]]ଟି ('''password''') ଥାଏ । ଏହି ୟୁଜର୍ ନେମ୍ ଓ ପାସ୍ୱାର୍ଡ଼୍ ପରସ୍ପରଠାରୁ ଏକ କଲୋନ୍ ଚିହ୍ନ (<code>''':'''</code>) ଯୋଗେ ଅଲଗା ହୋଇଥାନ୍ତି । ଏହି authentication ଅଂଶର ଶେଷରେ ଏକ ଆଟ୍ ଚିହ୍ନ (<code>'''@'''</code>) ଥାଏ ।
[[File:URL Host name.png|thumb|600px|500px|URLରେ ଓଡ଼ିଆ ଉଇକିପିଡ଼ିଆର ହୋଷ୍ଟ୍ ନେମ୍ ।]]
:* '''host :''' ଏହା ଏକ ରେଜିଷ୍ଟର୍ ହୋଇଥିବା [[ହୋଷ୍ଟ୍ ନେମ୍]] ବା [[ସର୍ଭର୍]]ର ନାମ କିମ୍ବା ଏକ [[IP ଆଡ୍ରେସ୍]]କୁ ନେଇ ଗଠିତ । ଏଠାରେ IP ଆଡ୍ରେସ୍ଟି [[IPv4]] ଆଡ୍ରେସ୍ ହୋଇଥିଲେ ଏହାକୁ [[ଡଟେଡ୍-ଡେସିମାଲ୍ ନୋଟେସନ୍]]ରେ ଲେଖାଯାଇଥାଏ ଏବଂ [[IPv6]] ଆଡ୍ରେସ୍ ହୋଇଥିଲେ ଏହାକୁ ବର୍ଗ ବନ୍ଧନୀ (<code>[ ]</code>) ଭିତରେ ରଖିବା ବାଧ୍ୟତାମୂଳକ ହୋଇଥାଏ । ଏହି ହୋଷ୍ଟ୍ ନେମ୍କୁ [[ଡୋମେନ୍ ନେମ୍]] ମଧ୍ୟ କୁହାଯାଏ । [[କ୍ଲାଇଣ୍ଟ୍]] କେଉଁ ୱେବ୍ ସର୍ଭର୍କୁ [[ରିକ୍ୱେଷ୍ଟ୍]] ପଠାଉଛି, ତାହା ଏହି ଡୋମେନ୍ ନେମ୍ରୁ ହିଁ ଜଣାପଡ଼ିଥାଏ । ଏଠାରେ ଡୋମେନ୍ ନେମ୍ ବଦଳରେ ସିଧାସଳଖ ସର୍ଭର୍ଟିର IP ଆଡ୍ରେସ୍ ମଧ୍ୟ ବ୍ୟବହାର କରାଯାଇପାରେ । କିନ୍ତୁ ଅନେକଗୁଡ଼ିଏ ୱେବ୍ ସର୍ଭର୍ର IP ଆଡ୍ରେସ୍କୁ ମନେ ରଖି, ସେଗୁଡ଼ିକୁ URLରେ ବାରମ୍ବାର ବ୍ୟବହାର କରିବା ଏକ କଷ୍ଟସାଧ୍ୟ କାମ ହୋଇଥିବାରୁ ସାଧାରଣତଃ ଡୋମେନ୍ ନେମ୍କୁ ହିଁ URLଗୁଡ଼ିକରେ ବ୍ୟବହାର କରାଯାଇଥାଏ ।<ref name=Anatomy_MDN>{{cite web|last=Developer Network|first=Mozilla|title=Anatomy of URL|url=https://developer.mozilla.org/en-US/Learn/Common_questions/What_is_a_URL|accessdate=9 June 2016}}</ref>
:* '''port ନମ୍ବର :''' ଏହି ଭାଗଟି ବାଧ୍ୟତାମୂଳକ ନୁହେଁ । ଏହା ଏକ କଲୋନ୍ ଚିହ୍ନ (<code>''':'''</code>)
[[File:URL Path.png|thumb|600px|450px|ଗୋଲ୍ ବୁଲାଯାଇଥିବା ଅଂଶଟି ଏହି ପୃଷ୍ଠାଟିର path ଅଟେ ।]]
