"ରତ୍ନଗିରି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
୬୭ କ ଧାଡ଼ି:
 
== ଗଠନ ଶୈଳୀ ==
ସନ ୧୯୫୮ ଓ ୧୯୬୧ରେ ଏକ ବଡ ଧରଣର ଖନନ କରାଯାଇଥିଲା <ref> ଏହି ଖନନର ଫଳାଫଳ [[Archaeological Survey of India|ଏ.ଏସ.ଆଇ.]]ଙ୍କ ଦ୍ଵାରାଙ୍କଦ୍ଵାରା ପ୍ରକାଶ କରାଯାଇଥିଲା । ମିତ୍ର (୧୯୮୧ ଓ ୧୯୮୩)</ref>, ଯାହାର ଫଳାଫଳ ଅନେକ ଅଜଣା ତଥ୍ୟକୁ ଆଗକୁ ଆଣିଥିଲା । ୯ମ ଶତବ୍ଦୀରେ ମୁଖ୍ୟ ସ୍ତୁପଟି ଆଗରୁ ଥିବା ଭୂମି ଉପରେ ତିଆରି କରାଯାଇଥିଲା , ଯାହା [[Gupta Empire|ଗୁପ୍ତ ଯୁଗ]]ର ଥିଲା । '''ସିରି ରତ୍ନଗିରି ମହାବିହାରିଅ ଆର୍ଯ୍ୟବିକସୁ ସଙ୍ଘସ୍ସ''' ନାମରେ ଥିବା ସେତେବେଲର ମୁଦ୍ରା ଏହାକୁ ଚିହ୍ନିବାରେ ସାହାଯ୍ୟ କରିଥାଏ ।
 
ଅଧୁନା ସେଠାରେ ଏକ ମୂର୍ତ୍ତିସମୁହ [[ତାରା (ବୌଦ୍ଧ)|ତାରା]], [[ଅବଲୋକିତେଶ୍ଵର]], [[ଅପରାଜିତା]] ଓ [[ହରିତି]] ଆଦି ପୁରାତନ ଗୁପ୍ତ ଶୈଳୀର ଗୁମ୍ଫାରେ ଦେଖିବାକୁ ମିଳନ୍ତି ।
"https://or.wikipedia.org/wiki/ରତ୍ନଗିରି"ରୁ ଅଣାଯାଇଅଛି