"ହିନ୍ଦୁ ଧର୍ମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Regular Character Changes
୧୧ କ ଧାଡ଼ି:
 
== ସ୍ଥାପନ ==
ହିନ୍ଦୁଧର୍ମ କୈଣସି ବ୍ୟକ୍ତି ବିଶେଷଙ୍କ ଦ୍ଵାରାବିଶେଷଙ୍କଦ୍ଵାରା ସ୍ଥାପନା କରାଯାଇନାହିଁ । ଏହା ମୁଖ୍ୟତଃ ବେଦ ଉପରେ ପର୍ଯ୍ୟବେସିତ । ତେବେ ହିନ୍ଦୁଧର୍ମରେ ବହୁମତ ବହୁପଥର ସହାବସ୍ଥାନ ଘଟିଛି । ଏଥି ପାଇଁ ହିନ୍ଦୁଧର୍ମକୁ ଏକ ବିକାଶଶୀଳ ଧର୍ମ କୁହାଯାଏ । ହିନ୍ଦୁଧର୍ମର ମୂଳସତ୍ତ୍ଵ - ସତ୍ୟ, ଅହିଂସା, ଦୟା, କ୍ଷମା ଓ ଦାନ। ସେଥିପାଇଁ ନିଜର ମନ, ବଚନ ଓ କର୍ମ ଦ୍ଵାରାକର୍ମଦ୍ଵାରା ହିଂସାଠାରୁ ଦୂରେଇ ରହୁଥିବା ମଣିଷକୁ ହିନ୍ଦୁ କୁହାଯାଏ । ହିନ୍ଦୁ ଧର୍ମର ଇତିହାସ ବହୁତ ପ୍ରାଚୀନ। ପୁରାଣ ଅନୁସାରେ [[ପୃଥିବୀ]]ର ସୃଷ୍ଟି ସମୟରୁ ହିଁ ହିନ୍ଦୁଧର୍ମର ଆବିର୍ଭାବ ହେଇଥିଲା । ଏହାକୁ [[ସନାତନ ଧର୍ମ]] ମଧ୍ୟ କୁହାଯାଏ ।
== ନାମକରଣ ==
[[ହିନ୍ଦୁ]] ଶବ୍ଦଟି [[ସିନ୍ଧୁନଦୀ]]ରୁ ଆସିଅଛି । ଆରବୀ ଭାଷାରେ ଅଲ୍‌-ହିନ୍ଦ୍ ଶବ୍ଦର ଅର୍ଥ ସିନ୍ଧୁ ନଦୀ ପାର୍ଶ୍ଵରେ ବାସ କରୁଥିବା ଲୋକମାନଙ୍କୁ ବୁଝାଉଥିଲା ଓ ଏହି ଶବ୍ଦକୁ ୟୁରୋପ ଦେଶମାନେ ଗ୍ରହଣ କରିଥିଲେ । [[ସିନ୍ଧୁନଦୀ]] ତୀରରେ ପଶ୍ଚିମରେ ବସବାସ କରୁଥିବା ପାରସୀ, ଆରବିକ ଅଧିବାସୀମାନେ ମଧ୍ୟ ହିନ୍ଦୁ ନାମରେ ପରିଚିତ । ସିନ୍ଧୁନଦୀର ପୂର୍ବଦେଶ [[ହିନ୍ଦୁସ୍ତାନ]],ସେଠାରେ ରହୁଥିବା ଅଧିକାଂଶ ଅଧିବାସୀ [[ହିନ୍ଦୁ]] ।
୩୫ କ ଧାଡ଼ି:
* ଭାରତୀୟ [[ଜ୍ୟୋତିଷ ବିଦ୍ୟା]]ରେ ବ୍ୟବ‌ହାର ହେଉଥିବା [[କୁଣ୍ଡଳୀ]]ରେ ୧୨ଟି ଘର ଓ ୯ଟି ଗ୍ରହ ଥାଏ । ୧୨ରେ ୯ ଗୁଣିଲେ ୧୦୮ ହୁଏ ।
* [[ତନ୍ତ୍ର]] ଶାସ୍ତ୍ର ଅନୁସାରେ [[ମଣିଷ]] ପ୍ରତିଦିନ ୨୧,୬୦୦ଥର ନିଃଶ୍ୱାସ-ପ୍ରଶ୍ୱାସ ଗ୍ରହଣ କରିଥାଏ । ଏଥିମଧ୍ୟରୁ ୧୦,୮୦୦ଟି ସୌର ଶକ୍ତି (Solar energy) ଓ ୧୦,୮୦୦ଟି ଚାନ୍ଦ୍ର ଶକ୍ତି (Lunar energy) । ୧୦୮ରେ ୧୦୦ ଗୁଣିଲେ ୧୦,୮୦୦ ହୋଇଥାଏ ।
* ଭରତ ମୁନିଙ୍କ ଦ୍ୱାରାମୁନିଙ୍କଦ୍ୱାରା ରଚିତ ''ନତ୍ୟ ଶାସ୍ତ୍ର''ରେ ୧୦୮ଟି କାରଣ ବା ହାତ ଓ ପାଦର ଗତି ସମ୍ପର୍କରେ ବର୍ଣ୍ଣନା କରାଯାଇଛି ।
* [[ସଂସ୍କୃତ]]ରେ ସମୁଦାୟ ୫୪ଟି ଅକ୍ଷର ଅଛି ଓ ପ୍ରତ୍ୟେକ ଅକ୍ଷରକୁ ପୁଲିଙ୍ଗ (ଶିବ) ଓ ସ୍ତ୍ରୀଲିଙ୍ଗ (ଶକ୍ତି) ଆକାରରେ ଲେଖାଯାଇପାରେ । ଏହିପରି ୫୪ × ୨ = ୧୦୮ ହୁଏ ।
* ହିନ୍ଦୁ ଧର୍ମରେ ୧୦୮ଟି [[ପୁରାଣ]] ଓ ୧୦୮ଟି [[ଉପନିଷଦ]] ଅଛି ।
୪୩ କ ଧାଡ଼ି:
:୩ର ତୃତୀୟ ଘାତ = ୩ × ୩ × ୩ = ୨୭
:ବର୍ତ୍ତମାନ ୧ × ୪ × ୨୭ = ୧୦୮
* ୧୦୮ ହେଉଛି ଏକ [[ହର୍ଷଦ ସଂଖ୍ୟା]] । ଅର୍ଥାତ୍, ଏହି ସଂଖ୍ୟାଟି ଏହାର ଅଙ୍କମାନ‌ଙ୍କର ସମଷ୍ଟି (୯) ଦ୍ୱାରା ବିଭାଜ୍ୟ ।
 
== ଆଧାର ==