* '''path :''' ଏହା ପଦାନୁକ୍ରମିକ (Hierarchical form) ଭାବେ ସଜାହୋଇଥିବା କେତେକ ତଥ୍ୟକୁ (Data) ନେଇ ଗଠିତ । ଏହି ତଥ୍ୟଗୁଡ଼ିକ ପରସ୍ପରଠାରୁ ସ୍ଲାଶ୍ ଚିହ୍ନ (<code>/</code>)
[[File:URL Query.png|thumb|600px|550px|URL କ୍ୱେରୀ]]
* '''query :''' ଏହି ଭାଗଟି ବାଧ୍ୟତାମୂଳକ ନୁହେଁ । ଏହା URLର ପୂର୍ବବର୍ତ୍ତୀ ଭାଗଠାରୁ ଏକ ପ୍ରଶ୍ନବାଚକ ଚିହ୍ନ (<code>'''?'''</code>) ଯୋଗେ ଅଲଗା ହୋଇଥାଏ । ଏଥିରେ ପଦାନୁକ୍ରମିକ ଭାବେ ସଜା ହୋଇନଥିବା ଏକ [[କ୍ୱେରୀ ଷ୍ଟ୍ରିଙ୍ଗ୍]] ଥାଏ । ଏଥିରେ ସାଧାରଣତଃ ଏକ [[ଡେଲିମିଟର୍]]
::{|class="wikitable"
୪୧ କ ଧାଡ଼ି:
:ଏହି query ହେଉଛି ୱେବ୍ ସର୍ଭର୍କୁ ଦିଆଯାଉଥିବା ଅତିରିକ୍ତ [[ପାରାମିଟର୍]] । ଏହାକୁ ବ୍ୟବହାର କରି ୱେବ୍ ସର୍ଭର୍ ରିକ୍ୱେଷ୍ଟ୍ କରାଯାଇଥିବା ଫାଇଲ୍ଟି ଦେବା ପୂର୍ବରୁ କିଛି ଅତିରିକ୍ତ କାର୍ଯ୍ୟ କରିଥାଏ । ପାରାମିଟର୍ଗୁଡ଼ିକୁ ନେଇ ପ୍ରତ୍ୟେକ ୱେବ୍ ସର୍ଭର୍ର ନିଜସ୍ୱ କିଛି ନିୟମ ଥାଏ । ଗୋଟିଏ ନିର୍ଦ୍ଦିଷ୍ଟ ୱେବ୍ ସର୍ଭର୍ ପାରାମିଟର୍ଗୁଡ଼ିକୁ କିପରି ହ୍ୟାଣ୍ଡେଲ୍ କରୁଛି ତାହା ଜାଣିବା ପାଇଁ ସେହି ୱେବ୍ ସର୍ଭର୍ର ମାଲିକଙ୍କୁ (Owner) ପଚାରିବାକୁ ପଡ଼ିଥାଏ ।<ref name=Anatomy_MDN />
[[File:URL Fragment.png|thumb|600px|550px|URLର fragment ଅଂଶ ।]]
* '''fragment :''' ଏହି ଭାଗଟି URLର ପୂର୍ବବର୍ତ୍ତୀ ଭାଗଠାରୁ ଏକ ହାଶ୍ ଚିହ୍ନ (<code>'''#'''</code>)
URLକୁ ଏକ ଡାକ ଠିକଣା ଭାବରେ ନିଆଯାଇପାରେ । ଏଠାରେ ''ପ୍ରୋଟୋକଲ୍'' ହେଉଛି ବ୍ୟବହାର କରିବାକୁ ଚାହୁଁଥିବା ଡାକ ସେବା, ''ଡୋମେନ୍ ନେମ୍'' ହେଉଛି ସହରର ନାମ ଏବଂ ''ପୋର୍ଟ୍'' ହେଉଛି ଜିପ୍ କୋଡ୍ ବା ପିନ୍ କୋଡ୍ । ଏଠାରେ ''ପାଥ୍'' ଚିଠି ପହଞ୍ଚିବାକୁ ଥିବା ବିଲ୍ଡିଙ୍ଗ୍କୁ ଦର୍ଶାଏ । ''କ୍ୱେରୀ'' କିଛି ଅତିରିକ୍ତ ତଥ୍ୟ, ଯଥା- ଆପାର୍ଟ୍ମେଣ୍ଟ୍ ନମ୍ବରକୁ ଦର୍ଶାଏ ଏବଂ ଶେଷରେ ''ଫ୍ରାଗ୍ମେଣ୍ଟ୍'' ଚିଠିର ପ୍ରକୃତ ଗ୍ରାହକକୁ ଦର୍ଶାଇଥାଏ ।<ref name=Anatomy_MDN />
|