"ରବର୍ଟ କଚ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- କୁ +କୁ )
ଟିକେ Regular Character Changes
୩୩ କ ଧାଡ଼ି:
ଯକ୍ଷ୍ମା ରୋଗ ଘଟାଉଥିବା ବୀଜାଣୁ ମାଇକୋବ୍ୟାକ୍ଟେରିଅମ୍ ଟ୍ୟୁବେକୁଲେସିସ୍କୁ ୧୮୮୨ ମସିହାରେ କଚ୍ ଆବିଷ୍କାର କରାଇଥିଇଲେ ଓ ରୋଗୀ ଦେହରୁ ବୀଜାଣୁ ପୃଥକ୍ କରି ଅବମିଶ୍ରିତ ପୋଷକ ତିଆରି କରିପାରିଥିଲେ । ସେ ବ୍ୟବହାର କରିଥିବା ଅଗର୍ ପ୍ଲେଟ୍ ପଦ୍ଧତି ଆଜି ମଧ୍ୟ ବିଜ୍ଞାନ ପ୍ରୟୋଗଶାଳାରେ ବ୍ୟବହାର କରାଯାଉଛି ।
 
"ବୀଜାଣୁ ହିଁ ରୋଗର କାରକ" ମତବାଦର ରବର୍ଟ କଚ୍ ଥିଲେ ଉଦ୍ୟକ୍ତା । ତାଙ୍କ ଦ୍ୱାରାତାଙ୍କଦ୍ୱାରା ପ୍ରଣିତ "କଚ୍ଙ୍କ ସ୍ୱୀକାର୍ଯ୍ୟ ତଥ୍ୟ" ହିଁ କଚ୍ଙ୍କୁ ନୋବେଲ୍ ପୁରସ୍କାର ଜିତାଇ ଥିଲା । ତଥ୍ୟର ମୁଖ୍ୟ ବିଷୟ: ରୋଗଗ୍ରସ୍ତ ଜୀବଠାରେ ବହୁ ପରମାଣୁର ସନ୍ଧାନ ମିଳେ । ସୁସ୍ଥ ଜୀବ ପାଖରେ ତାହା ନଥାଏ । ଅଣୁଜୀବକୁ ରୋଗୀଙ୍କ ପାଖରୁ ଅଲଗା କରି ଅବମିଶ୍ରିତ ପୋଷକରେ ବଢ଼ାଇ ହେବ । ଏଭଳି ପୋଷକ ଅଣୁଜୀବକୁ ସୁସ୍ଥ ଜୀବ ଦେହକୁ ପ୍ରବେଶ କରାଇଲେ ତା' ଦେହରେ ସେହି ରୋଗ ଦେଖାଦିଏ ।
 
୧୮୯୮ ମସିହାରେ ପୃସିଆରେ ନୁଆ ଭାବରେ ଗଢ଼ା ଯାଇଥିବା ସଂକ୍ରାମକ ରୋଗ ପ୍ରତିଷ୍ଠାନର କଚ୍ ପ୍ରଥମ ନିର୍ଦ୍ଦେଶକ ହୋଇଥିଲେ । ଏହି ପ୍ରତିଷ୍ଠାନଟି ପରବତ୍ତୀ କାଳରେ ରବର୍ଟ କଚ୍ ପ୍ରତିଷ୍ଠାନ ଭାବରେ ନାମିତ ହୋଇଥିଲା ।