"ରାଷ୍ଟ୍ରପତି ଭବନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରୁ +ରୁ , - କୁ +କୁ )
ଟିକେ Regular Character Changes
୨୩ କ ଧାଡ଼ି:
==ଅଭିକଳ୍ପନା==
 
[[ଦିଲ୍ଲୀ]]ଦରବାର ବର୍ଷ ୧୯୧୧ରେ ଭାରତର ରାଜଧାନୀକୁ ତତ୍କାଳୀନ କଲିକତାରୁ ସ୍ଥାନାନ୍ତରିତ କରି ଦିଲ୍ଲୀ ଆଣିବାର ନିର୍ଣ୍ଣୟ କରାଗଲା । ଏହି ନିର୍ଣ୍ଣୟ ୧୨ ଡିସେମ୍ବରକୁ ''ଜର୍ଜ ପଞ୍ଚମ''' ଦ୍ୱାରା ଘୋଷିତ କରାଗଲା । ଏହି ଯୋଜନାକୁ ଗଭର୍ନର ଜେନେରାଲଙ୍କ ମତକୁ ପ୍ରଧାନ ଏବଂ ଅତୀବ ବିଶେଷ ଦର୍ଜା ଦିଆଗଲା ।
ଏହାର ମୂଳ ଯୋଜନା ଅନୁସାରେ , କିଛି ଏପରି ତିଆରି କରିବାର ଥିଲା ଯାହା କି ପୂର୍ବ ଏବଂ ପାଶ୍ଚାତ୍ୟ ଶୈଳୀର ମିଶ୍ରଣ ଅଟେ । କିଛି ଲୋକଙ୍କ ରାୟରେ ଏହା ବହୁ ପରମ୍ପରା ଗତ ଶୈଳୀରେ ହେବାର ଥିଲା , ଯାହା ପ୍ରାଚୀନ ଶାଳୀରେ ହେବାର ଥିଲା । କିନ୍ତୁ ଏହା ଭାରତରେ ସ୍ପଷ୍ଟତଃ ପାଶ୍ଚାତ୍ୟ ଶକ୍ତି ପ୍ରଦର୍ଶନ ହୋଇଥାନ୍ତା , ଯାହା ଅମାନ୍ୟ ଥିଲା । ସେଇଠାରେ ଦ୍ଵିତୀୟ ପାର୍ଶ୍ୱରେ ବହୁ ଲୋକଙ୍କର ମତ ଥିଲା କି , ଏହା ପୁର୍ନତଃ ଭାରତୀୟ ସ୍ଥାପତ୍ୟକଳାର ଅଟେ । ଏହି ଦ୍ଵୟର ମିଶ୍ରଣରେ ବହୁ ଅନୁପାତ ପ୍ରସ୍ଥାବିତ ଥିଲା । ତା'ପରେ ବାଇଶରାୟ କହିଲେ ଯେ, ମହଲ ପରମ୍ପରା ଗତ ହେବ କିନ୍ତୁ ଭାରତୀୟ ମୋଟୀଫ ବିନା । ଏହା ସେଠାରେ ଅଭିକଳ୍ପନା ଥିଲା , ଯାହା ମୂର୍ତ ରୂପେ ଆଜି ଠିଆ ହୋଇଛି । ଏହି ମହଲ ପାଖାପାଖି ସେହି ରୂପେ ତିଆରି ହୋଇଛି ଯାହା କି ଲୁଟ୍ୟନ୍ସ, ବେକରଙ୍କୁ ଶିମଳାରୁ ୧୪ ଜୁନ ୧୯୧୨ରେ ପଠେଇଥିଲେ । ଲୁଟ୍ୟନ୍ସଙ୍କ ଅଭିକଳ୍ପନା ବୃହତ ରୂପେ ପରମ୍ପରା ଗତ ଥିଲା ।
ଲୁଟ୍ୟନ୍ସ ଓ ବେକର, ଯାହାଙ୍କୁ ବାଇସରାୟ ହାଉସ ଏବଂ ସଚିବାଳୟର କାର୍ଯ୍ୟ ଭାର ଦିଆଗଲା , ସେମାନେ ଅରମ୍ଭରରେ ବହୁ ସହୃଦୟରେ କାମକଲେ ତା'ପରେ ନିଜ ନିଜ ଭିତରେ ଝଗଡା କଲେ । ଆରମ୍ଭିକ ଯୋଜନା ଅନୁସାରେ ବାଇସରାୟ ହାଉସକୁ ରାଜ୍ୟସେନାର ପାହାଡି ଉପରେ ତିଆରି କରି ଦୁଇ ସଚିବାଳୟ ତଳେ ତିଆରି କରିବାର ଥିଲା । ପରେ ସଚିବାଳୟକୁ ୪୦୦ ଗଜ ପଛକୁ ଟାଣି ପାହାଡି ଉପରେ ତିଆରି କରିବା ଲାଗି ନିଷ୍ପତି ନିଆଗଲା । ଲୁଟ୍ୟନ୍ସଙ୍କ ଯୋଜନା ଅନୁସାରେ ଭବନ ଏକାକୀ ଉଞ୍ଚାରେ ସ୍ଥିତ ହୋଇଥାନ୍ତା , ଯେପରି ସଚିବାଳୟ କାରଣରୁ ନିଜ ମୂଳ ଯୋଜନାରୁ ପଛକୁ ଖସିଯିବାକୁ ପଡିଲା , ତା'ସହ ଆଗରେ ଦୁଇ ସଚିବାଳୟଙ୍କୁ ଛିଡା ହେବାକୁ ପଡିଲା । ଏହା ତାଙ୍କ ବିବାଦର କାରଣ ଥିଲା । ଏହି ମହଲର ପୂର୍ଣ୍ଣ ହେବା ପରେ ଲୁଟ୍ୟନ୍ସ ବେକାରରେ ଭଲ ଲଢେଇ କଲେ , କାରଣ ବାଇସରାୟ ହାଉସର ଦୃଶ୍ୟ , ସଡକର ଉଚ୍ଚା କୋଣ କାରଣରୁ ବାଧିତ ହୋଇଯାଇଥିଲା ।
୩୪ କ ଧାଡ଼ି:
 
