"ମେଘନା ନଦୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଟି +ଟି )
ଟିକେ Regular Character Changes
୧ କ ଧାଡ଼ି:
[[ଫାଇଲ:Bangladesh_LOC_1996_map.jpg|ଡାହାଣ|thumb|ମେଘନା ସମେତ ବାଂଲାଦେଶର ନଦୀ ଗୁଡିକର ମାନଚିତ୍ର ]]
ମେଘନା ନଦୀ({{Lang-bn|মেঘনা নদী}}) ବାଂଲାଦେଶର ସବୁଠାରୁ ଗୁରୁତ୍ବପୂର୍ଣ ନଦୀ । ,<ref name="Banglapedia">{{cite book|title=Banglapedia: National Encyclopedia of Bangladesh|publisher=[[Asiatic Society of Bangladesh]]|year=2012|edition=Second|chapter=Meghna River|chapter-url=http://en.banglapedia.org/index.php?title=Meghna_River|author=Masud Hasan Chowdhury|editor=Sirajul Islam and Ahmed A. Jamal}}</ref> ବଂଗୋପମହାସାଗରକୁ ଲାଗି ରହିଥିବା ଗାଙ୍ଗେୟ ସମତଳଭୂମି ଅଞ୍ଚଳରେ ପ୍ରବାହିତ ତିନିଟି ମୁଖ୍ୟ ନଦୀ ମଧ୍ୟରୁ ଏହା ଅନ୍ୟତମ । ସୁରମା - ମେଘାନା ନଦୀ ପ୍ରଣାଳୀର ମେଘନା ନଦୀର ଉପତ୍ତି ବାଂଲାଦେଶର କିଶୋରଗଞ୍ଜ ଜିଲ୍ଲାର ଭୈରବ ବଜାର ସହରର ଉପର ଅଞ୍ଚଳରେ ସୁର୍ମା ନଦୀ ଓ କୁଶିୟାରା ନଦୀର ସଙ୍ଗମ ଦ୍ଵାରାସଙ୍ଗମଦ୍ଵାରା ସୃଷ୍ଟି ହେଇଥାଏ । ସୁର୍ମା ଓ କୁଶିୟାରା ପୂର୍ବ ଭାରତୀୟ ପାର୍ବତ୍ୟ ଅଞ୍ଚଳରୁ ଉପତ୍ତି ଘଟି ବାରକ ନଦୀ ଭାବରେ ଆସିଥାଏ । ଚାଁଦପୁର ଜିଲ୍ଲାରେ ମେଘନା ନଦୀ ତାହାର ମୁଖ୍ୟ ଉପନଦୀ ପଦ୍ମା ସହ ମିଳିତ ହୁଏ । ମେଘନା ନଦୀର ଅନନ୍ୟ ଉପନଦୀ ଗୁଡିକ ହେଲା ଢାଲେସବାରି , ଗୁମଟିଓ ଫେଣି । ମେଘନା ନଦୀ ଭୋଳା ଜିଲ୍ଲା ରରେ ବଂଗୋପ ସାଗରରେ ଲୀନ ହୁଏ । ଏହାର ମୁହାଣ ଅଞ୍ଚଳରେ ତେତୁଳିଆ , ଶବାଜପୁର , ହଟିଆ ଓ ବାମ୍ଣୀ ରହିଛି । 
[[ଫାଇଲ:Boat_in_meghna_river.JPG|thumb|ମେଘନା ନଦୀରେ ନୌକା]]
ବାଂଲାଦେଶ ଭିତରେ ସମ୍ପୂର୍ଣ ଭାବରେ ପ୍ରବାହିତ ନଦୀ ଗୁଡିକ ମଧ୍ୟରୁ ମେଘନା ସବୁଠାରୁ ବେଶୀ  ପ୍ରସ୍ଥ ବିଶିଷ୍ଟ । ଭୋଳା ନିକଟରେ ଏହାର ପ୍ରସ୍ଥ 12 କିଲୋମିଟର ହେଇଥାଏ । ତଳ ମୁଣ୍ଡରେ ଏହି ନଦୀ ସମତଳ ଭୂମିରେ ସରଳରେଖା ପରି  ପ୍ରବାହିତ ହେଇଥାଏ । 
୧୯ କ ଧାଡ଼ି:
ଭୋଳା ନିକଟରେ ସମୁଦ୍ରରେ ପଡିବା ଠିକ ଆଗରୁ ଏହା ଦୁଇଟି ସ୍ରୋତ ହେଇ ମଝିରେ ଏକ ଦ୍ଵିପାଞ୍ଚଳ ସୃଷ୍ଟି କରିଥାଏ । ଏଠାରେ ପଶ୍ଚିମ ସ୍ରୋତକୁ ଇଶା କୁହାଯାଉଥିବା ବେଳେ ପୂର୍ବ ସ୍ରୋତକୁ ବାମ୍ଣୀ କୁହାଯାଏ ।<ref>The Barak river divides into two branches within the Assam state in India. The northern branch is called Surma, which flows southwards through the eastern side of Bangladesh next Sylhet town. The southern branch is called Kushiara, which flows through India and then enters Bangladesh. First the northern branch joins the Meghna river near Kuliar Char and then the southern branch joins the Meghna river near Ajmiriganj. The lower Meghna river is one of the largest rivers in the world, being the mouth of the three great rivers: Ganges-Padma, Brahmaputra and Meghna. The total length of the river is about 930 km. The river is predominantly a meandering channel, but in several reaches, especially where small tributaries contribute sediment, braiding is evident with sand islands bifurcating the river into two or more channels</ref><ref>www.fao.org/nr/water/aquastat/basins/gbm/gbm-CP_eng.pdf</ref> 
== ମେଘନା ବେସିନ ଅଞ୍ଚଳର ଜଳବାଯୁ ==
ମେଘନା ବେସିନ ଅଞ୍ଚଳ ବ୍ରହ୍ମପୁତ୍ର - ଗଙ୍ଗା- ମେଘନା (BGM) ଦ୍ଵାରା ସୃଷ୍ଟି ହେଇଥିବା ବିଶ୍ଵର ଏକ ବୃହତ୍ତମ ସମତଳ ଭୂମି ତଥା ବୃହତ ବଙ୍ଗୀୟ ସମତଳର ଏକ ମୁଖ୍ୟ ଅଂଶ । ସେଠାରେ ଜଳବାଯୁ ଅତ୍ୟନ୍ତ ପରିବର୍ତନଶୀଳ ହେଇଥାଏ । ବର୍ଷ କାଳରେ ବନ୍ୟା ବିପତ୍ତି ବହୁ ସମୟରେ ରହିଥାଏ । <ref>whereas the world’s highest precipitation area is situated in the Meghna river basin (Mirza et al., 2011).</ref> ପ୍ରତିବର୍ଷ ଜୁଲାଇରୁ ଅକ୍ଟୋବର ମାସ ଯାଏ ସେଠାରେ ସର୍ବଦା ବାତ୍ୟାର ଆଶଙ୍କା ଥାଏ ।
==ଗେଲେରି ==
<gallery>