"ମୁମ୍ବାଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଟି +ଟି )
ଟିକେ Regular Character Changes
୯୧ କ ଧାଡ଼ି:
ସଞ୍ଜୟ ଗାନ୍ଧୀ ଜାତୀୟ ଉଦ୍ୟାନ ସହର ପାଖରେ ଅବସ୍ଥିତ। ଏହା ପୁରା ସହରର ସମୁଦାୟ ୬ ଭାଗରେ ବିସ୍ତ୍ରୁତ। ଏହି ଉଦ୍ୟାନରେ [[ଚିତାବାଘ]] ଭଳି ପଶୁ ମଧ୍ୟ ମିଳିଯା'ନ୍ତି। <ref>[http://cities.expressindia.com/fullstory.php?newsid=45505 A cat rouses Thane colony]</ref><ref>[http://ngcblog.nationalgeographic.com/explorer/?p=1 Killer Cats by Bijal Trivedi - National Geographic Channel]</ref> କିନ୍ତୁ ସହରରେ ଲୋକମାନଙ୍କ ରହିବାସମସ୍ୟା ପାଇଁ ଏହି ଉଦ୍ୟାନର କ୍ଷେତ୍ରଫଳ ହ୍ରାସ ଆଉ ଏହି ଜାତୀୟ ପଶୁମାନେ ଲଗାତାର ହ୍ରାସ ପାଇଯାଉଛନ୍ତି।
 
ଭାଟସା ବନ୍ଧ ଛଡା ଅନ୍ୟ ୬ ମୁଖ୍ୟ ହ୍ରଦ ସହରର ପାଣି ସମସ୍ୟା ଦୂର କରେ। ବିହାର ହ୍ରଦ, ବଇତରଣା, ଉପର ବଇତରଣା, ତୁଳସୀ, ତଂସ ଓ ପଉଅଇ। ତୁଳସୀ ଓ ବିହାର ହ୍ରଦ ବୋରିବଲି ଜାତୀୟ ଉଦ୍ୟାନରେ ସହର ନଗର ପାଳିକାର ସୀମା ମଧ୍ୟରେ ଅବସ୍ଥିତ। ପଉଅଇ ହ୍ରଦ ଦ୍ଵାରାହ୍ରଦଦ୍ଵାରା କେବଳ ଶିଳ୍ପ ସଂସ୍ଥା ଗୁଡିକର ପାଣି ଆବଶ୍ୟକତା ପୂର୍ଣ୍ଣ ହେଇଥାଏ। ତିନୋଟି ଛୋଟ ନଦୀ ଦହିସର, ପୋଇସର ଓ ଓହିଉଆଡା (ବା ଆଶୀଉଆଡା) ଉଦ୍ୟାନ ଭିତରୁ ବାହାରିଛି, ଯେବେକି ମିଠା ନଦୀ (ମିଠି ନଦୀ) ତୁଳସୀ ହ୍ରଦରୁ ବାହାରିଅଛି ଓ ପଉଅଇ ଏବଂ ବିହାର ହ୍ରଦର ବନ୍ୟାଜଳ ନିଜ ଭିତରକୁ ନେଇଥାଏ। ସହରର ବହୁତ କୁଳ ସନ୍ତସନ୍ତିଆ ଅଟେ। ସେଲସେଟ ଦ୍ଵୀପର ପୂର୍ବଭାଗ ଅତି ସନ୍ତସନ୍ତିଆ ଅଟେ ଯାହାକି ଜୈବବିଭିନ୍ନତାରେ ପରିପୂର୍ଣ୍ଣ। ପଶ୍ଚିମ ଭାଗ ଅତ୍ୟନ୍ତ ବାଲିଆ ଓ ପଥୁରିଆ ଅଟେ।
 
==ଇତିହାସ==
୧୦୯ କ ଧାଡ଼ି:
[[Image:Image-Mumbai fountain.jpg|thumb|[[ଫ୍ଲୋରା ଫାଉଣ୍ଟେନ]]ର ପୁନର୍ନାମକରଣ [[ହୁତାତ୍ମା ଛକ]] କରାଗଲା, ଯାହାକି ସଂଯୁକ୍ତ ମହାରାଷ୍ଟ୍ର ଆନ୍ଦୋଳନରେ ହେଇଥିବା ସହିଦଙ୍କ ସ୍ମାରକ ହେଲା।]]
 