==ଭାରତୀୟ ରୂପାଙ୍କନ"==
ଇମାରତ ଉପରେ ଭାରତୀୟ ସ୍ଥାପତ୍ୟ କଳାର ଏକ ଅଭିନ୍ନ ଅଙ୍ଗ ରହିଛି । ଇମାରତରେ ବିଭିନ୍ନ ଭାରତୀୟ ଡିଜାଇନ ଡାଳ ଯୋଡ଼ା ଯାଇଅଛି । ଏଥିରେ ବହୁତ ଗୋଲାକାର ପରାତ / କୁଣ୍ଡ ରୂପୀ ଘେର ଚିତ୍ରିତ ହୋଇଛି, ଯାହା କି ଭବନ ଉପରେ ଲଗା ହୋଇଛି । ଏହା ଭାରତୀୟ ସ୍ଥାପତ୍ୟର ଅଭିନ୍ନ ଅଙ୍ଗ ଅଟେ । ଏଠାରେ ପରମ୍ପରାଗତ ଭାରତୀୟ ଚଜ୍ଜେ ମଧ୍ୟ ରହିଛି , ଯାହା କି ଆଠ ଫୁଟ ଦ୍ୱାରରୁ ବାହାରକୁ ବହିରିଛି ଏବଂ ତଳେ ପୁଷ୍ପକୃତିରେ ସମ୍ପନ୍ନ ହୋଇଛି । ଏହା ଭବନକୁ ସିଧା ସୂର୍ଯ୍ୟାଲୋକ ଝରକାରେ ପଡିବା ଦ୍ୱାରାପଡିବାଦ୍ୱାରା ଏବଂ ମୌସମୀରେ ବର୍ଷା ଜଳରୁ ଅଟକାଇ ଥାଏ । ଛାତ ଉପରେ ତିଆରି ହୋଇଥିବା ବହୁ ଛତା , ଭବନର ଛାତର ପର ଭାଗକୁ , ଯେଉଁଠାରେ ମୁଖ୍ୟ ଗୁମ୍ବଦ ତିଆରି ହୋଇନାହିଁ , ସେଇଠାରେ ସପାଟ ଦୃଶ୍ୟ ହେବାରୁ ଅଟକାଇ ଥାଏ । ଲୁଟ୍ୟନ୍ସ ବହୁ ଭାରତୀୟ ଶୈଳୀର ନମୁନାକୁ ଉପଯୁକ୍ତ ସ୍ଥାନରେ ପ୍ରୟୋଗ କରିଛନ୍ତି , ଯାହା ବହୁ ପ୍ରଭାବ ଶାଳୀ ହୋଇପାରିଛି । ଏଥିରୁ କିଛି ଅଛି, ବାଗରେ ତିଆରି ନାଗ, ସ୍ତମ୍ଭରେ ତିଆରି ଧ୍ୱଜ ହାତୀ (ଚିତ୍ରିତ) ଏବଂ ଛୋଟ ସ୍ତମ୍ଭରେ ଚିତ୍ରିତ ବସିଥିବା ସିଂହ । ବ୍ରିଟିଶ ଶିଳ୍ପକାର '''ଚାର୍ଲସ ସର୍ଜିୟେଣ୍ଟ ଜୌଗର''', ଯିଏ ନିଜ ଦ୍ୱାରାନିଜଦ୍ୱାରା ପ୍ରସ୍ତୁତ ବହୁ ଯୁଦ୍ଧ ସ୍ମାରକ ପାଇଁ ଜଣା ଯା'ନ୍ତି , ସେ ହିଁ ବାହାର ଦ୍ୱାରରେ ତିଆରି ହାତୀ ମାନଙ୍କୁ ସଜେଇଥିଲେ । ଏହା ସହିତ [[ଜୟପୁର ସ୍ତମ୍ଭ]] ନିକଟର ପୂର୍ଣ୍ଣ ବାସ ରିଲିଫ ମଧ୍ୟ ସେ ତିଆରି କରିଥିଲେ ।
<ref name=" हस्से ">{{cite |author= क्रिस्टोफर हस्से |title= द लाइफ ऑफ सर एड्वर्ड लूट्यन्स |publisher= एन्टीक कलेक्टर्स क्लब |year=1953 }} ISBN 0-907462-59-6</ref>.
 
