"ଲିଥିୟମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରୁ +ରୁ )
ଟିକେ Regular Character Changes
୧ କ ଧାଡ଼ି:
{{ଛୋଟ|Lithium}}
{{Infobox lithium}}
'''ଲିଥିୟମ''' (ଏହା [[ଗ୍ରୀକ ଭାଷା|ଗ୍ରୀକ]] ଶବ୍ଦ ''ଲିଥୋସ୍ / Lithos''ରୁ ଅସିଛିମାନେ 'ପଥର') ହେଉଛି ଏକ ନରମ, ରୂପା ଭଳି ଧଳା ଦେଖାଯାଉଥିବା [[ଧାତୁ]] ଯାହାର ପ୍ରତୀକ <big>Li</big> ଓ [[ପରମାଣୁ କ୍ରମାଙ୍କ]] ୩ ଅଟେ । ଏହା ଏତେ ନରମ ଯେ ଏହାକୁ ଛୁରି ଦ୍ଵାରାଛୁରିଦ୍ଵାରା ମଧ୍ୟ କଟା ଯାଇପାରିବ । ଏହା ଅନ୍ୟ ଧାତୁ ଗୁଡ଼ିକ ମଧ୍ୟରେ ସବୁଠାରୁ ହାଲୁକା କିନ୍ତୁ ଏହା ସାନ୍ଧ୍ରତା (density) [[ଜଳ]]ର ଅର୍ଦ୍ଧେକ ଅଟେ । ( [[ବିଗ୍ ବ୍ୟାଙ୍ଗ୍‌]]ର ପ୍ରଥମ କ୍ଷଣରେ ତିଆରି ତିନୋଟି ଧାତୁ ଭିତରୁ ଲିଥିୟମ ଅନ୍ୟତମ । ଅନ୍ୟଦୁଇଟି ହେଲେ [[ଉଦଜାନ]] ଓ [[ହିଲିଅମ]] - ଜୋତିର୍ବିଦଙ୍କ ଅନୁସାରେ ଏହି ଦୁଇଟି ମୌଳିକର ପରିମାଣ ଲିଥିୟମ ଠାରୁ ଅନେକ ଗୁଣରେ ଅଧିକ । )
 
== ଧର୍ମ ==
"https://or.wikipedia.org/wiki/ଲିଥିୟମ"ରୁ ଅଣାଯାଇଅଛି