"ଲଜ୍ଜା (ଉପନ୍ୟାସ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ Regular Character Changes
୧ କ ଧାଡ଼ି:
{{Infobox Book|name=ଲଜ୍ୟା|author= ତସଲିମା ନସରିନ |release_date=୧୯୯୩|pages=୩୦୨|oclc=37322498|image=Cover of Book named Lajja.jpg <!--prefer 1st edition-->|country=[[Bangladesh|ବଙ୍ଗଳାଦେଶ]]|language=[[Bengali language|<nowiki/>]][[ବଙ୍ଗାଳୀ]]|genre=[[Novel|ଉପନ୍ୟାସ]]|media_type=Print ([[Hardcover|Hardback]] & [[Paperback]])|isbn=1-57392-165-3|ISBN=1-57392-165-3|dewey=891.4/437 21|congress=PK1730.3.A65 L3513 1997}}
'''''ଲଜ୍ୟା '''''({{Lang-bn|লজ্জা}} ''Lôjja'') (''Shame'') [[ତସଲିମା ନସରିନ]]<nowiki/>ଙ୍କ ଦ୍ଵାରାଙ୍କଦ୍ଵାରା ଲିଖିତ ଏକ ବଙ୍ଗାଳୀ ଉପନ୍ୟାସ । ବଙ୍ଗାଳୀରେ ବହିର ନାମ ''ଲୋଜା '' ଯାହା ବିଭିନ୍ନ ଭାରତୀୟ ଭାଷାରେ ଲଜ୍ୟା  ଭାବେ ପରିଚିତ । ବହିଟି ୧୯୯୩ ମସିହାରେ ବଙ୍ଗଳାଦେଶରେ ପ୍ରକାଶିତ ହେଇଥିଲା ଓ ନିଷିଦ୍ଧ କରଯାଇଥିଲା ।<ref>[https://query.nytimes.com/gst/fullpage.html?res=9904E1D9143AF93BA35755C0A962958260 Bangladesh Seeks Writer, Charging She Insults Islam], ''New York Times'', 8 June 1994.</ref><ref>[https://www.nytimes.com/books/97/05/11/reviews/30906.html Book Review], ''New York Times'', 28 August 1994.</ref>  ପ୍ରକାଶ ପାଇବାର ୬ ମାସ ଭିତରେ ବହିର ୫୦,୦୦୦ ସଂସ୍କରଣ ବିକ୍ରି ହେଇଥିଲା । <ref>[https://query.nytimes.com/gst/fullpage.html?res=9E05E0DA143DF930A25750C0A962958260&sec=&spon=&pagewanted=4 ENCOUNTERS; Crossing Cultures: The Complex Life of a Man of All Things] ''New York Times'', 13 March 1994.</ref>  ବଙ୍ଗଳାଦେଶରେ ନିଜ ଜୀବନ ପ୍ରତି ବିପଦ ଦେଖି ଓ ଇସ୍ଲାମିକ ସଂଗଠନରୁ ବାରମ୍ବାର ଧମକ ପାଇଥିବାରୁ ତସଲିମା ବାଂଲାଦେଶ ପଳାୟନ କରିଥିଲେ ।<ref>[https://query.nytimes.com/gst/fullpage.html?res=9904E1D71F3CF935A35754C0A962958260 Censorship by Death] ''New York Times'', 6 July 1994.</ref>
 
ନସରିନ ବହିଟିକୁ ଭାରତର ଉପ-ମହାଦେଶରେ ବାସ  କରୁଥିବା ସମସ୍ତଙ୍କୁ ସମର୍ପଣ କରିଥିଲେ।