୧୯୭୦ ଦଶକ ଅନ୍ତେ ଏଠାରେ ନିର୍ମାଣ କାର୍ଯ୍ୟରେ ବହୁତ ବୃଦ୍ଧି ହେଇଥିଲା। ଯାହାଫଳରେ କି ଏଠାରେ ପ୍ରବାସୀମାନଙ୍କ ଆଗମନରେ ବହୁତ ବୃଦ୍ଧି ହେଲା। ସମୟ ଆସିଲା ଏହା ଜନସଂଖ୍ୟାରେ ଭାରତରେ ସବୁଠୁ ବଡ ଜନବହୁଳ ସହର [[କଲିକତା]]କୁ ପଛରେ ପକେଇଦେଲା ଓ ପ୍ରଥମ ସ୍ଥାନ ନେଲା। ଏହି ପ୍ରବାସୀଙ୍କ ଆଗମନ ସ୍ଥାନୀୟ ମରାଠୀମାନଙ୍କ ମନକୁ ଆଶଙ୍କିତ କରିଲା, ଯେଉଁମାନେ ନିଜର ଭାଷା, ସଂସ୍କୃତି ଓ ବ୍ୟବସାୟକୁ ରକ୍ଷା କରିବାପାଇଁ ଚିନ୍ତିତ ଥିଲେ।<ref>{{cite web |url=http://in.rediff.com/election/2004/apr/23espec3.htm |title=Know your party |accessdate=2007-12-05 |author=Ashraf, Syed Firdaus |date=2004-04-23 |work=Elections 2004 Rediff Special |publisher=Rediff News}}</ref> [[ବାଲା ସାହେବ ଠାକରେ]]ଙ୍କ ଦ୍ଵାରାଙ୍କଦ୍ଵାରା [[ଶିବସେନା]] ରାଜନୈତିକ ଦଳ ଗଠନ କରାଗଲା ଯାହାକି ସ୍ଥାନୀୟ ମରାଠୀମାନଙ୍କ ସ୍ଵାର୍ଥ ରକ୍ଷା ପାଇଁ ଥିଲା। <ref>[http://www.merinews.com/catFull.jsp?articleID=129954 Raj Thackeray has a point]</ref> ସହରର ଧର୍ମ ନିରପେକ୍ଷତା ୧୯୯୨-୯୩ର ଦଙ୍ଗା କାରଣରୁ ଛିନ୍ନଭିନ୍ନ ହେଇଥିଲା ଯେଉଁଥିରେ ବଡ ପରିମାଣର ଜୀବନ ଓ ସମ୍ପତ୍ତି ହାନି ହେଇଥିଲା। ଏହାର କିଛିମାସ ମରେ ୧୨ ମାର୍ଚ୍ଚ ୧୯୯୩ରେ ପୂର୍ବ ନିଯୋଜିତ ବମ ବିସ୍ଫୋଟ ସହରକୁ ଦୋହଲେଇଦେଇଥିଲା। ଯେଉଁଥିରେ ଶତାଧିକ ଲୋକ ମୃତ୍ୟୁବରଣ କରିଥିଲେ। ୧୯୯୫ରେ ବମ୍ବେ ନାମକୁ ପରିବର୍ତ୍ତନ କରାଯାଇ ମୁମ୍ବାଇ କରଯାଇଥିଲା। ଏହା ଶିବସେନା ସରକାରରେ ଇଂରେଜମାନଙ୍କ ଦ୍ଵାରାଇଂରେଜମାନଙ୍କଦ୍ଵାରା ଦିଆଯାଇଥିବା ନାମଗୁଡିକୁ ଐତିହାସିକ ଓ ସ୍ଥାନୀୟ ଆଧାରରେ ପୁନଃ-ନାମକରଣ ହେଇଥିଲା। ଏଠାରେ ଏବେ ମଧ୍ୟ ଆତଙ୍କବଦୀମାନଙ୍କ ଦ୍ଵାରାଆତଙ୍କବଦୀମାନଙ୍କଦ୍ଵାରା ଆକ୍ରମଣ ସମୟ ସମୟରେ କରାଯାଉଛି। ୨୦୦୬ରେଠାରେ ସ୍ଥାନୀୟ ରେଳରେ ବିସ୍ଫୋଟ କରଯାଇଥିଲା ଯେଉଁଥିରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। <ref>{{cite news |url=http://news.bbc.co.uk/2/hi/in_depth/south_asia/2006/mumbai_train_attacks/default.stm |title=Special Report: Mumbai Train Attacks |date=2006-09-30 |publisher=BBC |accessdate=2008-08-13}}</ref> ନଭେମ୍ବର ୨୬ ୨୦୦୮ରେ ଜଳପଥରୁ ଆସିଥିବା ପାକିସ୍ତାନୀ ଆତଙ୍କବଦୀ ମାନେ ମୁମ୍ବାଇରେ ଛତ୍ରପତି ଶିବାଜି ଟର୍ମିନାଲ, କାମା ଚିକିତ୍ସାଳୟ, ତାଜ ହୋଟେଲ, ନାରିମାନ ପଏଣ୍ଟଠାରେ ଆକ୍ରମଣ କରି ୩୦୦ରୁ ଅଧିକ ନିରୀହ ଲୋକଙ୍କ ପ୍ରାଣ ନେଇଥିଲେ ଯେଉଁଥିରେ ୧୦ଜଣରୁ ୯ ଜଣ ଆତଙ୍କବାଦୀ ସେନାର ଗୁଳିରେ ପ୍ରାଣ ହରାଇଥିଲେ ଓ ବଞ୍ଚିଯାଇଥିବା ଆତଙ୍କବଦୀ ଆଜମଲ ଅମିର କସବକୁ ସୁପ୍ରିମକୋର୍ଟ ଫାଶୀଦଣ୍ଡ ଦେଇଥିଲା। ଏହି ଆକ୍ରମଣରେ ସେନାର ମେଜର ସନ୍ଦିପ ଉନ୍ନିକୃଷ୍ଣନ, ଏଟିଏସର ମୁଖ୍ୟ ହେମନ୍ତ କରକରେ, ହାବିଲଦାର ତୁକାରମ ଓମ୍ବଲେ ଇତ୍ୟାଦି ସହିଦ ହେଇଥିଲେ। ଏହି ଆକ୍ରମଣ ପରେ ଭାରତ ତାର ଜଳପଥର ସୁରକ୍ଷା ବ୍ୟବସ୍ଥା କଡାକଡି କରିଥିଲା।
 
== ଜଳବାୟୁ ==
"https://or.wikipedia.org/wiki/ମୁମ୍ବାଇ"ରୁ ଅଣାଯାଇଅଛି