"ସର୍ବପଲ୍ଲୀ ରାଧାକୃଷ୍ଣନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଙ୍କ +ଙ୍କ )
ଟିକେ Regular Character Changes
୪୫ କ ଧାଡ଼ି:
 
== ଦର୍ଶନ ==
"The Ethics of Vedants" ନିବନ୍ଧଟି ତତ୍କାଳୀନ ଯୁଗର ବିଶିଷ୍ଟ ଦାର୍ଶନିକ A.G Hoggଙ୍କ ଦ୍ଵାରାHoggଙ୍କଦ୍ଵାରା ଉଚ୍ଚ ପ୍ରଶଂସିତ ହେଇଥଲା । ସେ ୧୯୨୬ ମସିହାରେ ଇଂଲଣ୍ଡ ଯାଇ ମାଞ୍ଚେଷ୍ଟର କଲେଜରେ ଅପଟନ୍ ବକ୍ତୃତାମାଳା (Upton Lectures) ପ୍ରଦାନ କରିଥିଲେ । ତାଙ୍କ ବକ୍ତବ୍ୟର କଥାବସ୍ତୁକୁ ନେଇ ''''HINDU VIEW OF LIFE'''' ନାମକ ପୁସ୍ତକ ପ୍ରଣୟନ କରାଗଲା । [[ଭାରତୀୟ ଦର୍ଶନ କଂଗ୍ରେସ]] ପ୍ରତିଷ୍ଠାରେ ତାଙ୍କର ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ । ବିଶ୍ଵକବି ରବୀନ୍ଦ୍ରନାଥ ଠାକୁର ହୋଇଥଲେ ଏହାର ପ୍ରଥମ ସଭାପତି । ଆନ୍ତର୍ଜାତିକ ଦର୍ଶନ କଂଗ୍ରେସରେ ରାଧାକୃଷ୍ଣନ୍ ଭାରତର ପ୍ରତିନିଧିତ୍ଵ କରିଥିଲେ । ଶ୍ରୀମଦ୍ ଭଗବତ୍ ଗୀତାର ଜ୍ଞାନ-କର୍ମଭକ୍ତିତତ୍ତ୍ଵ ସହ ବୌଦ୍ଧ ମତର ନୈମିତ୍ରୀବାଣୀ ପ୍ରଖ୍ୟାପନ ରାଧାକୃଷ୍ଣନ୍‌ଙ୍କ ବାଗ୍ମୀ ଜୀବନକୁ କରିଥଲା ଉତ୍ସାହପ୍ରଦ । ରାଧାକୃଷ୍ଣନ୍ ଥିଲେ ଗୋଷ୍ଠୀ, ଦଳ ବା ସମ୍ପ୍ରଦାୟର ବହୁ ଉର୍ଦ୍ଧରେ । ସଂକୀର୍ଣ୍ଣତାରୁ ସମ୍ପୂର୍ଣ୍ଣମୁକ୍ତ । ତାଙ୍କର ଉଲ୍ଲେଖନୀୟ କୃତିତ୍ଵକୁ ଗଣନା କରି ବିଶ୍ଵର ଶ୍ରେଷ୍ଠ ନାଗରିକ ଭାବେ ତାଙ୍କୁ ବିବେଚନା କରାଯାଇ ପାରେ ।
 
== ପୁରସ୍କାର ଓ ସମ୍ମାନ ==