"ଲରମ୍ଭା ମହାବିଦ୍ୟାଳୟ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Bot: Automated text replacement (- ରୁ +ରୁ , - ଠାରେ +ଠାରେ , - କୁ +କୁ ) |
ଟିକେ Regular Character Changes |
||
୩ କ ଧାଡ଼ି:
'''ଲରମ୍ଭା କଲେଜ''' , ଓଡ଼ିଶା ରାଜ୍ୟର [[ବରଗଡ଼ ଜିଲ୍ଲା|ବରଗଡ]] ଜିଲ୍ଲା ଅଧୀନ ଲରମ୍ଭାଠାରେ ଅବସ୍ଥିତ ।
ଜାତୀୟ ରାଜପଥ ୬ର ଗୋଡଭଗା ଛକ ଠାରୁ ଗୋଡଭଗା ସୋନପୁର ରାଜ୍ୟ ରାଜପଥରେ ୦.୭୫ କିଲୋମିଟର ଗଲେ ଏହି କଲେଜ ପଡେ । ଏହି କଲେଜ ପଶ୍ଚିମ ଓଡ଼ିଶାର ଏକ ସର୍ବପୁରତନ ସମ୍ପୂର୍ଣ ଡିଗ୍ରୀ କଲେଜ ଓ ଓଡ଼ିଶା
ପ୍ରଥମରୁ ଏକ ବିଜ୍ଞାନ କଲେଜ ହିସାବରେ ଆରମ୍ଭ ହେଇଥିବା କଲେଜରେ ବର୍ତମାନ ଆର୍ଟସ ବିଭାଗ ରହିବା ସହ ବିଭିନ୍ନ ବିଷୟରେ ସମ୍ମାନର ସୁବିଧା ଉପଲବ୍ଧ । ଏହି କଲେଜର ଏକ ଉଛତର ମାଧ୍ଯମିକ ବିଭାଗ ମଧ୍ୟ ସ୍ଵତନ୍ତ୍ର ଭାବରେ ଅଛି ।
୯ କ ଧାଡ଼ି:
ଉଭୟ ବାଳକ ଓ ବାଳିକାଙ୍କ ପାଇଁ ଏହି କଲେଜରେ ପର୍ଯ୍ୟାପ୍ତ ହଷ୍ଟେଲର ସୁବିଧା ଥାଇ ଏକ ସୁନ୍ଦର ଖେଳ ପଡିଆ ( mini stadium ) ମଧ୍ୟ ରହିଛି ।
NAAC (National Assessment and Accreditation Council )
== ବାହ୍ୟ ସଂଯୋଗ ==
|