"ରାୟଗଡ଼ା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଙ୍କ +ଙ୍କ )
ଟିକେ Regular Character Changes
୭୬ କ ଧାଡ଼ି:
 
== ଭୂଗୋଳ ==
ନଦ ନଦୀ, ଝରଣା ଓ ପ୍ରପାତ ତଥା ଜଙ୍ଗଲରେ ଭରପୁର ଏହି ଜିଲ୍ଲାରେ ଆଦିବାସୀ ଜନସଂଖ୍ୟା ଅପେକ୍ଷାକୃତ ଅଧିକ । ରାୟଗଡ଼ାର ଭୋଗୋଳିକ ଅବସ୍ଥାନ ହେଉଛି, ଅକ୍ଷାଂଶ = ୧୯° ୧୦′ ୧୨″ ଉ:, ଦ୍ରାଘିମା = ୮୩° ୨୫′ ୧୨″ ପୂ: । ଏହାର ପଶ୍ଚିମ ଦିଗରେ ଝଂଜାବତି ନଦୀ ଏବଂ ପୂର୍ବରେ [[ନାଗାବଳୀ ନଦୀ]] ବହିଯାଉଅଛି । ସହରଟି ରାଜ୍ୟ ରାଜଧାନୀ ଭୂବନେଶ୍ଵରଠାରୁ ୩୯୦କି.ମି.  ଦୂରରେ ଅବସ୍ଥିତ ଏବଂ ଏହା ରେଳପଥ ଦ୍ଵାରାରେଳପଥଦ୍ଵାରା [[ଭୁବନେଶ୍ଵର]], [[ଜୟପୁର, କୋରାପୁଟ|ଜୟପୁର]], [[ବିଶାଖାପାଟଣା]], [[ରାୟପୁର]], [[କୋରାପୁଟ]], [[କୋଲକାତା]], [[ଚେନ୍ନାଇ]], [[ବାଙ୍ଗାଲୋର]], [[ମୁମ୍ବାଇ]], [[ହାଇଦରାବାଦ]] ଓ [[ଦିଲ୍ଲୀ]] ସହ ସଂଯୁକ୍ତ ।
 
==ଶିକ୍ଷା ଓ ସଂସ୍କୃତି==
"https://or.wikipedia.org/wiki/ରାୟଗଡ଼ା"ରୁ ଅଣାଯାଇଅଛି