"ସାଲବେଗ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ Regular Character Changes
୫୮ କ ଧାଡ଼ି:
 
== ରଚନାବଳୀ ==
ଭକ୍ତି ଯୁଗରେ ଭକ୍ତ ସାଲବେଗଙ୍କ ଗଭୀର ଭକ୍ତି ତାଙ୍କର ଲେଖବାଳିରେ ପ୍ରତିଫଳିତ ହେଇଥିଲା । ମନ୍ଦିରକୁ ପ୍ରବେଶ ନିଷିଦ୍ଧ ହେଇଥିଲେ ମଧ୍ୟ ମନ୍ଦିର ବାହାରେ ଥାଇ ଭକ୍ତି ପ୍ରକଟ କରୁଥିଲେ ସାଲବେଗ । ତାଙ୍କର ଓଡ଼ିଆ ଭଜନ , ଜଣାଣ ସବୁ ଓଡ଼ିଆ ସାହିତ୍ଯର ଅମୂଲ୍ୟ ସମ୍ପଦ ଭାବରେ ଆଜି ଯାଏ ରହିଛି । ତାଙ୍କ ରଚିତ " ଆହେ ନୀଳ ଶଇଳ, ପ୍ରବଳ ମତ୍ତ ବାରଣ ... " ଓଡ଼ିଆ ଭକ୍ତି ସଂଗୀତରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରି ଆଜି ଯାଏ ରେଡିୟୋ , ଟିଭି , ଭକ୍ତି ସଂଗୀତ ଆସର ସବୁଠାରେ ଶୁଣିବାକୁ ମିଳିଥାଏ । ଓଡ଼ିଶାର ସବୁ ପ୍ରସିଦ୍ଧ ଭଜନ ଗାୟକ , ବିଶେଷ କରି ଭିକାରି ବଳଙ୍କ ସୁମଧୁର କଣ୍ଠରେ ଏହି ଭଜନ ଓ ସାଲବେଗଙ୍କ ଅନ୍ୟ ଗୀତ ସବୁ ସାରା ଓଡ଼ିଶାରେ କେଇ ଦଶନ୍ଧି ଧରି ଜନପ୍ରିୟ ରହିଛି । ଏହି ଭଜନଟି ପୁରୀ ଶ୍ରୀମନ୍ଦିରର ଏକ ମୁଖ୍ୟ ରୀତି " ବେଢ ପରିକ୍ରମା "ର ଏକ ସୁନ୍ଦର ବର୍ଣ୍ଣନା । ଏହି ଭଜନର ଶ୍ରୀମନ୍ଦିର ଉପରେ ଜବନ ଆକ୍ରମଣ ସେମାନଙ୍କ ଦ୍ଵାରାସେମାନଙ୍କଦ୍ଵାରା ବାରମ୍ବାର ଶ୍ରୀମନ୍ଦିର ଲୁଟିବା ଓ ମନ୍ଦିର ଅପବିତ୍ର କରିବା ପାଇଁ ପାଇଁ ଆକ୍ରମଣ ମୁଖ୍ୟ ଦେଉଳରୁ ଭଗବାନଙ୍କୁ ରକ୍ଷୟା କରିବାକୁ ସ୍ଥାନାନ୍ତର କରିବା ପରି ଶ୍ରୀମନ୍ଦିରର ଏଇତିହାସିକ ଘଟନାବଳିର ବିଷାଦ ବର୍ଣ୍ଣନା ମଧ୍ୟ ଭକ୍ତ ସାଲବେଗ ଖୁବ ଆବେଗ ସହିତ ଏଥିରେ ସଂଯୋଗ କରିଛନ୍ତି ।
 
== "ଆହେ ନୀଳ ଶଇଳ "ର କିଛି ଉଦ୍ଧୃତି ==
"https://or.wikipedia.org/wiki/ସାଲବେଗ"ରୁ ଅଣାଯାଇଅଛି