"ଶିଳ୍ପୀ , ତାମିଲ ଚିତ୍ରକର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
Regular Character Changes
ଟିକେ (Bot: Automated text replacement (- ରୁ +ରୁ , - କୁ +କୁ ))
ଟିକେ (Regular Character Changes)
 
== ଜୀବନୀ ଓ ଜୀବିକା ==
ଶ୍ରୀନିଭାସନ ପ୍ରଥମେ ମାଦ୍ରାସ ସ୍କୁଲ ଅଫ ଆର୍ଟସରେ ଶିକ୍ଷ୍ୟା ପ୍ରାପ୍ତ ହେଇ ପରେ ଚେନ୍ନଇ ସ୍ଥିତ  ସରକାରୀ ସୂକ୍ଷ୍ମ କଳା ମହାବିଦ୍ୟାଳୟ ସେ କାଳି ଓ କଲମ ଦ୍ଵାରାକଲମଦ୍ଵାରା ଅଙ୍କନରେ ଦକ୍ଷ୍ୟତା ହାସଲ କରିଥିଲେ । .<ref>{{cite web|first=Vijay|title=Silpi - An Artist Par Excellence|url=http://poetryinstone.in/lang/en/2008/10/21/silpi-an-artist-par-excellance.html|publisher=Poetry in Stone}}</ref>
 
ଆନନ୍ଦ ଭିକାତନ ମେଗାଜିନରେ ଶ୍ରୀନିଭାସନ ରାଜନୈତିକ ଓ ସାମାଜିକ ବିଷୟବସ୍ତୁକୁ ନେଇ ଅଙ୍କନ ମାନ ପ୍ରକାଶ କରୁଥିଲେ । ତତ୍ କାଳୀନ ବରିଷ୍ଠ ଚିତ୍ରକାର ମାଳୀଙ୍କ ତତ୍ବାବଧାନରେ ସେ ଅଙ୍କନ କରୁଥିଲେ ଓ ମାଳୀ ହିଁ ତାଙ୍କୁ " ଶିଳ୍ପୀ" ନାମ ଦେଇଥିଲେ । ସେ ନିଜେ ଜଣେ ନିଷ୍ଠାପର ଭକ୍ତ ହେଇଥିବାରୁ ହିନ୍ଦୁ ମନ୍ଦିର ତଥା ଦେବାଦେବୀଙ୍କ ଚିତ୍ର ଅଙ୍କନରେ ଖୁବ ମନ ଦଉଥିଲେ । 
୩୮,୭୦୪

ଗୋଟି ସମ୍ପାଦନା