୪୯ କ ଧାଡ଼ି:
 
ପ୍ରାସାଦର ଖାକା ଏକ ବୃହତ ବର୍ଗରେ ତିଆରି ହୋଇଛି । ଯଦିଓ ଏଠାରେ ଅନେକ ଅଗଣା ରହିଛି । ଏଠାରେ ବାଇସରାୟ ପାଇଁ ପୃଥକ ସ୍କନ୍ଧ ରହିଛି ।
ବାଇସରାୟ ସ୍କନ୍ଧ ନିଜ ନିଜଉପରେ , ଏକ ଅଲଗା ଚାରୋଟି ଘର ରହିଛି, ଯେଉଁଥିରେ ନିଜର ଅଗଣା ରହିଛି । ଏହା ଏତେ ବଡ ଅଟେ କି , ଭାରତର ପ୍ରଥମ [[ରାଷ୍ଟ୍ରପତି]] '''''ଡ଼ଃ . [[ରାଜେନ୍ଦ୍ର ପ୍ରଶାଦ]]''''' ଏଠାରେ ନରହି , ପାହୁନା ସ୍କନ୍ଧରେ ରହିବାକୁ ପସନ୍ଦ କଲେ । ଏହି ପରମ୍ପରା ତାଙ୍କର ଅନ୍ତରାଧୀ କାରୀ ମାନଙ୍କ ଦ୍ୱାରାମାନଙ୍କଦ୍ୱାରା ମଧ୍ୟ ଅନୁଗାମିତ ହେଲା । ପ୍ରାସାଦର ମୁଖ୍ୟ ଭାଗର କେନ୍ଦ୍ରରେ , ମୁଖ୍ୟ ଗୁମ୍ବଦର ଠିକ ତଳେ ଦରବାର ଢାଲ ରହିଛି , ଯାହାକୁ ବ୍ରିଟିଶ କାଳରେ ରାଜଗାଦି କକ୍ଷ କୁହାଯାଉଥିଲା । ସେତେବେଳେ ବାଇସରାୟ ଏବଂ ତାଙ୍କ ପତ୍ନୀଙ୍କ ପାଇଁ ରାଜଗଦ୍ଦୀ ଥିଲା । ଏଠାକାର ସ୍ତମ୍ଭ ମଧ୍ୟ ବାହାରର ମୁଖ୍ୟ ସ୍ତମ୍ଭ ପରି ଅଟେ, ଉପରେ ଘଣ୍ଟି ଏବଂ ଖଡ଼ି ରେଖା ପରି ବୋର୍ଡର ରହିଛି । କାନ୍ଥ ଉପରେ ମଧ୍ୟ ଏହା ରହିଛି ।
 
