"ସ୍ୱର୍ଗଦ୍ୱାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ 59.94.90.227 (ଆଲୋଚନା) ଙ୍କ ଦେଇ କରାଯାଇଥିବା 243174 ସଙ୍କଳନଟି ପଛକୁ ଫେରାଇନିଆଗଲା
ଟିକେ Regular Character Changes
୭ କ ଧାଡ଼ି:
 
==ଲୋକ‌କଥା==
ପୁରୁଷୋତ୍ତମ କ୍ଷେତ୍ର [[ପୁରୀ]]କୁ [[ମର୍ତ୍ତ୍ୟ ବୈକୁଣ୍ଠ]] ଭାବରେ ଗଣନା କରାଯାଏ, ଯେଉଁଠି ଭଗବାନ [[ବିଷ୍ଣୁ]] [[ବଡ଼ ଦେଉଳ]]ରେ ଜଗନ୍ନାଥ ଭାବରେ ବାସ କରନ୍ତି । ସେଥିପାଇଁ, କୌଣସି ଶରୀର ଏହି ମୃତ୍ୟୁବରଣ କଲେ ସିଧା ସ୍ୱର୍ଗାଲୋକ ଗମନ କରିଥାଏ ଏବଂ ମୁକ୍ତି ପ୍ରାପ୍ତ ହୋଇଥାଏ । ମହୋଦ‌ଧି ବ୍ୟତୀତ ସ୍ୱର୍ଗଦ୍ୱାରରେ ମଧ୍ୟ ସିଧା ମୁକ୍ତି ପ୍ରାପ୍ତି ହୋଇଥାଏ । [[ଚୈତନ୍ୟ|ଶ୍ରୀ ଚୈତନ୍ୟଦେବ]] ମଧ୍ୟ ଏହିଠାରେ ପ୍ରଥମେ ସ୍ନାନ କରି ଦିବ୍ୟଶକ୍ତିର ଲାଭ କରିଥିଲେ । ଧର୍ମଗ୍ରନ୍ଥ ଅନୁସାରେ ବ୍ରହ୍ମଦାରୁ<ref>ଜଗନ୍ନାଥ ନିଜର ଦାରୁ ସ୍ୱରୁପ ଗ୍ରହଣ କରିବା ପାଇଁ ପ୍ରଥମ କରି ଆସିଥିବା ଦାରୁ ଯାହାକି ବିଶ୍ୱକର୍ମାଙ୍କ ଦ୍ୱାରାବିଶ୍ୱକର୍ମାଙ୍କଦ୍ୱାରା ମୂର୍ତ୍ତି ନିର୍ମାଣ କରାଯାଇଥିଲା</ref>ସମୁଦ୍ରରେ ଭାସିଆସି ସ୍ୱର୍ଗଦ୍ୱାର ନିକଟରେ ଲାଗିଥିଲା ଯେଉଁଥିରୁ ଜଗନ୍ନାଥ ମନ୍ଦିରର ଚତୁର୍ଦ୍ଧାମୂର୍ତ୍ତିଙ୍କର ଉତ୍ପତ୍ତି ହୋଇଛି ।
 
==ଜମି ବିବାଦ==