"ରକ୍ତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
Regular Character Changes
ଟିକେ (Bot: Automated text replacement (- ଟି +ଟି ))
ଟିକେ (Regular Character Changes)
ଏହି କୋଷଗୁଡ଼ିକର ନ୍ୟଷ୍ଟି ୨ରୁ ୭ ପାଳି (କ୍ଷଚ୍ଛଭର) ବିଶିଷ୍ଟ । କୋଷର ଆକାର ସାମାନ୍ୟ ଗୋଲାକାର । ବହୁରୂପୀ ନ୍ୟଷ୍ଟି ବିଶିଷ୍ଟ ଶ୍ଵେତ ରକ୍ତ କୋଷର ୬୦ରୁ ୭୦ ଶତକଡ଼ା କୋଷ ହେଉଛି ଏହି ଶ୍ରେଣୀର । ଏହି କୋଷଗୁଡ଼ିକର ମୁଖ୍ୟ କାର୍ଯ୍ୟ ହେଉଛି ଶରୀରରେ ପ୍ରବେଶ କରୁଥିବା କ୍ଷତିକାରକ ଅଣୁଜୀବ ଆଦିକୁ ଭକ୍ଷଣ କରି ସୁରକ୍ଷା ପ୍ରଦାନ କରିବା ।
==== ଇଓସିନୋଫିଲ୍ ====
ଏହିକୋଷଗୁଡ଼ିକର ନ୍ୟଷ୍ଟି ୨ ପାଳି ବିଶିଷ୍ଟ । ଏଥିରେ ଥିବା କଣିକାଗୁଡ଼ିକ ଇଓସିନ (eosine) ନାମକ ରଙ୍ଗ ଦ୍ଵାରାରଙ୍ଗଦ୍ଵାରା ଗାଢ଼ ଲାଲ ରଙ୍ଗରେ ରଙ୍ଗିତ ହୋଇପାରନ୍ତି । ଏହି କୋଷମାନଙ୍କର ପରିମାଣ ହେଉଛି ୧ରୁ ୫ ଶତାଂଶ ।
==== ବେସୋଫିଲ୍ ====
ଏହି କୋଷଗୁଡ଼ିକର ନ୍ୟଷ୍ଟି ୨ରୁ ୩ ପାଳି ବିଶିଷ୍ଟ । କୋଷଗୁଡ଼ିକରେ ଅଳ୍ପ ସଂଖ୍ୟକ କଣିକା ଦେଖାଯାଏ। ସମସ୍ତ ବହୁରୂପୀ ନ୍ୟଷ୍ଟିବିଶିଷ୍ଟ ଶ୍ବେତରକ୍ତ କୋଷର ୦.୫ରୁ ୧ ଶତାଂଶ ହେଉଛି ଏହି ଶ୍ରେଣୀର ।
ଶ୍ଵେତ ରକ୍ତ କଣିକା ଆମ ଶରୀରର ପ୍ରତିରକ୍ଷା ବାହିନୀ। ଏମାନଙ୍କର ପ୍ରଧାନ କାର୍ଯ୍ୟ ହେଉଛି ଜୀବାଣୁମାନଙ୍କ ଆକ୍ରମଣରୁ ଶରୀରକୁ ରକ୍ଷା କରିବା । ବହୁରୂପୀ ନ୍ୟଷ୍ଟି ବିଶିଷ୍ଟ ଶ୍ଵେତ ରକ୍ତକଣିକା ଜୀବାଣୁ ବିରୁଦ୍ଧରେ ପ୍ରତ୍ୟକ୍ଷ ସଂଗ୍ରାମ କରେ ଏବଂ ଅନ୍ୟଟି ଜୀବାଣୁନାଶକ ଉପାଦାନ ଯୋଗାଏ ।
 
ଶରୀରରେ ଜୀବାଣୁ ପ୍ରବେଶ କଲେ ଶ୍ଵେତ ରକ୍ତ କଣିକାଗୁଡ଼ିକ ରକ୍ତ କୈଶିକ (capillaries) ମଧ୍ୟରୁ ବାହାରି ଆସି ଜୀବାଣୁ ଥିବା ସ୍ଥାନରେ ଜମିଯାଏ । ସେଥିମଧ୍ୟରୁ ବହୁରୂପୀ ନ୍ୟଷ୍ଟିବିଶିଷ୍ଟ ଶ୍ଵେତ ରକ୍ତ କଣିକା ଜୀବାଣୁ ଚାରିପାଖରେ ଘେରିଯାଏ ଓ ଜୀବାଣୁକୁ କବଳିତ କରି ନିଜ ଭିତରେ ପୁରାଇ ନଷ୍ଟ କରିଦିଏ । ଜୀବାଣୁ ନଷ୍ଟ ହେବାପରେ ଜୀବାଣୁମାନଙ୍କ ଦ୍ଵାରାଜୀବାଣୁମାନଙ୍କଦ୍ଵାରା ହତ ବା କ୍ଷତ ହୋଇଥିବା ତନ୍ତୁଗୁଡ଼ିକର "ସଂସ୍କାର" ମଧ୍ୟ ଏହି କୋଷମାନଙ୍କ ଦ୍ଵାରାକୋଷମାନଙ୍କଦ୍ଵାରା ହୋଇଥାଏ । କଣିକାବିହୀନ କୋଷମାନଙ୍କରୁ ଉତ୍ପନ୍ନ ବିଭିନ୍ନ ପ୍ରକାର ଜୀବାଣୁ ନାଶକାରୀ ଉପାଦାନ ଜୀବାଣୁମାନଙ୍କ ସଂସ୍ପର୍ଶରେ ଆସି ସେମାନଙ୍କୁ ପଙ୍ଗୁ କରିଦିଏ । ତେଣୁ ଜୀବାଣୁଗୁଡ଼ିକ ନଷ୍ଟ ହେବାରେ ଏହା ବହୁତ ସାହାଯ୍ୟ କରେ ।
 
== ଅଣୁଚକ୍ରିକା ==
୪୨,୦୧୪

ଗୋଟି ସମ୍ପାଦନା