<div style="text-align: center;">
୬୧ କ ଧାଡ଼ି:
[[File:Rashtrapati Bhawan illuminated 2010 ashish17.JPG|thumb|Rashtrapati Bhavan<br>illuminated for [[Indian Republic Day]]ମୁଖ୍ୟ ଗୁମ୍ବଦ|ଗଣତନ୍ତ୍ର ଦିବସରେ ପ୍ରକାଶିତ ଗୁମ୍ବଦ ]]
 
ମଧ୍ୟବତୀ ''ଗୁମ୍ବଦ'' ଭାରତୀୟ ଏବଂ ବ୍ରିଟିଶ ଶୈଳୀର ମିଶ୍ରଣ ଅଟେ । କେନ୍ଦ୍ରରେ ଏକ ଉଞ୍ଚା ତାମ୍ର ଗୁମ୍ବଦ ରହିଛି , ଯାହା ସମଗ୍ର ଇମାରତରେ ଅଲଗା ଦେଖାଯାଏ ଏବଂ ଏକ ଉଞ୍ଚା ଢୋଲାକାର କିମ୍ବା ବେଲଣା କାର ଢାଞ୍ଚ ଉପରେ ସ୍ଥିତ ରହିଛି । ଭବନର ଚାରି କୋଣ ମଧ୍ୟର କର୍ଣ୍ଣ ରେଖା ମଧ୍ୟରେ ଏହି ଗୁମ୍ବଦ ସ୍ଥିତ ରହିଛି । ଏହା ପୁରା ଭବନର ଦୁଇଗୁଣା ଉଞ୍ଚା ଗୁମ୍ବଦ ଅଟେ । ୧୯୧୩ ମସିହାରେ ଭବନର ଯୋଜନାରେ ଯାହା ଏହାର ଉଞ୍ଚା ଥିଲା , ତାହା ''ଲର୍ଡ ହାଡିଙ୍ଗ''ଙ୍କ ଦ୍ଵାରାଙ୍କଦ୍ଵାରା ବଢ଼ା ଯାଇଥିଲା । ଏହି ଗୁମ୍ବଦରେ ପରମ୍ପରା ଗତ ଏବଂ ଭାରତୀୟ ଶୈଳୀର ମିଶ୍ରଣ ରହିଛି । ଲୁଟ୍ୟନ୍ସଙ୍କ ଅନୁସାରେ , ଏହି ରୂପ [[ରୋମ]]ର ପାନ୍ଥିରୁ ବାହାରିଛି , କିନ୍ତୁ ଏହା ମଧ୍ୟ ସମ୍ଭବ ଯେ କି, ତାହାର (ସାଞ୍ଚି ସ୍ତୁପ)ର ପ୍ରେରଣାରେ ପ୍ରସ୍ତୁତ ହୋଇଛି । ଏହି ଗୁମ୍ବଦକୁ ଘେରି ରହିଥିବା ଏକ ଦ୍ୱାର ମଣ୍ଡପ ତିଆରି ହୋଇଛି , ଯେଉଁଥିରେ ସମାନ ସ୍ଥିତି ସମ୍ଭବ ହୋଇଛି , ଯାହା ଗୁମ୍ବଦକୁ ଉଠାଇଛି ଏବଂ ଏହି ସ୍ତମ୍ଭ ମାନଙ୍କ ମଝିରେ ଖାଲି ସ୍ଥାନ ରହିଛି । ଏହା ଗୁମ୍ବଦର ସମସ୍ତ ପାର୍ଶ୍ୱରେ ରହିଛି । ଏହା କାରଣରୁ ହିଁ, ଏହି ଗୁମ୍ବଦ ଯେ କୌଣସି କୋଣରୁ ଦେଖିବା ଦ୍ୱାରାଦେଖିବାଦ୍ୱାରା , ଯଦି ଗରମର ଟିକେ ଭି ଅନୁଭବ ମୌସମୀରେ ପ୍ରକାଶିତ ହୁଏ ତେବେ ପହଁରିବା ପରି ପ୍ରତୀତ ହୋଇଥାଏ । ବାହାର ଗୁମ୍ବଦର ''ରେନ ଫୋର୍ସଡ଼ କଂକ୍ରିଟ'' ସିମେଣ୍ଟରେ ନିର୍ମିତ ଗୁମ୍ବଦ, ୧୯୨୯ ମସିହାର ପାଖାପାଖି ନିଜର ଆକାର ନେବାରେ ଲାଗିଥିଲା । ଏହି ଗୁମ୍ବଦର ଅତିମ ପାଷାଣ (୩ ଏପ୍ରିଲ ୧୯୨୯) ମସିହାରେ ଲଗା ଯାଇଥିଲା । ଯଦିଓ ଏହା ଉପରେ ତାମ୍ର ଆବରଣ ୧୯୩୦ ମସିହା ପର୍ଯ୍ୟନ୍ତ ଲାଗିନଥିଲା ।
 
