"ସିଂହ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଟି +ଟି )
ଟିକେ Regular Character Changes
୪୦ କ ଧାଡ଼ି:
ଯାହାକୁ ଏସିଆର ସିଂହ କୁହାଯାଏ ବା ପାରସ୍ୟ ବା ଦକ୍ଷିଣ-ଏସିଆ ବା ଭାରତୀୟ ସିଂହ କୁହାଯାଏ । ଯାହାକି ଅତୀତ ସମୟରେ ତୁର୍କୀରୁ ଦକ୍ଷିଣ ଏସିଆ,ଭାରତ ଓ ପାକିସ୍ତାନରେ ବିସ୍ତୃତ ଥିଲେ, ଆଜି ମାତ୍ର ୪୦୦ଟି ଗିର ଜାତୀୟ ଉଦ୍ୟାନରେ ଅଛନ୍ତି ।
===୨-Leo===
ବର୍ବରୀ ସିଂହ ନାମରେ ଜଣାଶୁଣା,ଏମାନଙ୍କ ବାସସ୍ଥଳୀ ମୋରୋକ୍କୋରୁ ଇଜିପ୍ଟ ପର୍ଯ୍ୟନ୍ତ । ଅତ୍ୟଧିକ ଶିକାର ପାଇଁ ଏମାନଙ୍କ ସଂଖ୍ୟା ୯୦ରେ ପହଞ୍ଚିଛି ଯାହାକି Moroccan Royal collection ଦ୍ଵାରାcollectionଦ୍ଵାରା ରବତ ଚିଡିଆଖାନାରେ ସଂରକ୍ଷଣ କରାଯାଇଛି । ଏହି ସିଂହ ପାଖପାଖି ଏସିଆର ସିଂହ ପରି ୩-୩.୫ ମିଟର ଲମ୍ବ ଓ ୨୦୦କିଗ୍ରାରୁ ଉର୍ଦ୍ଧ ଓଜନର ପୁରୁଷ ।
===୩-Senegalensis===
ପଶ୍ଚିମ ଆଫ୍ରିକା ସିଂହ ଭାବେ ଜଣା ଶୁଣା ଏମାନେ ପଶ୍ଚିମ ଆଫ୍ରିକାରେ ଦେଖାଯା’ନ୍ତି । ଏମାନଙ୍କ ବାସସ୍ଥଳୀ ସେନେଗଲରୁ ମଧ୍ୟ ଆଫ୍ରିକା ଗଣତନ୍ତ୍ର ପର୍ଯ୍ୟନ୍ତ ବିସ୍ତ୍ରୁତ ।
୬୭ କ ଧାଡ଼ି:
 
==ସାମାଜିକତା==
ସିଂହ ଦଳର ପୁରୁଷ ସିଂହ ରୋଗିଣା ବା ଆଘାତ ପ୍ରାପ୍ତ ହେଲେ ତ ଅନ୍ୟ ସିଂହ ସେଇ ଦଳକୁ ଅକ୍ତିଆର ପାଇଁ ମୁକାବିଲା କରେ ଯଦି ସମ୍ପୃକ୍ତ ସିଂହ ବିଜୟ ଲାଭ କରେ ତ ଦଳର ମୁଖ୍ୟ ବୋଲି ବିବେଚିତ ହୁଏ । ଏହି ଲଢେଇ କେବେ କେବେ ଏତେ ଭୀଷଣ ହେଇଯାଏ ଯେ କାହାର ନା କାହାର ପ୍ରାଣ ହାନି ହୁଏ । କେତେକ କ୍ଷେତ୍ରରେ ସିଂହ ଠାରୁ ବିଜୟ କରି ମଧ୍ୟ ଦଳ ସହ ଯୋଡି ହେବା କଠିନ ହେଇଯାଏ କାରଣ ବିଜୟୀ ସିଂହ ନିଜ ପ୍ରତିଷ୍ଠାତା ପାଇଁ ଦଳର କନିଷ୍ଠ ସିଂହମାନଙ୍କୁ ଘଉଡାଇ ଦିଏ ବା ହତ୍ୟା କରିଦିଏ । ଯଦି ସେ ଦଳର ସିଂହୀମାନେ ଏହାକୁ ସହ୍ୟ ନକରିପାରନ୍ତି ତ ସେମାନେ ଏହାର ମୁକାବିଲା କରନ୍ତି । ଯଦି ସିଂହୀମାନେ ମିଳିମିଶି ସିଂହକୁ ପରାଜୟ କରିଦିଅନ୍ତି ତ ବାଧ୍ୟ ହୋଇ ସିଂହକୁ ଦଳ ଛାଡି ଯିବାକୁ ହୁଏ ଅନ୍ୟଥା ସିଂହ ନିଜ ପ୍ରଭୁତ୍ଵ ବଜାୟ ରଖେ । ମନୁଷ୍ୟ ଓ ସିଂହ :- ସିଂହକୁ ପୁରାତନ ଯୁଗରୁ ମାନବିୟତା ଓ ପରାକ୍ରମର ଚିହ୍ନ ରୂପେ ପରିଗଣିତ କରାଯାଉଅଛି । ସନାତନ ଧର୍ମରେ ବିଷ୍ଣୁ ହିରଣ୍ୟକଶିପୂ ନାମକ ରାକ୍ଷସକୁ ବଧ କରିବାପାଇଁ ନରସିଂହ ଅବତାର ନେଇଥିଲେ ଏବଂ ମାଁ ଦୁର୍ଗାଙ୍କ ବାହନ ମଧ୍ୟ ସିଂହ ସେ ସିଂହ ଉପରେ ବସି ମହିଂଶାସୁରର ବଧ କରିଥିଲେ । ଭାରତର ଅଶୋକ ସ୍ତମ୍ଭରେ 3ଟି ସିଂହମାନଙ୍କ ପ୍ରତିମୁର୍ତୀ ରହିଅଛି ।ଶୀଖ ଧର୍ମାଲବମ୍ବୀମାନଙ୍କ ଶୀର୍ଷକ “ସିଂହ” ଗୁରୁଗୋବିନ୍ଦ ସିଂହଙ୍କ ଦ୍ଵାରାସିଂହଙ୍କଦ୍ଵାରା ସ୍ଵୀକାରୋକ୍ତି କରଯାଇଥିଲା । ଶ୍ରୀଲଙ୍କାବାସୀଙ୍କୁ ସିଂହଳୀ କୁହାଯାଏ ଯାହାର ଅର୍ଥ ମନୁଷ୍ୟ ଯାହା ଶରୀରେ ସିଂହରକ୍ତ ପ୍ରବାହିତ କରେ ଏତଦ୍ବ୍ୟତୀତ ସେମାନଙ୍କ ଜାତୀୟ ପତାକା ଚିହ୍ନ ମଧ୍ୟ ସିଂହ । ସିଙ୍ଗାପୁରର ନାମ ମାଳୟ ଭାଷା ଅନୁଯାଇ ନାମିତ ହୋଇଛି ଏହାର ଅର୍ଥ ସିମହା ପୁର ବା ସିଂହପୁର ଏତଦବ୍ୟତୀତ ରୋମ,ଗ୍ରୀକ,ଚୀନ,ସୁଡାନ ଓ ଇଜିପ୍ଟ ପରି ଦେଶମାନଙ୍କରେ ଅନେକ କିମ୍ବଦନ୍ତୀ ଓ କ୍ରୀର୍ତିମାନ ରହିଅଛି ସିଂହ ନାମରେ ।
 
== ଆଧାର ==
"https://or.wikipedia.org/wiki/ସିଂହ"ରୁ ଅଣାଯାଇଅଛି