"ହନୁମାନ ମନ୍ଦିର , ସାଲଙ୍ଗପୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ Regular Character Changes
୩ କ ଧାଡ଼ି:
== ଇତିହାସ ==
[[ଫାଇଲ:Sarangpur_Hanumanji_Mandir.jpg|ବାଆଁ|thumb|The temple complex before renovation]]
ଏହି ମନ୍ଦିର ସ୍ଵାମୀନାରାୟଣ ସଂପ୍ରଦାଯର ଏକ ମୁଖ୍ୟ ମନ୍ଦିର । ଏଠାରେ ହନୁମାନଙ୍କ ପ୍ରତିମୂର୍ତି ସଦଗୁରୁ ଗୋପାଳନନ୍ଦ ସ୍ଵାମୀଙ୍କ ଦ୍ଵାରାସ୍ଵାମୀଙ୍କଦ୍ଵାରା ସ୍ଥାପିତ ହେଇଥିଲା । ବିଶିଷ୍ଟ ଲେଖକ ରେମଣ୍ଡ ୱିଲିୟମଙ୍କ କଥାନୁସାରେ ଯେତେବେଳେ ସଦଗୁରୁ ଗୋପାଳନନ୍ଦ ସ୍ଵାମୀ ଏହାକୁ ସ୍ଥାପନା କଲେ , ସେ ଏକ ଦଣ୍ଡ ସାହାଯ୍ୟ  ରେ ଏହାକୁ ଛୁଇ ଥିଲେ ଓ ମୂର୍ତି ଜୀବନ୍ତ ହେଇଉଠି ଚଳମାନ ହେଇଥିଲା । ଏଠାରେ ତାହା ପରେ ବ୍ୟାଧି ନିରାକରଣ ବିଧିର ପ୍ରଚଳନ ହେଇଥିଲା । ଏଠାରେ ହନୁମାନଙ୍କ ମୂର୍ତି ବିଶାଳ କାୟ ରୂପରେ ବୃହତ ନିଶା ସହ , ପଦରେ ଜଣେ  ଦାନବୀକୁ ଦଳନ  କରୁଥିବା ଅବସ୍ଥାରେ ବାନର ସହଚରଙ୍କ ଗହଣରେ ଥିବା ରୂପରେ ଦୃଶ୍ୟମାନ କରାଯାଇଛି ।1899 ମସିହାରେ ମନ୍ଦିରର ନବୀକରଣ କାର୍ଯ୍ୟ ହେଇଥିଲା ଓ ନିକଟରେ ଅତିଥି ଆବାସ ନିର୍ମାଣ ସହ ଅଧିକ ସ୍ଥାନ ଆହରଣ କରି ବର୍ତମାନର ଅବସ୍ଥାକୁ ଅଣାଯାଇଥିଲା । <ref>{{cite book|title=Shastriji Maharaj|last=Dave|first=Kishore|publisher=Swaminarayan Aksharpith|year=2009|isbn=81-7526-129-3|location=Ahmedabad|page=44}}</ref>
 
== ଅନୁଗତ ପ୍ରଥା ==