==ଜୟପୁର ସ୍ତମ୍ଭ==
 
[[file:Rashtrapati bhawan jaipur pillar2.jpg|right|thumb|100px|ଭବନ ସାମ୍ନାରେ [[ଜୟପୁର ସ୍ତମ୍ଭ]] ଠିଆ ହୋଇଛି, ଯାହାର ଶିଖରରେ ତତ୍କାଳୀନ ଜୟପୁର ମହାରାଜାଙ୍କ ଦ୍ୱାରାମହାରାଜାଙ୍କଦ୍ୱାରା ଭାରତ ସରକାରଙ୍କୁ ଶୁଭକାମନା ସ୍ୱରୂପ ପଠା ଯାଇଥିବା କମଳ ଉପରେ ତାରା ଲଗାହୋଇଛି । ]]
 
ଭବନର ଠିକ ସାମ୍ନାରେ ଏକ ମାର୍ଗ ନାରଙ୍ଗୀ ବଦରପୁର ବଜରିରେ ଘୋଡ଼ି ହୋଇଥିବା ସିଧା ଲୁହାର ମୁଖ୍ୟ ଦ୍ୱାର ରୂପୀ ଫାଟକ ପର୍ଯ୍ୟନ୍ତ ଯାଇ, ଯାହା କି ସେ ଫାଟକରୁ ହୋଇ, ଦୁଇ ସଚିବାଳୟରୁ ହୋଇ ଲାଲ କାନ୍ଥର ମଧ୍ୟରୁ ତଳକୁ ଆସିଥାଏ ଏବଂ ''ବିଜୟ ଚୌକ''ରୁ ହୋଇ, ରାଜପଥ କୁହାଯାଇଥାଏ । ଏହି ମାର୍ଗ [[ଇଣ୍ଡିଆ ଗେଟ]] ପର୍ଯ୍ୟନ୍ତ ଯାଇଥାଏ । ଏହି ଭବନର ଦୂରର ଠିକ ମଝିରେ , ଏକ ପଥରର ଗୋଲାପୀ ଏବଂ ଲାଲ ରଙ୍ଗର ସ୍ତମ୍ଭ ଠିଆ ହୋଇଛି , ଯାହା ବହୁ ଉଞ୍ଚା ଅଟେ ଏବଂ ସେଥିରେ ଜୟପୁରର ତତ୍କାଳୀନ ମହାରାଜାଙ୍କ ଦ୍ୱାରାମହାରାଜାଙ୍କଦ୍ୱାରା ପଠାଯାଇଥିବା ଏକ ଚାନ୍ଦିର ଶୁଭକମାନା ପ୍ରତୀକ ଏହି ସ୍ତମ୍ଭର ଉପରେ ଲାଗିଛି । ଏହି କାରଣରୁ ଏହାକୁ ଜୟପୁରୀ ସ୍ତମ୍ଭ କୁହାଯାଏ । ଏହି ସ୍ତମ୍ଭର ଉତ୍ତର ଏବଂ ଦକ୍ଷିଣ ପଟେ, ତଳକୁ ପାହାଞ୍ଚରେ ଓହ୍ଲେଇ ଫୁଇ ରାସ୍ତା ପାଖାପାଖି ୨୦୦ ମିଟର ପର୍ଯ୍ୟନ୍ତ ଯାଇଥାଏ ।
 
== ମୋଗଲ ଉଦ୍ୟାନ==