"ଶବ୍ଦ (ଧ୍ୱନି)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: । → । (29) using AWB
ଟିକେ Regular Character Changes
୧ କ ଧାଡ଼ି:
{{About|ଧ୍ଵନି ତରଙ୍ଗ 'ଶବ୍ଦ'||ଶବ୍ଦ}}
{{ଛୋଟ|Sound}}
'''ଶବ୍ଦ''' ହେଉଛି ଏକ ଯାନ୍ତ୍ରିକ ତରଙ୍ଗ ଯାହା କଠିନ, ତରଳ କିମ୍ବା ବାଷ୍ପରେ ଚାପର କମ୍ପନ ଦ୍ୱାରାକମ୍ପନଦ୍ୱାରା ପ୍ରେରିତ ହୋଇ ଶୁଣି ପାରିବା ଭଳି ବାରମ୍ବାରତାରେ କର୍ଣଗୋଚର ହୁଏ ।
 
== ଶବ୍ଦ ସଂଚରଣ ==
ଶବ୍ଦ ହେଉଛି ଚାପରେ ପରିବର୍ତ୍ତନର ତରଙ୍ଗ ଯାହା ବାୟୁ ଓ ଜଳ ପରି ସଂକୋଚନୀୟ ମାଧ୍ୟମ ଦେଇ ଗତି କରେ । (ଶବ୍ଦ କଠିନ ଦେଇ ମଧ୍ୟ ଗତି କରିପାରେ, କିନ୍ତୁ ସଂଚରଣର ମୋଡ‍ ଅଲଗା ହୁଏ । ) ସଂଚରଣ ବେଳେ ତରଙ୍ଗ ପ୍ରତିଫଳିତ, ପ୍ରତିସରିତ କିମ୍ବା ବିଘଟିତ ହୋଇପାରେ ।
 
ଶବ୍ଦ ସଂଚରଣ ସାଧାରଣତଃ ତିନୋଟି କାରଣ ଦ୍ୱାରାକାରଣଦ୍ୱାରା ପ୍ରଭାବିତ ହୁଏ:
 
* ସାନ୍ଦ୍ରତା ଓ ଚାପ ମଧ୍ୟରେ ଥିବା ସମ୍ପର୍କ । ଏହି ସମ୍ପର୍କ, ତାପମାତ୍ରା ଦ୍ୱାରାତାପମାତ୍ରାଦ୍ୱାରା ପ୍ରଭାବିତ ହୋଇ ମାଧ୍ୟମରେ ଶବ୍ଦର ଗତି ନିରୂପଣ କରେ ।
* ସଂଚରଣ ମାଧ୍ୟମର ନିଜସ୍ୱ ଗତି ଦ୍ୱାରାଗତିଦ୍ୱାରା ମଧ୍ୟ ପ୍ରଭାବିତ ହୁଏ । ଉଦାହରଣ ସ୍ୱରୂପ, ବାୟୁରେ ଶବ୍ଦର ଗତି । ଶବ୍ଦର ଗତିକୁ ଛାଡିଲେ, ଯଦି ମାଧ୍ୟମ ଗତି କରୁଥାଏ, ଶବ୍ଦ ଅଧିକ ଗତିଶୀଳ ହୁଏ ।
* ମାଧ୍ୟମର ଘନତ୍ୱ ମଧ୍ୟ ଶବ୍ଦତରଙ୍ଗର ଗତିକୁ ପ୍ରଭାବିତ କରେ । ଏହା ଶବ୍ଦର ଗତିରେ ବିଘଟନ ସୃଷ୍ଟି କରେ । ବାୟୁ ଓ ଜଳ ପରି ମାଧ୍ୟମ ପାଇଁ ଘନତ୍ୱ ଯୋଗୁ ଗତିରେ ବିଘଟନ ନଗଣ୍ୟ ।
 
୧୫ କ ଧାଡ଼ି:
 
== ଶବ୍ଦର ଧାରଣା ==
ପ୍ରତ୍ୟେକ ଜୀବ କ୍ଷେତ୍ରରେ ଶବ୍ଦର ଅନୁଭବ କିଛି ବାରମ୍ବାରତା ମଧ୍ୟରେ ସୀମିତ ଥାଏ । ମାନବ ପାଇଁ ୨୦ ହର୍ଜ୍‌ରୁ ୨୦,୦୦୦ ହର୍ଜ୍ ହେଉଛି ସାଧାରଣ ପରିସର, ଯଦିଓ ଏହା ନିର୍ଦ୍ଦିଷ୍ଟ ନୁହେଁ । ଉର୍ଦ୍ଧ୍ୱ ସୀମା ବୟସ ବଢିବା ସହିତ କମେ । ଅନ୍ୟ ଜୀବମାନଙ୍କର ଶୁଣିବାର ଅଲଗା ପରିସର ଥାଏ । ଦୃଷ୍ଟାନ୍ତ ସ୍ୱରୂପ, କୁକୁରମାନେ ୨୦ କିଲୋହର୍ଜ୍‌ରୁ ଅଧିକ ଶବ୍ଦ ଶୁଣି ପାରନ୍ତି, ମାତ୍ର ୪୦ ହର୍ଜ୍‌ରୁ କମ୍ ଶବ୍ଦ ଶୁଣି ପାରନ୍ତି ନାହିଁ । ନିଜ ଶ୍ରବଣ ଇନ୍ଦ୍ରିୟକୁ ବ୍ୟବହାର କରି ବିଭିନ୍ନ ଜୀବ ବିପଦ ଚିହ୍ନଟ, ପଥପ୍ରଦର୍ଶନ, ଶିକାର ଓ ଯୋଗାଯୋଗ ପରି କାମ କରିଥାନ୍ତି । ପୃଥିବୀର ବାୟୁମଣ୍ଡଳ, ଜଳ ଏବଂ ଅଗ୍ନି, ବର୍ଷା, ପବନ, ଭୂକମ୍ପ ଭଳି ପ୍ରାକୃତିକ ପ୍ରକ୍ରିୟା ନିର୍ଦ୍ଦିଷ୍ଟ ଶବ୍ଦ ସୃଷ୍ଟି କରନ୍ତି । ବେଙ୍ଗ, ପକ୍ଷୀ, ଜଳଜ ଓ ସ୍ଥଳଜ ସ୍ତନ୍ୟପାୟୀମାନଙ୍କ ପରି ଅନେକ ଜୀବଙ୍କର ଶବ୍ଦ ସୃଷ୍ଟି କରିବାର ବିଶେଷ ଅଙ୍ଗ ଥାଏ । କିଛି ଜୀବ କଥା କୁହନ୍ତି ଓ ଗୀତ ମଧ୍ୟ ବୋଲନ୍ତି । ମାନବମାନେ ତ ସଂଗୀତ, ଟେଲିଫୋନ୍, ରେଡିଓ ଭଳି ବିଦ୍ୟା ଦ୍ୱାରାବିଦ୍ୟାଦ୍ୱାରା ଶବ୍ଦ ସୃଷ୍ଟି, ରେକର୍ଡ୍, ପ୍ରେରଣ ଓ ପ୍ରସାରଣ ମଧ୍ୟ କରିଥାନ୍ତି । ମାନବର ଶବ୍ଦ ଗ୍ରହଣର ବିଜ୍ଞାନକୁ ସାଇକୋଆକୋଷ୍ଟିକ୍‌ସ୍ କୁହାଯାଏ ।
 
== ଶବ୍ଦର ବିଜ୍ଞାନ ==