"ଶୁଚିତ୍ୱ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ଆଧାର: re-categorisation per https://or.wikipedia.org/s/t0f
ଟିକେ Regular Character Changes
୧ କ ଧାଡ଼ି:
{{ଛୋଟ|Sanitation}}
[[Image:EscherichiaColi NIAID.jpg|thumb|230px|[[Escherichia coli|ଇ କୋଲାଇ]] [[ଜୀବାଣୁ]] ବଡ଼ ଆକାରରେ]]
ସ୍ଵାସ୍ଥ୍ୟକର ଉନ୍ନତି ସାଧନ ଓ ଘରୁ ପରିତ୍ୟକ୍ତ ବିଭିନ୍ନ ବିପଦ ଜନକ ପଦାର୍ଥର ଦୂରୀକରଣକୁ '''ଶୁଚିତ୍ତ୍ଵ''' ବା ସାନିଟେସନ (Sanitation) କହନ୍ତି । ଶାରୀରିକ, [[ଅଣୁଜୈବିକ]] ଓ [[ରାସାୟନିକ]] ପଦାର୍ଥ ବିପଦଜନକ ହୋଇପାରେ । ମନୁଷ୍ୟ ଓ ପଶୁଜାତ ମଳ, କଠିନ [[ବର୍ଜ୍ୟ ବସ୍ତୁ]] ଘରୋଇ ବର୍ଜ୍ୟ [[ଜଳ]], [[କାରଖାନା ବର୍ଜ୍ୟ ପଦାର୍ଥ]] ଓ [[କୃଷି ବର୍ଜ୍ୟ ପଦାର୍ଥ]] ସ୍ଵାସ୍ଥ୍ୟ ହାନୀକାରକ ହୁଏ । ସ୍ଵାସ୍ଥ୍ୟହାନୀକର ବିପଦରୁ ରକ୍ଷା ପାଇବା ନିମନ୍ତେ ଯନ୍ତ୍ରୀ ସାହାଯ୍ୟ (ନାଳ, ଭୂତଳ ନାଳ ଓ ବର୍ଜ୍ୟ ଜଳ ପରିସ୍କାର କର୍ମ), ସାଧାରଣ ଯାନ୍ତ୍ରିକ ନିପୁଣତା (ପାଇଖାନା ଓ ସେପ୍ଟିକ ଟାଙ୍କି ତିଆରି) ଓ ବ୍ୟକ୍ତିଗତ ସ୍ଵାସ୍ଥ୍ୟରକ୍ଷା ଅଭ୍ୟାସ (ସାବୁନ ଦ୍ଵାରାସାବୁନଦ୍ଵାରା ହାତ ଧୋଇବା) ଆବଶ୍ୟକ ।

ଡବ୍ଲ୍ୟୁ.ଏଚ.ଓ. ଅନୁସାରେ
:ଶୁଚିତ୍ତ୍ଵ କହିଲେ ସାଧାରଣତଃ ମନୁଷ୍ୟ ମଳ ମୂତ୍ରର ନିରାପଦ ଦୁରୀକରଣ ବ୍ୟବସ୍ଥାକୁ ବୁଝାଏ । ସାରା ପୃଥିବୀରେ ନିଅଣ୍ଟିଆ ଶୁଚିତ୍ତ୍ଵ ଯୋଗୁ ରୋଗ ହୁଏ । ଉନ୍ନତ ଶୁଚିତ୍ତ୍ଵ ଯୋଗୁ ଘରେ ତଥା ଗୋଷ୍ଠୀରେ ଉଲ୍ଲେଖନୀୟ ପ୍ରଭାବ ପଡ଼ୁଥିବା ଦେଖାଯାଉଛି । ରନ୍ଧନଶାଳାର ବର୍ଜ୍ୟ ପଦାର୍ଥ ଓ ଦୂଷିତ ଜଳର ଦୂରୀକରଣ ଦ୍ଵାରାଦୂରୀକରଣଦ୍ଵାରା ଶୁଚିତ୍ତ୍ଵର ରକ୍ଷଣାବେକ୍ଷଣ ହୁଏ ।

ଅନେକ ଗୁଡ଼ିଏ ବିଷ‌ୟ ଶୁଚିତ୍ତ୍ଵ ପରିସରକୁ ଆସେ<ref>[http://www.who.int/topics/sanitation/en/ who.int]</ref> ।

* ଉନ୍ନତ ଶୁଚିତ୍ତ୍ଵ - ଏହା ଘରେ ମନୁଷ୍ୟ ମଳ ଦୂର କରିବା ପରିଚାଳନାକୁ ବୁଝାଏ ।

* ଯଥା ସ୍ଥାନ ଶୁଚିତ୍ତ୍ଵ - ବର୍ଜ୍ୟ ବସ୍ତୁ ସଂଗ୍ରହ କରି ଯେଉଁଠାରେ ନିଷ୍କାସନ କରାଯାଏ, ସେହିଠାରେ ଏହାକୁ ନଷ୍ଟ କରାଯାଏ ।

* ଖାଦ୍ୟ ଶୁଚିତ୍ତ୍ଵ - ଖାଦ୍ୟ ନିରାପତ୍ତା ନିମନ୍ତେ ସ୍ଵାସ୍ଥ୍ୟପ୍ରଦ ପ୍ରକ୍ରିୟା ।

* ପରିବେଶ ଶୁଚିତ୍ତ୍ଵ - ପରିବେଶ ଦ୍ଵାରାପରିବେଶଦ୍ଵାରା ସଂକ୍ରମିତ ରୋଗ ନ ହେବା ନିମନ୍ତେ ପରିଚାଳନା । ବର୍ଜ୍ୟ ଜଳ, କାରଖାନା ବର୍ଜ୍ୟ ବସ୍ତୁ ଓ ଶବ୍ଦ ପ୍ରଦୂଶଣ ରୋକିବା ପରିଚାଳନା ।

* ପରିସ୍ଥିତି ଶୁଚିତ୍ତ୍ଵ - ବର୍ଜ୍ୟ ବସ୍ତୁକୁ ପ୍ରକ୍ରିୟାକରଣ ମାଧ୍ୟମରେ ବ୍ୟବହାର ଉପଯୋଗୀ ପଦାର୍ଥକୁ ପରିବର୍ତ୍ତନ ।
== ଆଧାର ==
"https://or.wikipedia.org/wiki/ଶୁଚିତ୍ୱ"ରୁ ଅଣାଯାଇଅଛି