"ସମୁଦ୍ରଗୁପ୍ତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗ: ମୋବାଇଲ ୱେବ ବଦଳ
ଟିକେ Regular Character Changes
୩୨ କ ଧାଡ଼ି:
|place of burial =
|}}
'''ସମୁଦ୍ରଗୁପ୍ତ''', ଗୁପ୍ତବଂଶର ଜଣେ ଶାସକ ଥିଲେ । କୁଶାଣ ବଂଶର ପତନପରେ ଉତ୍ତର [[ଭାରତ]] ତ୍ରମଶଃ ଅନେକ କ୍ଷୁଦ୍ର ସ୍ଵାଧୀନ ରାଜ୍ୟରେ ବିଭକ୍ତ ହେବାପରେ ଭାରତର ରାଜନୈତିକ ଏକତା ଓ ସଂହିତା ବ୍ୟାହତ ହୋଇଥିଲା । କିନ୍ତୁ ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀର ପ୍ରାରମ୍ଭରେ [[ଗୁପ୍ତ୍ରବଂଶ]]ର ଅଭ୍ୟୁଦୟ ଫଳରେ ଭାରତରେ ଶାନ୍ତି ଶୃଙ୍ଖଳା ତଥା ରାଜନୈତିକ ଏକତା ପୁନଃପ୍ରତିଷ୍ଠିତ ହୋଇଥିଲା । ସମ୍ଭବତଃ ୩୩୫ ଖ୍ରୀଷ୍ଟାବ୍ଦରେ ପ୍ରଥମ ଚନ୍ଦ୍ରଗୁପ୍ତଙ୍କ ପୁତ୍ର ସମୁଦ୍ରଗୁପ୍ତ ସିଂହାସନ ଆରୋହଣ କରିଥିଲେ । [[ଆଲାହାବାଦ]] ସ୍ତମ୍ଭଲେଖରୁ ତାଙ୍କର ରାଜତ୍ଵ ବିଶେଷତଃ ଦିଗବିଜୟ ସମ୍ଭନ୍ଧରେ ବହୁ ତଥ୍ୟ ଜଣାଯାଏ । ସମୁଦ୍ରଗୁପ୍ତଙ୍କ ରାଜସଭାର ବିଶିଷ୍ଟ କବି ତଥା ସନ୍ଧିବିଗ୍ରହିକ ( ପ୍ରତିରକ୍ଷା ମନ୍ତ୍ରୀ) ହରିସେଣଙ୍କ ଦ୍ଵାରାହରିସେଣଙ୍କଦ୍ଵାରା ଏହି ସ୍ତମ୍ଭଲେଖର ପ୍ରଶସ୍ତି ରଚିତ ହୋଇଥିଲା । <ref>http://www.preservearticles.com/2011081610824/complete-biography-of-samudragupta-the-greatest-ruler-of-india.html</ref>
 
== ସାମ୍ରାଜ୍ୟ ବିସ୍ତାର ==