"ମୁଣ୍ଡପିଛା ଆୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଟି +ଟି )
ଟିକେ Regular Character Changes
୧ କ ଧାଡ଼ି:
ଏକ ନିର୍ଦିଷ୍ଟ ଅଞ୍ଚଳରେ ବାସ କରୁଥିବା ଜଣେ ବ୍ୟକ୍ତିର ବାର୍ଷିକ ହାରାହାରି ଆୟକୁ '''ମୁଣ୍ଡପିଛା ଆୟ''' କୁହାଯାଏ। ଏହାକୁ ଗଣନା କରିବାକୁ ହେଲେ ଉକ୍ତ ଅଞ୍ଚଳର ମୋଟ ଆୟକୁ ତାର ଲୋକସଂଖ୍ୟା ଦ୍ୱାରାଲୋକସଂଖ୍ୟାଦ୍ୱାରା ଭାଗ କରାଯାଏ। ଏହା କୌଣସି ଅଞ୍ଚଳର ଉନ୍ନତିର ମାପକାଠି ଅଟେ।<ref>[http://www.investopedia.com/terms/i/income-per-capita.asp]investopedia"Income Per Capita"</ref>
==ଭାରତର ମୁଣ୍ଡପିଛା ଆୟ==
୨୦୧୩ ମସିହାରେ [[ଭାରତ]]<nowiki/>ର ମୁଣ୍ଡପିଛା ଆୟ $ ୧,୫୭୦ ଥିଲା, ଯାହାକି ବିଶ୍ୱବ୍ୟାଙ୍କର ଆକଳନ ଅନୁଯାୟୀ ୧୬୪ଟି ଦେଶ ମଧ୍ୟରେ ଭାରତକୁ ୧୧୩ତମ ସ୍ଥାନ ପ୍ରଦାନ କରିଛି ।<ref>[http://data.worldbank.org/indicator/NY.GNP.PCAP.CD/countries] "World Bank data"</ref>