"ଭାରତର ରାଷ୍ଟ୍ରପତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
Regular Character Changes
ଟିକେ (Regular Character Changes)
ଟିକେ (Regular Character Changes)
 
== ରାଷ୍ଟ୍ରପତି ନିର୍ବାଚନ ==
ଭାରତର ରାଷ୍ଟ୍ରପତି ଲୋକମାନଙ୍କ ଦ୍ଵାରାଲୋକମାନଙ୍କଦ୍ଵାରା ପରୋକ୍ଷ ଭାବରେ ନିର୍ବାଚିତ ହୁଅନ୍ତି । [[ସଂସଦ]] ଓ ରାଜ୍ୟ [[ବିଧାନ ସଭା]]ର ସମସ୍ତ ନିର୍ବାଚିତ ସଦସ୍ୟଙ୍କୁ ନେଇ '''ନିର୍ବାଚକ ମଣ୍ଡଳୀ''' ଦ୍ଵାରା '''ଆନୁପାତିକ ପ୍ରତିନିଧିତ୍ଵ ଓ ଏକକ ହସ୍ତାନ୍ତରୀୟ ଗୋପନୀୟ ଭୋଟ ଦାନ''' ପ୍ରଣାଳୀରେ ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି । ରାଷ୍ଟ୍ରପତି ନିର୍ବାଚନରେ ଜୟଲାଭ କରିବା ପାଇଁ ପ୍ରାର୍ଥୀ ନିର୍ଦ୍ଦିଷ୍ଟ ସଂଖ୍ୟକ ଭୋଟ୍ (କୋଟା) ବା ମିଳିଥିବା ସମସ୍ତ ସଠିକ ଭୋଟ୍‌ର ୫୦ ପ୍ରତିଶତରୁ ଏକ ଅଧିକ (୫୦% + ୧) ସମର୍ଥନ ପାଇବା ବାଞ୍ଛନୀୟ ।
 
===ନିର୍ବାଚକ ମଣ୍ଡଳୀ===
ପ୍ରଥମ ସୂତ୍ରଟି ହେଲା :- ([[ରାଜ୍ୟ]]ର [[ଜନସଂଖ୍ୟା]] ÷ ରାଜ୍ୟର ନିର୍ବାଚିତ [[ବିଧାୟକ]]ଙ୍କ ସଂଖ୍ୟା) ÷ ୧୦୦୦
 
ଅର୍ଥାତ୍ ପ୍ରତି [[ରାଜ୍ୟ]]ର [[ଜନସଂଖ୍ୟା]]କୁ ସେହି [[ରାଜ୍ୟ]]ର ନିର୍ବାଚିତ [[ବିଧାୟକ]]ମାନ‌ଙ୍କ ସଂଖ୍ୟାରେ ଭାଗ କରି ଭାଗଫଳକୁ ୧୦୦୦ ଦ୍ୱାରା୧୦୦୦ଦ୍ୱାରା ଭାଗ କଲେ, ଭାଗଫଳ ଯାହା ହେବ, ତାହା ହେବ ସେହି ରାଜ୍ୟର ପ୍ରତି ନିର୍ବାଚିତ [[ବିଧାୟକ]]ଙ୍କର ପ୍ରତିଟି ଭୋଟ୍‌ର ଗାଣିତିକ ମୂଲ୍ୟ ।
 
ଦ୍ୱିତୀୟ ସୂତ୍ରଟି ହେଲା :- ସମସ୍ତ ନିର୍ବାଚିତ [[ବିଧାୟକ]]ଙ୍କର ଭୋଟ୍‌ର ଗାଣିତିକ ମୂଲ୍ୟର ସମଷ୍ଟି / ସମସ୍ତ ନିର୍ବାଚିତ [[ସାଂସଦ]]ଙ୍କ ସଂଖ୍ୟା
୩୯,୦୫୬

ଗୋଟି ସମ୍ପାଦନା