"ସୁଲକ୍ଷଣା ଦେବୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଇଂରାଜୀ ନାମ
ଟିକେ Regular Character Changes
୩୦ କ ଧାଡ଼ି:
ତାଙ୍କ ପୂର୍ବରୁ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ମାଧବୀ ଦାସୀ, ବୃନ୍ଦାବତୀ ଦାସୀ ଓ ନିଃଶଙ୍କ ରାଣୀ ପ୍ରମୁଖ କେତେଜଣ ନାରୀକବି ପ୍ରାଚୀନ ରୀତିରେ ଭଜନ ଜଣାଣ ଲେଖିଥିଲେ ।
ସୁଲକ୍ଷଣା ଖଡ଼ିକାକୁ ଅଳତାରେ ବୁଡ଼ାଇ କାନ୍ଥରେ କବିତା ଲେଖୁଥିଲେ । ପରେ ତାଙ୍କ କନିଷ୍ଠ ପୁତ୍ର ଦାମୋଦର ସେଗୁଡ଼ିକୁ କାଗଜରେ ଉତାରି ନେଇ ପ୍ରକାଶ କରୁଥିଲେ ।
ପ୍ରଥମେ ସେ କେତେଗୋଟି ଜଣାଣ ଓ ଢେଙ୍କାନାଳର ରାଜା ଦୀନବନ୍ଧୁଙ୍କ ଅକାଳ ବିୟୋଗରେ ‘କ’ ଠାରୁ ‘କ୍ଷ’ ଅନୁପ୍ରାସରେ କରୁଣ ରସରେ ‘ଦୀନବନ୍ଧୁ କୋଇଲି’ ରଚନା କରିଥିଲେ । ଏହା ୧୮୮୯ରେ କବି ଦାମୋଦରଙ୍କ ଦ୍ଵାରାଦାମୋଦରଙ୍କଦ୍ଵାରା ପ୍ରକାଶିତ ହୋଇଥିଲା । ଏହା ପରେ ସେ ଶ୍ରୀମନ୍ଦିରରେ ବାରମାସରେ ଅନୁଷ୍ଠିତ ପର୍ବପର୍ବାଣି, ଷଡ଼ଋତୁ ବର୍ଣ୍ଣନା ମାଧ୍ୟମରେ ଅଭିନବ ଶୈଳୀରେ ‘ପାରିଜାତମାଳା’ ନାମରେ କାବ୍ୟଗ୍ରନ୍ଥରେ ପରିବେଷଣ କରିଥିଲେ । ଏହା ୧୮୯୬ ମସିହାରେ କଟକ ପ୍ରିଣ୍ଟିଂ କମ୍ପାନୀ ଦ୍ଵାରାକମ୍ପାନୀଦ୍ଵାରା ପ୍ରକାଶିତ ହୋଇଥିଲା ।
 
== ଆଧାର ==