"ସୁନାମି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଟି +ଟି )
ଟିକେ Regular Character Changes
୧ କ ଧାଡ଼ି:
{{ଛୋଟ|Tsunami}}
 
[[ଫାଇଲ:US Navy 050102-N-9593M-031 A village near the coast of Sumatra lays in ruin after the Tsunami that struck South East Asia.jpg|thumb|300px| ୨୦୦୪ ଭାରତୀୟ ମହାସାଗରରେ ହୋଇଥିବା ସୁନାମି ଦ୍ଵାରାସୁନାମିଦ୍ଵାରା ଧରାଶାୟୀ ହୋଇଯାଇଥିବା ସୁମାତ୍ରା ଉପକୂଳର ଏକ ସହର "ବାନ୍ଦା ଆସେଃ" ([[:en:Banda Aceh|Banda Aceh]])]]
 
'''ସୁନାମି''' ({{lang-en|tsunami}}; ଏହା {{lang-ja|津波}}ରୁ ଆସିଛି("ତ୍ସୁନାମି"ବୋଲି ଉଚ୍ଚାରଣ କରାଯାଏ ) ; ଅର୍ଥ: "ପୋତାଶ୍ରୟରେ ଉଠୁଥିବା ଢେଉ (harbor wave)"<ref>
୧୭ କ ଧାଡ଼ି:
</ref> କୁହାଯାଏ) ସୁନାମିର ପ୍ରଭାବ ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକ ମଧ୍ୟରେ ସୀମିତ ଥିଲେ ହେଁ ସେମାନଙ୍କର ଧ୍ଵଂସକାରୀ ଶକ୍ତି ବହୁତ ଅଧିକ ହୋଇଥାଏ ଓ ଏହା ସଂପୂର୍ଣ୍ଣ ମହାସାଗର ତଳକୁ ପ୍ରଭାବିତ କରିପାରେ । ୨୦୦୪ ଭାରତ ମହାସାଗରରେ ହୋଇଥିବା ସୁନାମି, ମାନବ ଇତିହାସରେ ସବୁଠାରୁ ଧ୍ଵଂସକାରୀ ପ୍ରକୃତିକ ବିପର୍ଜୟ ଥିଲା । ଏଥିରେ [[ଭାରତ ମହାସାଗର|ଭାରତ ମହାସାଗରରେ]] ଥିବା ୧୪ଟି ଦେଶରେ ୨୩୦,୦୦୦ରୁ ଊର୍ଦ୍ଧ୍ଵ ଲୋକଙ୍କର ପ୍ରାଣହାନୀ ହୋଇଥିଲା ।
 
ଖ୍ରୀ.ପୂ. ୪୨୬ରେ ଜଣେ ଗ୍ରୀସ ଐତିହାସିକ (ଇତିହାସକାର) [[:en:Thucydides|''Thucydides'']] କହିଥିଲେ ଯେ ସୁନାମି ସବୁ ସମୁଦ୍ର ଭିତରେ ହେଉଥିବା ଭୂମିକମ୍ପ ଯୋଗୁଁ ସୃଷ୍ଟି ହେଇଥାଏ, <ref name="Thucydides 3.89.1-4"/><ref name="Smid, T. C. 103f."/> କିନ୍ତୁ ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ସୁନାମି ସମ୍ପର୍କିତ ଧାରଣା ସ୍ପଷ୍ଟ ହୋଇନଥିଲା ଓ ଆଜି ବି ଏହା ସଂପୂର୍ଣ୍ଣ ସ୍ପଷ୍ଟ ନୁହେଁ । ବର୍ତ୍ତମାନ ଗବେଷଣାର ମୁଖ୍ୟ ବିଷୟ ହେଉଛି, କାହିଁକି ବହୁତ ବଡ ବଡ ଭୂମିକମ୍ପ ସୁନାମି ସୃଷ୍ଟି କରୁନଥିବା ବେଳେ ଛୋଟ ଛୋଟ ଭୂମିକମ୍ପ ଦ୍ଵାରାଭୂମିକମ୍ପଦ୍ଵାରା ସୁନାମି ସମ୍ଭବ ହେଉଛି; ଚେଷ୍ଟା ଚାଲିଛି କିପରି ସଠିକ ଭାବେ ସୁନାମି ସମ୍ପର୍କିତ ଆଗୁଆ ସତର୍କ ସୂଚନା ମିଳିପାରିବ; ଓ ଏକଥା ବି ଆଗୁଆ ଜାଣିବା ପାଇଁ ଚେଷ୍ଟା ଚାଲିଛି ଯେ କିପରି ଏକ ସୁନାମି ତରଙ୍ଗ ନିର୍ଦ୍ଧିଷ୍ଟ ଉପକୂଳକୁ ପ୍ରଭାବିତ କରିବ ।
[[ଫାଇଲ:2004-tsunami.jpg|thumb|300px|୨୦୦୪ରେ ଭାରତୀୟ ମହାସାଗରରେ ହୋଇଥିବା ସୁନାମି ବେଳେ [[ଥାଇଲାଣ୍ଡ|ଥାଇଲାଣ୍ଡର]] ଆଓ ନାଙ୍ଗଠାରେ ଉଠାଯାଇଥିବା ଫୋଟ ]]
 
"https://or.wikipedia.org/wiki/ସୁନାମି"ରୁ ଅଣାଯାଇଅଛି